ବନ୍ଧୁଗଣ ମୁଁ ଆଜି ଆପଣକୁ କିଛି କଷ୍ଟଥିବା ଜିକେ ପ୍ରଶ୍ନ ବିଷୟରେ ଆଲୋଚନା କରିବି, ଯାହାକି ଆମେ ନିଶ୍ଚିତ ଜାଣିବା ଉଚିତ |ଏହିଗୁଡିକ ମନେରଖିଲେ ଆମ ଜୀବନରେ ପ୍ରତ୍ୟେକ କ୍ଷେତ୍ରରେ କାମରେ ଆସିବ, ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ –
1:-ଭାରତରେ କଉଁ ସହରରେ ସ୍ବର୍ଣ୍ଣ ମନ୍ଦିର ରହିଛି ?
ଉତ୍ତର -ପଞ୍ଜାବ |
2:-ନରେନ୍ଦ୍ର ମୋଦି କେବେ ନୋଟ ବନ୍ଦୀ ଘୋଷଣା କରିଥିଲେ ?
ଉତ୍ତର – 8 ନଭେମ୍ବର 2016 |
3:-ଭାରତର ରାଷ୍ଟ୍ରପତି ନିଜର ଇସ୍ତପା ପତ୍ର କାହାକୁ ଦିଅନ୍ତି ?
ଉତ୍ତର -ଉପ ରାଷ୍ଟ୍ରପତି |
4:-କେଉଁଯିବ ସବୁବେଳେ nija🥳ଗୋଟିଏ ଆଖି ଖୋଲା କରି ସୋଇଥାଏ?
ଉତ୍ତର -ଡ଼ଲଫିନ |
5:-ଭାରତରେ କଉଁ ରାଜ୍ୟର ପ୍ରଥମ ଥର ପାଇଁ ମେଟ୍ରୋ ଟ୍ରେନ ଚାଲିଥାଏ ?
ଉତ୍ତର :-ପଶ୍ଚିମ ବଙ୍ଗଳା |
6:-‘ଜନ ଗଣ ମନ ‘କେଉଁ ମସିହାରେ ଭାରତର ଜାତୀୟ ସଙ୍ଗୀତ ରୂପରେ ସ୍ୱୀକୃତି ପ୍ରାପ୍ତ କରିଥିଲେ ?
ଉତ୍ତର -1950 ମସିହା
7:-ISRO ର ମୁଖ୍ୟାଳୟ କେଉଁ ସହରରେ ଅବସ୍ଥିତ ?
ଉତ୍ତର -ବାଙ୍ଗାଲୋର
8:-ସ୍ବର୍ଣ୍ଣ ମନ୍ଦିର କେଉଁ ଧର୍ମ ସହ ଜଡିତ ?
ଉତ୍ତର -ଶିଖ ଧର୍ମ
9:-ଭାରତର କଉଁ ଟ୍ରେନ ସବୁଠୁ ଅଧିକ ଦୂର ସ୍ଥାନକୁ ଯାତ୍ରା କରିଥାଏ ?
ଉତ୍ତର -ବିବେକ ଏକ୍ସପ୍ରେସ
10:-କେଉଁ ସହରକୁ ପିତଳ ନଗର ବୋଲି କୁହାଯାଏ ?
ଉତ୍ତର -ମୁରଦାବାଦ
11:-ଶୂନ ଅର୍ଥାତ ଜିରୋ ର ଉଦ୍ଭାବନ କିଏ କରିଥିଲେ |
ଉତ୍ତର :-ଆର୍ଯ୍ୟଭଟ
12:-କେଉଁ ଜୀବ କ୍ଷୀର ଓ ଅଣ୍ଡା ଉଭୟ ଦେଇଥାଏ ?
ଉତ୍ତର -ପ୍ଲାଟିପସ
13:-ମୁଁ ଜଣେ ମଣିଷକୁ ଦୁଇଜଣ କରିଥାଏ ମୁଁ କିଏ ?
ଉତ୍ତର -ଆଇନା
14:-GPS ର ଫୁଲ ଫୋର୍ମ କଣ?
ଉତ୍ତର -ଗ୍ଲୋବାଲ ପୋଜେସନିଙ୍ଗ ସିଷ୍ଟମ
15:-ନେପାଳ ରେ କେତୋଟି ଜିଲ୍ଲା ରହିଛି ?
ଉତ୍ତର -78ଟି
16:-କଉଁ ଯିବାର ମସ୍ତକ କାଟିଦେବା pRe🥳ମଧ୍ୟ ସେ ଗୋଟିଏ ସପ୍ତାହ ପ୍ରଯ୍ୟନ୍ତ ବଞ୍ଚିରହେ ?ଉତ୍ତର -ଅସରପା
17:-ଜଣେ ମା ପାଇଁ ତାହା କଉଁ କାମ ହୋଇଥାଏ ଯେ ତାହା ପୁଅ କଲେ ଖରାପ ଓ ଜ୍ୱାଇଁ କଲେ ବହୁତ ଭଲ ହୋଇଥାଏ ? ଉତ୍ତର -ସ୍ତ୍ରୀର ଗୋଲାମୀ
18:-ଭାରତର କେଉଁ ରାଜ୍ୟରେ ଗୋଟିଏ ବୋଲି ଜିଲ୍ଲା ନାହିଁ?
ଉତ୍ତର -ଲକ୍ଷ୍ୟଦ୍ବୀପ
19:-କେଉଁ ରାଜ୍ୟରେ ମାନେ ବାଦଲର ଘର ଅଟେ ?
ଉତ୍ତର -ମେଘାଳୟ
20:-ଘା ଭରିବାରେ କଉଁ ଭିଟାମିନ ସହାୟକ ହୋଇଥାଏ ?
ଉତ୍ତର -ଭିଟାମିନ ସି
21:-ଭାରତୀୟ ନୋଟରେ କେତୋଟି ଭାଷା ଅଛି?
ଉତ୍ତର – 17ଟି
22:-ଏମିତି କଉଁ ଜିନିଷ ଅଛି ଯାହାକୁ ଆମେ କାଟିଥାଉ, ପେଶୀଥାଉ ଓ ବାଣ୍ଟିମଧ୍ୟ୍ୟ ଥାଉ ହେଲେ ଖାଇନଥାଉ ?
ଉତ୍ତର -ତାସ ପାଲି
23:-କେଉଁ ଶବ୍ଦ କୁଆଁରୀ ଝିଅମାନେ କହିପାରିବେ ନାହିଁ ?
ଉତ୍ତର -ଶାଶୁ ମା
24:-ବିଶ୍ୱର ସବୁଠାରୁ ଅଧିକ ମୋବାଇଲ କେଉଁ ଦେଶରେ ତିଆରି ହୋଇଥାଏ ?
ଉତ୍ତର -ଚୀନ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।