ଦେଖନ୍ତୁ ଭିଡ଼ିଓ ! ପୁଣି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଲା ଭଦ୍ରକର ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ. ଦେଖିଲେ ଆପଣ ଙ୍କ ପାଦଦଳୁ ମାଟି ଖସିଯିବ ……
ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ୟାହାକୁ ଶୁଣିଲେ ଆପଣ ମାନେ ବହୁତ ଖୁସି ହୋଇଯବେ । ଆପଣ ମାନେ ତ ଜାଣିଛନ୍ତି କି ଏବେକା ସମୟ ହେଉଛି ସୋସିଆଲ ମିଡିଆର ସମୟ ଏବେକା ସମୟରେ ଆପଣ ମାନେ ସୋସିଆଲ ମିଡିଆରୁ ଅନେକ କଥା ଶୁଣିବାକୁ ପାଉଛନ୍ତି । ଯେ କୌଣସି ସ୍ଥାନରେ କିଛି ଘଟିଲେ ତୁରନ୍ତ ଆପଣ ମାନେ ତାହାକୁ ଲାଇଭ ମଧ୍ୟ ଦେଖି ପାରୁଛନ୍ତି ।
ତେବେ ଏହି ଯୁଗରେ ଆମର ମନୁଷ୍ୟ ସମାଜ କେତେ ପ୍ରଗତି କଲାଣି , ବିଜ୍ଞାନ ମଧ୍ୟ ବହୁତ ବାଟ ଅଗ୍ରସର ହୋଇଗଲାଣି । ଏବେକା ସମୟ ଇଣ୍ଟରନେଟର ସମୟ ହେବାରୁ ଆମେ ପ୍ରତ୍ୟେକ ମୂହୂର୍ତ୍ତରେ ନୂଆ ନୂଆ ଘଟମା ସଂପର୍କରେ ଜାଣିବାକୁ ପାଉ ।
ସୋସିଆଲ ମିଡିଆରେ କେତେବେଳେ ଭଲ ଖବର ଆସିଥାଏ ତ ପୁଣି କେତେବେଳେ ଖରାପ ଖବର ମଧ୍ୟ ପ୍ରସାର ହୋଇଥାଏ । ମାତ୍ର ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ସଂପର୍କରେ କହିବୁ ତାହା ପୂରା ଅଲଗା ଅଟେ । ଅର୍ଥାତ ଆଜି ଆମେ ଆପଣ ମାନଙ୍କୁ ଏକ ଅଙ୍ଗନବାଡି ଦିଦିଙ୍କର ଏପରି ଏକ କଥା ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ମାନେ ଆସ୍ଚର୍ଯ୍ୟ ହୋଇଯିବେ ।
ଆପଣ ମାନେ ତ ଜାଣିଛନ୍ତି କି ଛୋଟ ଛୋଟ କୁନି ପିଲା ମାନେ 3 ବର୍ଷର ହେବା ମାତ୍ରେ ସେମାନେ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରନ୍ତି । ତେବେ କୁନି ପିଲା ମାନଙ୍କୁ ପାଠ ପଢେଇବା ବହୁତ କଷ୍ଟ ହୋଇଥାଏ କାରଣ ସେମାନଙ୍କୁ ବହୁତ ସ୍ନେହରେ , ଗୀତ , ନାଚ , ମିଠା ମିଠା କଥା କହି ପାଠ ପଢିଲେ ସେମାନେ ତାହାକୁ ବହୁତ ଭଲ ଭାବରେ ମନେ ରଖିପାରିବେ । ତେବେ ସେହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ ।
ଯେଉଁଠାରେ ଦେଖିବାକୁ ମିଳିଛି କି ଜଣେ ଅଙ୍ଗନବାଡି ଦିଦି ବହୁତ କୌତୁହଳ ସହ ପିଲା ମାନଙ୍କୁ ପାଠ ପଢାଉଛନ୍ତି ଏବଂ ପିଲା ମାନେ ମଧ୍ୟ ତାହାକୁ ବହୁତ ସୁନ୍ଦର ଭାବେ କହୁଛନ୍ତି , ମନେ ରଖୁଛନ୍ତି ।
ସେହି ଅଙ୍ଗନବାଡି ଦିଦି ଜଣଙ୍କ ଗୀତ , ନାଚ କରି ପିଲା ମାନଙ୍କୁ ପାଠ ପଢାଉଛନ୍ତି ଏବଂ ସେହି ପାଠରେ ପିଲା ମାନେ ମଜ୍ଜି ଯାଇଛନ୍ତି । ତେବେ ଏପରି କ୍ଷେତ୍ରରେ ସେମାନେ ତାହାକୁ ବହୁତ ଭଲ ଭାବରେ ମନେ ମଧ୍ୟ ରଖିପାରିବେ । ଦିିଦି ଜଣକ ବିବିନ୍ନ ଗୀତକୁ ନୃତ୍ୟରେ ପରିବେଶ କରୁଛନ୍ତି ଏବଂ ପିଲାମାନେ ମଧ୍ୟ ସେହିପରି କରୁଛନ୍ତି । ବିଭିନ୍ନ ଗପ କହି , କବିତା କହି ସେ ପିଲା ମାନଙ୍କୁ ପାଠ ପଢାଉଛନ୍ତି ।
ତାଙ୍କର ଏହି ପାଠ ପଢିବା ଶୈଳୀ ଦ୍ୱାରା ପିଲାମାନେ ବହୁତ ଅଗ୍ରର ହେଉଛନ୍ତି ଏବଂ ଏହା ସେମାନଙ୍କର ବହୁତ ମନେ ରଖିବାରେ ସାହାର୍ଯ୍ୟ ମଧ୍ୟ କରୁଛି । ଏପରକି ସେମାନେ ପାଠ ପଢିବାକୁ ଆସିବା ପାଇଁ ମଧ୍ୟ ଆଗ୍ରହୀ ହେଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।