ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଆଜିକାଲି ଭାଇରାଲ ହେବାରେ ଲାଗିଛି |ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣେ ଫେମସ କଳାକାର ସମସ୍ତଙ୍କର ଅତି ପ୍ରିୟର ଚୁଳ ବୁଲି ନାୟିକା ଝିଲ୍ଲୀକ ଓ ତାଙ୍କର ଶଶୂର ପ୍ରଫୁଲ୍ଲ ଘଡ଼ାଇ ଙ୍କ ବିଷୟରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବହୁ ଝିଲ୍ଲୀକ ଙ୍କର ଏକ ନୂଆ ଫ୍ଲିମ ଟି ଆସିବାକୁ ଯାଉଛି | ଆଉ ଯାହା ଦେଖା ଯାଉଛି କି ବୋହୂ ଙ୍କର ସେହି ଫ୍ଲିମ କୁ ଦେଖିବା ପାଇଁ ଯାଇଛନ୍ତି ଝିଲ୍ଲୀକ ଙ୍କର ଶଶୂର ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଇଥିବା ସେହି ଭିଡିଓ ଟି ଉପରେ ନଜର ପକାଇବା |
ତେବେ ଆମେ ଜାଣିଛୁ କି ଝିଲ୍ଲୀକ ହେଉଛନ୍ତି ଜଣେ ଅଭିନେତ୍ରୀ ତେଣୁ ଅଭିନୟ ପାଇଁ ରହିଛି ତାଙ୍କର ଗଭୀର ଭଲ ପାଇବା | ତେବେ ଆପଣ ମାନେ ଜାଣୁଥିବେ କି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଙ୍କ ପୁଅ ଙ୍କୁ ବିବାହ କରିଥିଲେ ଝିଲ୍ଲୀକ | ଆଉ ଝିଲ୍ଲୀକ ଙ୍କ ବିବାହ ପରେ ତାଙ୍କର ଆଉ ଫ୍ଲିମ ଆସି ନ ଥିଲା | ତେବେ ଏବେ ଝିଲ୍ଲୀକ ମା ମଧ୍ୟ ହେଇ ସାରିଛନ୍ତି | ଆଉ ଏବେ ତାଙ୍କର ଏକ ନୂଆ ଫ୍ଲିମ ଆସିବାକୁ ଯାଉଛି |ଆଉ ବୋହୂ ଙ୍କର ଏହି ନୂଆ ଫ୍ଲିମ ଟିକୁ ଦେଖିବା ପାଇଁ ଯାଉଛନ୍ତି ତାଙ୍କର ଶଶୁର ପ୍ରଫୁଲ୍ଲ ଘଡ଼ାଇ |
ତେବେ ପ୍ରଫୁଲ୍ଲ ଘଡ଼ାଇ ଙ୍କ କହିବା କଥା କି ସେ ଫ୍ଲିମ ଦେଖିବାକୁ କେବେ ଆସନ୍ତି ନାହିଁ କି ଫ୍ଲିମ ଦେଖିବାକୁ ପସନ୍ଦ କରନ୍ତି ନାହିଁ | ଯେହେତୁ ତାଙ୍କର ବୋହୂ ଝିଲ୍ଲୀକ ଏହି ଫ୍ଲିମ ଟି କରିଛି, ଆଉ ବୋହୂ ମଧ୍ୟ ନିବେଦନ କରିଥିଲା କି ଆସିବା ପାଇଁ ଆଉ ଫ୍ଲିମ ଟିକୁ ଦେଖିବା ପାଇଁ, ଆଉ ସେଥିପାଇଁ ସେ ଫ୍ଲିମ ଟିକୁ ଦେଖିବା ପାଇଁ ଆସିଥିଲେ | ତେବେ ଏହି ଫ୍ଲିମ ରେ ନାରୀ ସଶକ୍ତି କରଣ ବିଷୟରେ ଅଛି ବୋଲି କୁହାଯାଉଛି |ଆଉ ଯାହା ଅତ୍ୟନ୍ତ ଭଲ କଥା ବୋଲି କହିଛନ୍ତି ପ୍ରଫୁଲ୍ଲ |
ତେବେ ତାଙ୍କର କହିବା ଅନୁସାରେ ସମାଜରେ ପୁଅ ଝିଅ ସମସ୍ତେ ସମାନ | ଆଉ ପୁଅ ସହିତ ଝିଅ ମଧ୍ୟ ଆଗକୁ ଆଗେଇବା ଆବଶ୍ୟକ ଅଟେ | ଆଉ ଯେଉଁଥିପାଇଁ ନବୀନ ପଟ୍ଟନାୟକ ମଧ୍ୟ ଚେଷ୍ଟା କରିଛନ୍ତି ନାରୀ ମାନଙ୍କର ବିକାଶ ପାଇଁକି | ତାହା ସହିତ ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କର ଉନ୍ନତି ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି ଆମ ସରକାର ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡ଼ାଇ | ଆଉ ନାରୀ ଶକ୍ତି ବିଷୟରେ କିଛି ଶିଖିବାର କଥା ଏହି ଫ୍ଲିମ ରେ ଥିବାରୁ ସେ ବୋହୁଙ୍କର ଏହି ଫ୍ଲିମ ଦେଖିବାକୁ ଆସିଛନ୍ତି | ଆଉ ତାଙ୍କର ଏହି କଥା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।