ମୋ ଲାଇଫକୁ ମୁଁ ମୋ ସ୍ୱାମୀଙ୍କ ନାଁରେ ଡେଡିକେଟ କରିଛି ,କେବଳ ତାଙ୍କ ପାଇଁ ବଞ୍ଚିଛି ଆଉ ବଞ୍ଚିବି… ଏ ନେଇ ଆଉ କଣ କହିଲେ ବିଦ୍ୟାଶ୍ରୀ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯେଉଁ ଭିଡ଼ିଓ ରେ ଦେଖା ଯାଇଛି ସ୍ୱର୍ଗତ ମାନବ ପ୍ରେମୀ ବା ସମାଜ ସେବୀ ଆଦିତ୍ୟ ଦାସ ଙ୍କ ସ୍ତ୍ରୀ ତାଙ୍କର ମୋତ ରଖିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି | ତେବେ ଆଜି କାଲି ସମାଜରେ ଜଣେ ବିଧବା କୁ ଓ ଜଣେ ସଧବା କୁ କେମିତି ନଜର ରେ ଦେଖା ଯାଏ ଓ ସେମାନଙ୍କ ପ୍ରତି କିପରି ସନ୍ନମାନ ରହିବା ଆବଶ୍ୟକ ସେ ବିଷୟରେ ବିଦ୍ୟାଶ୍ରୀ ଓ ତାଙ୍କ ଶାଶୂ ଙ୍କ ସହିତ ଆଶ୍ରମର କିଛି ସଦସ୍ୟ ମାନେ ମଧ୍ୟ ତାଙ୍କର ମୋତ ରଖିଛନ୍ତି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା କଣ ରହିଛି ଏମାନଙ୍କ ମୋତ |

ଦର୍ଶକ ବନ୍ଧୁ ଆପଣମାନେ ତୋ ସମସ୍ତେ ମାନବପ୍ରେମୀ ଆଦିତ୍ୟ ଦାସ ଙ୍କ ବିଷୟରେ ଜାଣିଥିବେ | ତେବେ ତାଙ୍କର ମୃତ୍ୟୁ ପରେ କିପରି ତାଙ୍କ ମା ” ତାଙ୍କ ସ୍ତ୍ରୀ ଦିନ କାଟି ଛନ୍ତି ସେ ବିଷୟରେ ମଧ୍ୟ ସେମାନେ କହିଥିଲେ | ବିଶେଷ କରି ଆଦିତ୍ୟ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଙ୍କୁ ଲୋକଙ୍କୁ ଠୁ ବିଭିନ୍ନ କଥା ଶୁଣିବାକୁ ମିଳିଛି | କାରଣ ଆଦିତ୍ୟ ଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଯେତେବେଳେ ନିଜକୁ ସଜେଇ ହେଉଥିଲେ ସେତେବେଳେ ବିଭିନ୍ନ ଲୋକ ବିଭିନ୍ନ କଥା କହିଥିଲେ | ସେଥିପାଇଁ ସେ କହିଛନ୍ତି ମୋ ଜୀବନ କେବଳ ମୋ ସ୍ୱାମୀ ର | ସେ ଆଜି ଦୁନିଆରେ ନାହାନ୍ତି ସତ ହେଲେ ସେ ସବୁଦିନ ପାଇଁ ମୋ ହୃଦୟ ଅଛନ୍ତି | ତେଣୁ ଏଥି ପାଇଁ ମୁଁ ମୋ ନିଜକୁ ସଜେଇ ରଖିଛି |

ତେବେ ଏହା ସହିତ ସେ ସମାଜରେ ତାଙ୍କ ପରି ବିଧବା ମାନଙ୍କୁ ଏହା କହିଛନ୍ତି ଯେ | ଆମେ ଧଳା ଶାଡୀ ପିନ୍ଧିଲେ ସମାଜ ଆମକୁ ସେହି ନଜର ଦେଖିବ ଯେଉଁ ନଜର ଏବେ ଦେଖୁଛନ୍ତି | ତେଣୁ କେହି ମଥା ରେ ସୁନ୍ଦର ପିନ୍ଧିଲେ ବା ଧଳା ଶାଡୀ ପିନ୍ଧିଲେ କେହି ସତୀ ହେଇଯିବେନି |ତେଣୁ ନିଜକୁ ପରିବର୍ତ୍ତନ କରନ୍ତୁ କିଏ କଣ କହୁଛି ସେ କଥା କୁ ଧ୍ୟାନ ଦିୟନ୍ତୁ ନାହିଁ | ମୋ ସ୍ୱାମୀ ସମାଜ ସେବାରେ ନିୟଜିତ ଥିଲେ ଓ ମୁଁ ବି ସମାଜ ପାଇଁ ଓ ତୋମମାନଙ୍କ ପାଇଁ ଆଗକୁ ଯିବି |

ତେବେ ସମସ୍ତ କଥା ପରେ ଆଦିତ୍ୟ ଦାସ ଙ୍କ ମା ସବିତା ମିଶ୍ର ଙ୍କର ଆଶ୍ରମ ପ୍ରତି ଥିବା ସମସ୍ତ ଅବଦାନ ବିଷୟରେ କହିବା ସହିତ ପୁଅଙ୍କୁ ମନେ ପକାଇ କାନ୍ଦିବାକୁ ଲାଗିଥିଲେ ଓ ଜଗତର ନାଥ ଜଗନ୍ନାଥ ଙ୍କୁ କହିଥିଲେ ମୋ ଠାରୁ ମୋ ପୁଅ କୁ ସିନା ଛଡେଇ ନେଲୁ ହେଲେ ମୋତେ ମୋ ପୁଅ ପରି 10 15 ଜଣ ପୁଅ କୁ ଦେଇଛୁ ବୋଲି କହିଛନ୍ତି | ଆଉ ଏହିଭଳି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment