ଦେଖନ୍ତୁ ଭିଡ଼ିଓ ! ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ. ଦେଖିଲେ ଆପଣ ଙ୍କ ପାଦଦଳୁ ମାଟି ଖସିଯିବ ……

0

ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ୟାହାକୁ ଶୁଣିଲେ ଆପଣ ମାନେ ବହୁତ ଖୁସି ହୋଇଯବେ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟ ହେଉଛି ସୋସିଆଲ ମିଡିଆର ସମୟ ଏବେକା ସମୟରେ ଆପଣ ମାନେ ସୋସିଆଲ ମିଡିଆରୁ ଅନେକ କଥା ଶୁଣିବାକୁ ପାଉଛନ୍ତି । ଯେ କୌଣସି ସ୍ଥାନରେ କିଛି ଘଟିଲେ ତୁରନ୍ତ ଆପଣ ମାନେ ତାହାକୁ ଲାଇଭ ମଧ୍ୟ ଦେଖି ପାରୁଛନ୍ତି ।

ତେବେ ଏହି ଯୁଗରେ ଆମର ମନୁଷ୍ୟ ସମାଜ କେତେ ପ୍ରଗତି କଲାଣି , ବିଜ୍ଞାନ ମଧ୍ୟ ବହୁତ ବାଟ ଅଗ୍ରସର ହୋଇଗଲାଣି । ଏବେକା ସମୟ ଇଣ୍ଟରନେଟର ସମୟ ହେବାରୁ ଆମେ ପ୍ରତ୍ୟେକ ମୂହୂର୍ତ୍ତରେ ନୂଆ ନୂଆ ଘଟମା ସଂପର୍କରେ ଜାଣିବାକୁ ପାଉ ।

ସୋସିଆଲ ମିଡିଆରେ କେତେବେଳେ ଭଲ ଖବର ଆସିଥାଏ ତ ପୁଣି କେତେବେଳେ ଖରାପ ଖବର ମଧ୍ୟ ପ୍ରସାର ହୋଇଥାଏ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ସଂପର୍କରେ କହିବୁ ତାହା ପୂରା ଅଲଗା ଅଟେ । ଅର୍ଥାତ ଆଜି ଆମେ ଆପଣ ମାନଙ୍କୁ ଏକ ଅଙ୍ଗନବାଡି ଦିଦିଙ୍କର ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆସ୍ଚର୍ଯ୍ୟ ହୋଇଯିବେ ।


ଆପଣ ମାନେ ତ ଜାଣିଛନ୍ତି କି ଛୋଟ ଛୋଟ କୁନି ପିଲା ମାନେ 3 ବର୍ଷର ହେବା ମାତ୍ରେ ସେମାନେ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରନ୍ତି । ତେବେ କୁନି ପିଲା ମାନଙ୍କୁ ପାଠ ପଢେଇବା ବହୁତ କଷ୍ଟ ହୋଇଥାଏ କାରଣ ସେମାନଙ୍କୁ ବହୁତ ସ୍ନେହରେ , ଗୀତ , ନାଚ , ମିଠା ମିଠା କଥା କହି ପାଠ ପଢିଲେ ସେମାନେ ତାହାକୁ ବହୁତ ଭଲ ଭାବରେ ମନେ ରଖିପାରିବେ । ତେବେ ସେହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ।

ଯେଉଁଠାରେ ଦେଖିବାକୁ ମିଳିଛି କି ଜଣେ ଅଙ୍ଗନବାଡି ଦିଦି ବହୁତ କୌତୁହଳ ସହ ପିଲା ମାନଙ୍କୁ ପାଠ ପଢାଉଛନ୍ତି ଏବଂ ପିଲା ମାନେ ମଧ୍ୟ ତାହାକୁ ବହୁତ ସୁନ୍ଦର ଭାବେ କହୁଛନ୍ତି , ମନେ ରଖୁଛନ୍ତି ।

ସେହି ଅଙ୍ଗନବାଡି ଦିଦି ଜଣଙ୍କ ଗୀତ , ନାଚ କରି ପିଲା ମାନଙ୍କୁ ପାଠ ପଢାଉଛନ୍ତି ଏବଂ ସେହି ପାଠରେ ପିଲା ମାନେ ମଜ୍ଜି ଯାଇଛନ୍ତି । ତେବେ ଏପରି କ୍ଷେତ୍ରରେ ସେମାନେ ତାହାକୁ ବହୁତ ଭଲ ଭାବରେ ମନେ ମଧ୍ୟ ରଖିପାରିବେ । ଦିିଦି ଜଣକ ବିବିନ୍ନ ଗୀତକୁ ନୃତ୍ୟରେ ପରିବେଶ କରୁଛନ୍ତି ଏବଂ ପିଲାମାନେ ମଧ୍ୟ ସେହିପରି କରୁଛନ୍ତି । ବିଭିନ୍ନ ଗପ କହି , କବିତା କହି ସେ ପିଲା ମାନଙ୍କୁ ପାଠ ପଢାଉଛନ୍ତି ।

ତାଙ୍କର ଏହି ପାଠ ପଢିବା ଶୈଳୀ ଦ୍ୱାରା ପିଲାମାନେ ବହୁତ ଅଗ୍ରର ହେଉଛନ୍ତି ଏବଂ ଏହା ସେମାନଙ୍କର ବହୁତ ମନେ ରଖିବାରେ ସାହାର୍ଯ୍ୟ ମଧ୍ୟ କରୁଛି । ଏପରକି ସେମାନେ ପାଠ ପଢିବାକୁ ଆସିବା ପାଇଁ ମଧ୍ୟ ଆଗ୍ରହୀ ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।