ମହା ଖୁଲାସା ! ଏବେ ପଦାକୁ ଆସିବ ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁଙ୍କ କଳା କାରନାମାର ସତ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଘଟଣା ଚହଳ ଖେଳାଇବାରେ ଲାଗିଛି ତାହା ହେଉଛି ଅର୍ଚନା ଓ ଜଗବନ୍ଧୁ ଙ୍କ ଘଟଣା |ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଦୀର୍ଘ 15 ଦିନ ଧରିକି ବାହାରେ ବୁଲିବା ପରେ ବର୍ତ୍ତମାନ ଜଗବନ୍ଧୁ ଙ୍କୁ ଗିରଫ କରିଛି ପୋଲିସ |ଆଉ ଯାହା ଜଣା ପଡିଛି ଜଗବନ୍ଧୁ ଙ୍କୁ ପୋଲିସ ଗିରଫ କରିକି ନେଇଯିବା ପରେ ସମ୍ପୂର୍ଣ୍ଣ ଘଟଣା ତ ତଦନ୍ତ କରିବା ପାଇଁ ସମସ୍ତ କାର୍ଯ୍ୟ ଚଳାଇଛି ପୋଲିସ | ଆଉ କିଏ କିଏ ଏହି ଭଳି ବ୍ଲାକମେଲିଙ୍ଗ ପଛରେ ରହିଛି ତାହାର ସତ୍ୟା ସତ୍ୟ ମଧ୍ୟ ସାମ୍ନା କୁ ଆସିବ ବୋଲି କହିଛି ପୋଲିସ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଅର୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ରହୁଥିବା ଆଲିସନ ଘରୁ ବର୍ତ୍ତମାନ ପୋଲିସ ଜଗବନ୍ଧୁ ଙ୍କୁ ଧରି ନେଇଯାଇଛି | ତେବେ ଯାହା ସୂଚନା ମିଳିଛି କି 7 ତାରିଖରେ ଅର୍ଚନା ଙ୍କୁ ଗିରଫ କରିଥିଲା ପୋଲିସ ଓ ତାଙ୍କୁ ଥାନା କୁ ମଧ୍ୟ ପଠାଇଥିଲା | କିନ୍ତୁ ଅର୍ଚନା ଙ୍କୁ ଗିରଫ କରିବା ପରେ 15 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଜଗବନ୍ଧୁ ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ଣ ଥିଲା ବୋଲି ମଧ୍ୟ କୁହାଯାଇଛି | ଏହା ପରେ ଆଜି ସତ୍ୟବିହାର ସ୍ଥିତ ବାସ ଭବନ ରୁ ଜଗବନ୍ଧୁ ଙ୍କୁ ଗିରଫ କରିକି ପୋଲିସ ନେଇ ଯାଇଛି |

ତେବେ ଏହି ଗିରଫ କୁ ନେଇକି ଜଗବନ୍ଧୁ ଙ୍କ ଓକିଲ କହିଥିଲେ କି ଯେହେତୁ ଜଗବନ୍ଧୁ ଙ୍କର ଦେହ ଭଲ ନାହିଁ, ଆଉ ତାଙ୍କର ଟ୍ରେଡ଼ ଅପରେସନ ହୋଇଛି ସେଥିପାଇଁ ତାଙ୍କୁ ଏମିତି ଗିରଫ କରିବା ଉଚିତ ନ ଥିଲା | ତେବେ ଅନ୍ୟ ପଟରେ କୁହାଯାଉଛି କି ଏତେ ସବୁ ହେଲା ପରେ କଣ ପାଇଁ ଜଗବନ୍ଧୁ ଙ୍କୁ 15 ଦିନ ହେବ ଗିରଫ ନ କରିକି ବାହାରେ ରଖାଯାଇଥିଲା | ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ଚାଲାକି କରାଯାଇନାହିଁ ତ ଏମିତି କିଛି ପ୍ରଶ୍ନ ମଧ୍ୟ ସମସ୍ତ ଙ୍କ ମନରେ ଉଙ୍କି ମାରୁଛି |

ତାହା ବ୍ୟତୀତ ଜଗବନ୍ଧୁ ଙ୍କର ସହ କର୍ମୀ ଖଗେସ୍ୱର କୁ ମଧ୍ୟ ପୋଲିସ ଏତେ ଦିନ ଯାଏ ଆରେଷ୍ଟ କରି ନାହିଁ ବୋଲି ପ୍ରଶ୍ନ ଉଠିଛି | ତେବେ ଆଲିସନ ଘର ଭିତରେ ରହୁଥିବା ଜଗବନ୍ଧୁ ବର୍ତ୍ତମାନ ଛାରପୋଡ଼ା ଜେଲ ରେ ଚକି ପେଶୁଛନ୍ତି | ଆଉ ସମସ୍ତ ଙ୍କର ଆଶା ରହିଛି କି କେବେ ଜଗବନ୍ଧୁ ତାଙ୍କର ମୁହଁ ଖଲିବେ ଓ ଅର୍ଚନା ଓ ଜଗବନ୍ଧୁ ଙ୍କ ସହିତ ଆଉ କିଏ ଏହି କାମ ରେ ସମ୍ପୃକ୍ତ ଅଛି ତାହା ଜଣା ପଡିବ | ଆଉ ବର୍ତ୍ତମାନ ଏହି ଘଟଣା ତୋ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment