ହଁ ଦର୍ଶକ ବନ୍ଧୁ ଆଜି କାଲି ସମାଜରେ ପ୍ରତି ଦିନ କିଛି ନା କିଛି ଏପରି ଘଟଣା ଭାଇରାଲ ହେବାକୁ ଲାଗିଥାଏ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ତେବେ ବନ୍ଧୁ ଗଣ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯେଉଁ ଭାଇରାଲ ଭିଡ଼ିଓ ଦେଖାଯାଇଛି ଏକ ଏପରି ଘଟଣା ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଧରିବାରେ ଲାଗିଛି | ତେବେ ଆମ ଜାଣିବାରେ ଯେଉଁ ସମ୍ପର୍କ କୁ ପୃଥିବୀ ର ଶ୍ରେଷ୍ଠ ସମ୍ପର୍କ ବୋଲି କୁହାଯାଏ ସେହି ସମ୍ପର୍କ କୁ ନେଇ ଏବେ କଳଙ୍କ ଲାଗିଛି ବୋଲି ଜଣା ପଡିଛି | ହଁ ଦର୍ଶକ ବନ୍ଧୁ ସେହି ପରି ଏକ ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହେଲେ ଅସନ୍ତୁ ସେହି ଭଳି ଏକ ଘଟଣା ଉପରେ ଟିକିଏ ନଜର ପକାଇବା |
ହଁ ଆଜ୍ଞା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ କଥା ଟି ସମ୍ପୂର୍ଣ୍ଣ ସତ୍ୟ | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ହଁ ଦର୍ଶକ ବନ୍ଧୁ ମିଳିଥିବା ସୂଚନା ଅନୁଯାୟୀ 4 ବର୍ଷ ଧରି ବାପା ନିଜ ଝିଅ କୁ ଜୋର ଜବଦସ୍ତି ଦୁଷ୍କର୍ମ କରି ଆସୁଛି | ତେବେ ଏ ସମାଜରେ ବାପା ଝିଅ ଙ୍କ ସମ୍ପର୍କ କୁ ପବିତ୍ର ଓ ମଧୁର ସମ୍ପର୍କ କୁହାଯାଉଥିବା ବେଳେ ସେହି ସମ୍ପର୍କ ରେ ଏବେ କଳଙ୍କ ଲାଗିବା ରେ ଦେଖାଯାଇଛି | ତେବେ ଏମିତି ଏକ ଅଭାବନୀୟ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପୋଟାମୁଣ୍ଡେଇ ଥାନା ଅନ୍ତର୍ଗତ ଅଞ୍ଚଳ ରେ |
ତେବେ ଏଠାରେ ଯାହା ଦେଖିବାକୁ ମିଳିଛି କି ଯୁବତୀ ଜଣଙ୍କ ପରିବାରେ ଏ ସମସ୍ତ ଘଟଣା କୁ ଜାଣିଥିଲେ ମଧ୍ୟ ଏହାକୁ କାହାକୁ କହିବାକୁ ମନା କରିଥିଲେ ଯୁବତୀ ଙ୍କ ମା | ଆଉ ଯାହା ପାଇଁ ଯୁବତୀ ଜଣଙ୍କ ଏତେ ଦିନ ଧରି ଚୁପ ରହିଥିଲେ ବୋଲି କହିଥିଲେ |ତେବେ ଯୁବତୀ ଙ୍କ କହିବା ଅନୁଯାୟୀ 2018 ମସିହା ପାଖରୁ ତାଙ୍କ ବାପା ତାଙ୍କ ସହିତ ଦୁଷ୍କର୍ମ କୋରିଆସୁଥିଲେ | ଯେହେତୁ ତାଙ୍କ ବାପା ଚାକିରୀ ରେ ଥିଲେ ତାଙ୍କ ବାପା ର ଚାକିରୀ ଉପରେ ଏହାର ପ୍ରଭାବ ପଡିବା ସହିତ ଘର ର ସନ୍ନମାନ ଉପରେ ମଧ୍ୟ ଏହାର ଆଞ୍ଚ ଆସିବ ବୋଲି ସିଏ ଚୁପ ଥିଲେ |
ତେବେ ସେଥିପାଇଁ ତାଙ୍କ ମା ଏ ସବୁ ବିଷୟରେ କିଛି କାହାକୁ କହିବାକୁ ମନା କରିଥିଲେ | ହେଲେ ଯୁବତୀ ଜଣଙ୍କ ଏହା ସାହିନପରି ଭୁବନେଶ୍ୱର ଚାଲି ଯାଇଥିଲେ ଓ ସେଠାରେ ତାଙ୍କ ମାରିଦବା ପାଇଁ ଧମକ ମିଳିଥିଲା | ତେବେ ଯୁବତୀ ଜଣଙ୍କ ଏ ସମସ୍ତ ଘଟଣା ଆସି ପଟାମୁଣ୍ଡେଇ ଥାନାରେ ଅଭିଯୋଗ କରିଥିଲେ | ହେଲେ କୌଣସି ଫାଇଦା ମିଳି ନଥିଲା | ସେଥିପାଇଁ ଯୁବତୀ ଜଣଙ୍କ ଏବେ ମହିଳା କମିଶନର କାର୍ଯ୍ୟଳୟ ର ଦ୍ୱାରାସ୍ଥ ହେଇଛନ୍ତି ବୋଲି ଜଣା ପଡିଛି | ତେବେ ଏହିଭଳି ଏକ ଘଟଣା ସମାଜ ପାଇଁ ଅତ୍ୟନ୍ତ ଲଜ୍ୟା ଜଣକ କଥା ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ. ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।