ଦେଖନ୍ତୁ Shocking ଭିଡ଼ିଓ : ଟିକିଏ ଖୁସି ପୂର୍ବରୁ ଏ କଣ ହୋଇଗଲା….

ତେବେ ଦର୍ଶକ ବନ୍ଧୁ କୁହାଯାଏ ମୃତ୍ୟୁ କେତେବେଳେ କାହା ସାମ୍ନାକୁ ଆସିବ ସେ କଥା କିଏ ବା କହି ପାରିବ | ତେବେ ପ୍ରତି ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ନୂଆ ଘଟଣା ମାନ ଭାଇରାଲ ହେଉଥିବାର ଆପଣ ମାନଙ୍କର ନଜର କୁ ଆସୁଥିବ | ତେବେ ବର୍ତ୍ତମାନ ଏଭଳି ଏକ ଦୃଶ୍ୟ ଭାଇରାଲ ହେବାକୁ ଲାଗିଛି ଯାହାକୁ ଆପଣ ଦେଖିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ | ଆଉ ଯେଉଁଠି କୁହାଯାଉଛି ଲୋକ ମାନଙ୍କ ର କୌଣସି କାର୍ଯ୍ୟକୁ ସମୟ ନ ଦେଇ ନ ବୁଝି ତରତର ହୋଇ କରୁଥିବା କାର୍ଯ୍ୟ ଆଜି ବ୍ୟକ୍ତି ଙ୍କର ଜୀବନ ନେଇଯାଇଥାନ୍ତା ବୋଲି କୁହାଯାଉଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିହାର ର ବଦଳପୁର ରେ ରେଲୱେ ଟ୍ରାକ ନିକଟରେ | ଆଉ ଯେଉଁଠି କୁହାଯାଉଛି କି ଭଗଲପୁର ର କହଲଙ୍ଗା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା | ଆଉ ଯେଉଁଠି କୁହାଯାଉଛି କି ବ୍ୟକ୍ତି ଜଣକ ର ବଲଵାହୀ ଟ୍ରେନ ଟ୍ରାକ ରେ ଲେବର କ୍ରୋସିଂ ବେଳେ ଯିବାକୁ ଯାଉଥିଲା ଜଣେ ବ୍ୟକ୍ତି ଙ୍କର ଜୀବନ | ଆଉ ଯାହା କୁହାଯାଉଛି କି ଅଳ୍ପକେ ବର୍ତ୍ତିଗଲା ଲୋକ ଜଣଙ୍କର ଜୀବନ | ଆଉ ଯାହା ବର୍ତ୍ତମାନ ଘୁରି ବୁଲୁଛି ଏହି ଘଟଣାଟି |


ଆଉ ଯାହା କୁହାଯାଉଛି କି କୌଣସି କାରଣରୁ ବ୍ୟକ୍ତି ଜଣଙ୍କ ଜଲ୍ଦି ରେ ଥିଲେ | ଆଉ ସେ ଟ୍ରେନ ଟ୍ରାକ ର ଆର ପଟେ ଥିବାରୁ ଅଭୋର ବ୍ରିଜ ନେଇ ରାସ୍ତା ପାରି ନ କରି ମାଳବାହି ଟ୍ରେନ ର ତଳ ଦେଇ ରାସ୍ତା ପାରି ହେବାକୁ ଲାଗିଥିଲେ | ଆଉ ଯାହା କୁହାଯାଉଛି କି ସେହି ସମୟରେ ହଠାତ ଛାଡି ଦେଇଥିଲା ଟ୍ରେନ | ଆଉ ବ୍ୟକ୍ତି ଜଣଙ୍କ ଟ୍ରାକ ମଧ୍ୟରେ ଥିଲେ ବୋଲି ମଧ୍ୟ କୁହାଯାଉଛି | ଆଉ ସେତିକି ସମୟରେ ଲୋକ ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି କୁ କାମ ରେ ଲଗାଇବାକୁ ଲାଗିଥିଲେ | ଆଉ ଯାହା ଫଳରେ ଲୋକ ଜଣଙ୍କ ଟ୍ରେନ ଚାଲିବାକୁ ଆରମ୍ଭ କରିବା ସମୟରେ ଟ୍ରେନ ତଳେ ଟ୍ରାକ ରେ ଶୋଇ ଯାଇଥିଲେ |

ଆଉ ଏଠିକି ସମୟରେ ଟ୍ରେନ ଟି ବ୍ୟକ୍ତି ଙ୍କର ଉପର ଦେଇକି ଯିବାକୁ ଲାଗିଥିଲା | ଆଉ ଯେଉଁଥିପାଇଁ ଲୋକ ଜଣଙ୍କର ଅଳ୍ପକେ ଜୀବନ ବର୍ତ୍ତୀ ଯାଇଥିଲା ବୋଲି କୁହାଯାଉଛି | ଆଉ ଏଭଳି କିଛି ଘଟୁଥିବା ସମୟରେ ଲୋକ ଜଣଙ୍କ ର ଭିଡିଓ କୁ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରେଇବାରେ ଲାଗିଛନ୍ତି ଉପସ୍ଥିତ ଲୋକ ମାନେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment