ଓଡ଼ିଆ ଅଭିନେତା Sidhant Mohapatra ଙ୍କର ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହା କୁ ଦେଖିବା ପାଇଁ ଆମ ମାନଙ୍କର ଇଚ୍ଛା ଆଉ ଆଗ୍ରହ ବଢ଼ି ଯାଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଓଡ଼ିଆ ଫ୍ଲିମ ଏକ୍ଟର ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ କୁହାଯାଇଛି | ତେବେ ସୁଦ୍ଧାନ୍ତ ମହାପାତ୍ର ଙ୍କର ଏକ୍ଟିଂ କେରିୟର ସହିତ ପୋରସନାଲ ଲାଇଫ ବିଷୟରେ ସମସ୍ତ କଥା ଆସନ୍ତୁ ଜାଣିବା |

ଆପଣ ମାନେ ସମସ୍ତେ ଓଡ଼ିଆ ଫ୍ଲିମ ଜଗତର ଜଣେ ବେଶ ଜଣା ଶୁଣା ଫ୍ଲିମ ଏକ୍ଟର ସୁଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ ତ ଜାଣିଥିବେ | ଜିଇକୁ ନିଜର ଅଭିନୟ ମାଧ୍ୟମରେ ଖାଲି ଓଡିଶା ରେ ନୁହଁ ଓଡିଶା ବାହାରେ ମଧ୍ୟ ନିଜର ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ଅଲିଉଡ ଇଣ୍ଡୋଷ୍ଟ୍ରି ରେ ଅନେକ ଓଡ଼ିଆ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ସିଦ୍ଧାନ୍ତ ଓ ଯାହାଙ୍କର ଅଭିନୟ କୁ ଦେଖିବା ପାଇଁ ପିଲା ଠାରି ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତେ ବେଶ ପସନ୍ଦ କରିଥାନ୍ତି ବୋଲି ମଧ୍ୟ କୁହାଯାଉଛି

ସିଦ୍ଧାନ୍ତ ମହାପାତ୍ର ଙ୍କର ଏକ୍ଟିଂ ଓ ପୋରସନାଲ ଲାଇଫ :-ଯାହା କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ର ଙ୍କର ଜନ୍ମ 4 ମେ 1966 ରେ ହୋଇଥିଲା ଓ ଆଉ ଯାହା କୁହାଯାଉଛି କି ସିଦ୍ଧାନ୍ତ ବ୍ରହ୍ମପୁର ରେ ଜନ୍ମ ଗ୍ରହଣ କରିଥିଲେ | ତେବେ ସିଦ୍ଧାନ୍ତ ଙ୍କର ବାପା ଜଣେ ଡକ୍ଟର ଥିଲେ ଓ ତାଙ୍କର ବାପା ଙ୍କର ନା ମନ ମୋହନ ମହାପାତ୍ର ବୋଲି କୁହାଯାଉଛି |ଆଉ ତାଙ୍କର ମା ଙ୍କର ନାଁ କନକ ମହାପାତ୍ର |ତେବେ 3 ଡିସେମ୍ବର 2004 ରେ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଙ୍କୁ ବିବାହ କରିଥିଲେ | ଆଉ ତାଙ୍କର ଗୋଟିଏ ଝିଅ ମଧ୍ୟ ହୋଇଥିଲା ଯାହାଙ୍କର ନାଁ ହେଉଛି ସାଇ ସମର୍ଥ ମହାପାତ୍ର ଆଉ ପୁଅ ର ନାଁ ପ୍ରନୀଲ ବାସୁ | ତାହା ସହିତ କୁହାଯାଉଛି କି ସିଦ୍ଧାନ୍ତ ମହାପାତ୍ର ତାଙ୍କର ସ୍କୁଲ ଓ କଲେଜ ଲାଇଫ ବ୍ରହ୍ମପୁର ରେ କମ୍ପ୍ଲିଟ କରିଥିଲେ |

ଆଉ ଯେଉଁଠି କୁହାଯାଉଛି କି ଅନେକ ଓଡ଼ିଆ ଫ୍ଲିମ ରେ ଅଭିନୟ ର କମାଲ ଦେଖାଇ ଦର୍ଶକ ମାନଙ୍କର ହୃଦୟ କୁ କିଣି ନେଇଛନ୍ତି ସିଦ୍ଧାନ୍ତ ମହାପାତ୍ର |ତାହା ସହିତ ଲୋକ ମାନଙ୍କର ଭଲ ପାଇବା ଓ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ଅଭୁନୟ ମାଧ୍ୟମରେ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି | ତେବେ ଏହା ଥିଲା ସିଦ୍ଧାନ୍ତ ମହାପାତ୍ର ଙ୍କ ବିଷୟରେ କିଛି ସୂଚନା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment