ଆମ ଭାରତ ରେ ଅନେକ ରହସ୍ୟମୟ ସ୍ଥାନ ତଥା ଲୋକ ଆକର୍ଷଣୀୟ ସ୍ଥାନ ରହିଛି ଯାହାକୁ ନେଇ ଆମ ଦେଶ ବିଶ୍ୱ ପ୍ରସିଦ୍ଧ ଅଟେ। ତେବେ ତାହା ମଧ୍ୟରେ ରହିଛି , ଆମ ତାଜମହଲ। ତେବେ ତାଜମହଲ ହେଉଛି ସତ ପ୍ରେମର ପ୍ରତିକୀ ଯାହାକୁ ଦର୍ଶନ କରିବା ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ସେଠାକୁ ଆସିଥାନ୍ତି ।କାହିଁ ଦେଶ ବିଦେଶ ରୁ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ଆଉ ଏହାର ଧଳା ମାର୍ବଲ ର କାର୍ଯ୍ୟ ଶିଳ୍ପୀ କୁ ଦେଖିଲେ ଅତ୍ୟନ୍ତ ଆନନ୍ଦ ପ୍ରାପ୍ତ ହୋଇଥାଏ।କିନ୍ତୁ ଏହି ତାଜମହଲ ରେ ମଧ୍ୟ କିଛି ରହସ୍ୟ ରହିଛି ଯାହା ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ତାଜମହଲ ଟି ଆମ ରାଜ ଶାହାଜାନ ତାଙ୍କର ପ୍ରିୟ ପତ୍ନୀ ମମତାଜ ଙ୍କ ପାଇଁ ନିର୍ମାଣ କରିଥିଲେ। ତେବେ ମମତାଜ ଙ୍କ ମୃତ୍ୟୁ ପରେ ସବୁ ଦିନ ପାଇଁ ତାଙ୍କୁ ଅମର କରିବା ପାଇଁ ରାଜ ଏହି ତଲମହଲ ନିର୍ମାଣ କରିଥିଲେ ଯାହାକି ଧଳା ମାର୍ବଲ ରେ ପ୍ରସ୍ତୁତ କରାଯାଇଥିଲା। ତେବେ କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ତାଜମହଲ ରେ ଗୋଟିଏ ହେଲେ ବି ଲାଇଟ ନାହିଁ ଅର୍ଥାତ ଏଠାରେ କୌଣସି ଆଲୋକ ର ବ୍ୟବସ୍ଥା ନାହିଁ। ଏହା ରାତ୍ରି ରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥାଏ ଖାଲି ଏତିକି ନୁହେଁ ବରଂ ରାତ୍ରି ସମୟ ରେ ଏହା ମଧ୍ୟରେ ପାଉଁଜି ର ଶବ୍ଦ ମଧ୍ୟ ଶୁଣା ଯାଏ।
ତେବେ ବନ୍ଧୁଗଣ ଏହି ତାଜମହଲ ରେ ଗୋଟିଏ ହେଲେ ବି ଲାଇଟ ନାହିଁ ଅର୍ଥାତ ଏଠାରେ କୌଣସି ଆଲୋକ ର ବ୍ୟବସ୍ଥା ନାହିଁ। ଏହା ରାତ୍ରି ରେ ସମ୍ପୂର୍ଣ୍ଣ ଅନ୍ଧାର ରହିଥାଏ ଖାଲି ଏତିକି ନୁହେଁ ବରଂ ରାତ୍ରି ସମୟ ରେ ଏହା ମଧ୍ୟରେ ପାଉଁଜି ର ଶବ୍ଦ ମଧ୍ୟ ଶୁଣାଯିବା ପଛରେ ଅନେକ କାହାଣୀ ରହିଛି। ତେବେ କୁହାଯାଏ କି ତାଜମହଲ ରେ ଏବେ ମଧ୍ୟ ମମତାଜ ଙ୍କ ଆତ୍ମା ରହିଛି। ତେବେ ମମତାଜ ଙ୍କୁ ଲାଇଟ ପସନ୍ଦ ନଥିଲା ସେ ସର୍ବଦା ଅନ୍ଧାର ରେ ରହିବ ପାଇଁ ପସନ୍ଦ କରୁଥିଲେ ,ତେଣୁ ତାଜମହଲ ରେ ଲାଇଟ ନାହିଁ।
ଆଉ ଯେତେବେଳେ ବି ସେହି ତାଜମହଲ ରେ କେହି ଲାଇଟ ଲଗାଇଥିଲେ ତାହା ଆପେ ଆପେ ଖରାପ ହୋଇଯାଉଥିଲା। କୁହାଯାଏ କି ତାଜମହଲ ରେ ରାତ୍ରି ସମୟରେ ପାଉଁଜି ର ଶବ୍ଦ ଶୁଣାଯାଏ ,ଅର୍ଥାତ ତାହା ମମତାଜ ଙ୍କ ଆତ୍ମା ର ଶବ୍ଦ ଅଟେ ବୋଲି। କିନ୍ତୁ ବୈଜ୍ଞାନିକ ଙ୍କ ମତରେ ତାଜମହଲ କୁ ପ୍ରାକୃତିକ ଆଲୋକ ରେ ଆଲୋକିତ କରିବା ଲାଗି ସେଠାରେ କୌଣସି ଲାଇଟ ଲଗା ଯାଇ ନାହିଁ। ଲାଇଟ ଦେବା ଦ୍ୱାରା ସେଠାକୁ ପୋକ ଆସିବେ ଆଉ ତାହା ତାଜମହଲ ର ସୁନ୍ଦରତା ରେ ବାଧା ସୃଷ୍ଟି କରିପାରେ ତେଣୁ ସେଠାରେ ଲାଇଟ ନାହିଁ। ତେବେ ଆଶା କରୁଛୁ ଏହା ଆପଣ ଙ୍କୁ ପସନ୍ଦ ଆସିଥିବ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।