ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଝିଅ ଆଶୁକ୍ତା ଙ୍କ ବିଷୟରେ | ଆଉ ଯେଉଁଠି ଝିଅ ଜଣଙ୍କର ଗରିବ ଲୋକ ପ୍ରତି ଥିବା ଭଲ ପାଇବା ଓ ସେମାନଙ୍କ ଦୁଃଖ କୁ ନିଜ ଦୁଃଖ ଭଳି ଭାବି ସାହାଯ୍ୟ କରିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି |ଆଉ ତାହା ସହିତ ଦହିବରା ସହିତ ଚୋଟପଟା ପାମ୍ପଡ଼ୀ ଚାଟ ସହିତ ବିଭିନ୍ନ ପ୍ରକାରର ଖାଇବା କୁ ବିକ୍ରି କରି ଲୋକ ମାନଙ୍କର ଆବଶ୍ୟକତା ପୂରଣ କରୁଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |
ତେବେ ଯାହା କୁହାଯାଉଛି କି ଝିଅ ଆଶୁକ୍ତା ଙ୍କର ଜେଜେ ହେଉଛନ୍ତି IAS ଅଫିସର ଙ୍କ ନାତୁଣୀ, ଆଉ ତାଙ୍କର ବାପା ହେଉଛନ୍ତି ଜଣେ ପ୍ରଫେସର ଓ ମା ହେଉଛନ୍ତି ପବ୍ଲିକ ସ୍କୁଲ ରେ ଶିକ୍ଷିକା ଭାବରେ ଅଛନ୍ତି | ତେବେ ଝିଇ ଆଶୁକ୍ତା ମଧ୍ୟ ଇଫକୋ ରେ ଚାକିରୀ କରୁଛନ୍ତି |ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଜଣେ ଧନି ଘରର ଝିଅ ହୋଇ ମଧ୍ୟ ଆଉ ଏତେ ସମ୍ପତ୍ତି ଥାଇ କି ମଧ୍ୟ କଣ ପାଇଁ ଝିଅ ଜଣକ ଏହି ଭଳି ଭୁବନେଶ୍ୱର ରେ ଷ୍ଟୋଲ ପକାଇ ଖାଇବା ଜିନିଷ ଗୁଡିକୁ ବିକ୍ରି କରୁଛନ୍ତି ବୋଲି ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା |
ଆଉ ଏଠାରେ ଦେଖିବାକୁ ମିଳିଥିଲା କି ଝିଅ ଜଣଙ୍କ ଦହିବରା, ପାମ୍ପଡ଼ୀ ଚାଟ ସହିତ ବରା ଓ ପିଠା ମଧ୍ୟ ବିକ୍ରି କରୁଛନ୍ତି | ତେବେ ଏସବୁ ବିକ୍ରି କରିବା ପଛରେ ତାଙ୍କର କାରଣ ଗୁଡିକ ମଧ୍ୟ ରହିଛି |ଆଉ ଯାହା କୁହାଯାଉଛି କି ଝିଅ ଜଣଙ୍କ ଏହି ସବୁ କାମ ନିଜର ରୋଜିଗାର ପାଇଁକି କରୁ ନାହାନ୍ତି ଏହି ସବୁ କରୁଛନ୍ତି ଅନାଥ ଓ ସ୍ଥନ୍ୟ କର୍କଟ ରୋଗ ରେ ଆକ୍ରାନ୍ତ ଥିବା ଲୋକ ମାନଙ୍କ ପାଇଁକି | ଆଉ ଯେଉଁ ମାନେ କି ଅର୍ଥ ର ଅଭାବ ଯୋଗୁ ମେଡିକାଲ ସେବାରୁ ବଞ୍ଚିତ ହେଉଛନ୍ତି ସେହି ମାନଙ୍କ ପାଇଁକି |
ତେବେ ଆଉ ଯେଉଁଠି ପିଲା ଦିନରୁ ଝିଇ ଜଣଙ୍କର ଆଗ୍ରହ ରହିଥିଲା ଗରିବ ଓ ଅନାଥ ପିଲା ମାନଙ୍କ ପାଇଁ ସାହାଯ୍ୟ ସହିତ ଅସୁବିଧା ସମୟରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁକି | ଆଉ ଯାହା ଦେଖିବାକୁ ମିଳିଥିଲା କି ଝିଅ ଜଣଙ୍କ ଏହି ଭଳି ଷ୍ଟୋଲ କରିକି ଚାକିରୀ ସମୟକୁ ବାଦ ଦେଇକି ଦୋକାନ ରୁ ଯାହା ରୋଜଗାର ହେଉଛି ତାହା କୁ ଲୋକ ମାନଙ୍କର ସେବା ପାଇଁ ଲଗାଉଛନ୍ତି |ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଝିଅ ଜଣଙ୍କ ବହୁତ ପ୍ରସଂଶା ମଧ୍ୟ ସାଉଟୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।