“କଭର କୁ ଦେଖି ବୁକକୁ ଜଜ୍ କରନି ..ସର୍ଟ ଡ୍ରେସ ପିନ୍ଧୁଚି ବୋଲି ମୁଁ ଖରାପ ଝିଅ ସେମିତି ନୁହେଁ “ସ୍ଵାତି ,ସୁପର ମଡେଲ – ଏ ନେଇ କଣ କହୁଛନ୍ତି.. ଦେଖନ୍ତୁ Video

ହଁ ବନ୍ଧୁଗଣ ଆପଣ ମାନେ ତ ବେଶ ଭଲ ଭାବରେ ଜାଣିଥିଲେ କି ଏକ ଓଡିଶା ହେଉଛି ଏମିତି ଗୋଟିଏ ରାଜ୍ୟ ଯେଉଁଠାରେ ଲୁଚି ରହିଛି ସବୁ ପ୍ରକାରର ପ୍ରତିଭା | ଓଡିଶା ର ଲୋକ ମାନେ କେଉଁ କାର୍ଯ୍ୟ ରେ ପଛୁଆ ନୁହନ୍ତି |ଆଉ ସେହି ଭଳି ଓଡିଶା ର ଜଣେ ମଡେଲର ହେଉଛନ୍ତି ସ୍ଵାତି ଦାସ | ଆଉ ଯିଏ କି ନିଜର ଇଚ୍ଛା କୁ ପୁରଣ କରିବା ପାଇଁ ଓ ଆମ ଓଡିଶା ର ନାଁ କୁ ଆଗକୁ ନେବା ପାଇଁ ମଡେଲର ହେବାର ସ୍ବପ୍ନ ଦେଖୁଥିଲେ |ତେବେ ପାଠ ପଢା ସାଙ୍ଗକୁ ସ୍ଵାତି ମଡେଲିଂ ରେ ମଧ୍ୟ ନିଜର ଚେଷ୍ଟା ଚଳାଇ ଥିଲେ | ଆଉ ଶେଷରେ ଓଡ଼ିଶାର ଜଣେ ସୁପର ମଡେଲର ଭାବରେ ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ | ତାହେଲେ ଆସନ୍ତୁ ତାଙ୍କ ବିଷୟରେ ଅଧିକ କିଛି ଜାଣିବା |

ତେବେ ସ୍ଵାତି ଙ୍କ କହିବା କଥା କି ସେ ଯେତେବେଳେ 16 ବର୍ଷ ର ହୋଇଥିଲେ ସେତେବେଳେ ସେ ମଡେଲିଂ ରେ ଭାଗ ନେଇଥିଲେ | ତେବେ ସେ ପ୍ରଥମେ ଯେତେବେଳେ ଏହି ମଡେଲିଂ ଲାଇନ କୁ ଯିବା ପାଇଁ ଇଚ୍ଛା କରିଥିଲେ ସେତେବେଳେ ତାଙ୍କୁ ତାଙ୍କର ଘର ଲୋକ ପ୍ରଥମେ ସପୋର୍ଟ କରି ନ ଥିଲେ ବୋଲି କହିଥିଲେ ସ୍ଵାତି |ତେବେ ପରେ ତାଙ୍କର ମୁମ୍ବାଇ ର ଜଣେ ସାଙ୍ଗ ତାଙ୍କର ବାପା ଓ ମା ଙ୍କୁ ବୁଝାଇବା ପରେ ସେ ଏହି ଲାଇନ କୁ ଯାଇଥିଲେ ବୋଲି କହିଥିଲେ | ତେବେ ସେ ପ୍ରଥମେ ଓଡ଼ିଆ ଜାଣି ନ ଥିଲେ ଛୋଟ ବେଳେ ଯେହେତୁ ସେ ହିନ୍ଦୀ ରେ ପାଠ ପଢ଼ିଥିଲେ |

ତେଣୁ ସେ ପରେ ଓଡ଼ିଆ ଶିଖିଥିଲେ ଓ ମଲେଡର ହେବାର ଇଚ୍ଛା ପୁରଣ କରିବା ପାଇଁ ପ୍ରଥମେ ରାଉଲକେଲା ରେ କମ୍ପିଟିସନ ରେ ଭାଗ ନେଇଥିଲେ ଓ ସେଠାରେ ଉଇନର ମଧ୍ୟ ହୋଇଥିଲେ | ଆଉ ଯାହା ତାଙ୍କର ପିଲା ଦିନରୁ ଇଚ୍ଛା ଥିଲା କି ଲୋକ ମାନେ ଆସିବେ ଓ ତାଙ୍କୁ ମେମ ବୋଲି କହି ସେଲ୍ଫି ନେବେ ବୋଲି କହିବେ | ସେହି ସ୍ବପ୍ନ ମଧ୍ୟ ତାଙ୍କର ପୂରଣ ହୋଇଥିଲା ବୋଲି କହିଥିଲେ |ତେବେ ତାହା ବ୍ୟତୀତ ରାଉଲକେଲା ରେ ଉଇନର ହେବା ପରେ ତାଙ୍କୁ ଆଗକୁ ଯିବାରେ ସାହାଯ୍ୟ କରିଥିଲେ ହୃଷିକେଶ ସାର ବୋଲି ମଧ୍ୟ କହିଥିଲେ |

ତେବେ ପରେ ସେ ଗୁଜୁରାଟ କୁ ମଧ୍ୟ ଯାଇଥିଲେ, ଆଉ ଯେଉଁଠାକୁ ଇଣ୍ଡିଆ ରୁ ବହୁତ ଟେଲେଣ୍ଟେଟ ଝିଅ ମାନେ ଆସିଥିଲେ, ଆଉ ସେଠାରେ ମଧ୍ୟ ସ୍ଵାତି ତାଙ୍କର ଟେଲେଣ୍ଟ ମାଧ୍ୟମରେ ଇଉନର ହୋଇଥିଲେ | ତେବେ ଏହିଭଳି ଭାବରେ ତାଙ୍କର ଜୀବନରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ଉଠିଥିଲେ ଓ ଶେଷରେ ସେ ସୁପର ଉଇନର ଭାବରେ ପରିଚୟ ପାଇଥିଲେ |ବର୍ତ୍ତମାନ ସେ ଡିପ୍ଲୋମା ପରେ ବିଟେକ କରୁଛନ୍ତି ବୋଲି କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment