ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆପଣ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ତେବେ ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ | ହଁ ଆଜ୍ଞା ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଫ୍ଲିମ ସୁଟ ର କିଛି ଦୃଶ୍ୟ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆଠୁ ଆରମ୍ଭ କରି ସବୁଠାରେ ସେହି ବିଷୟରେ ଚର୍ଚ୍ଚା ଜରଧରିଛି ବୋଲି ଜଣା ପଡିଛି | ତେବେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଟିଭି ପରଦା ରେ ଯାହା ଆମକୁ ସମ୍ପୂର୍ଣ୍ଣ ସତ ବୋଲି ଲାଗିଥାଏ, ପ୍ରକୃତ ରେ ତାହା ସେମିତି ସତ ନୁହେଁ |ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆଜି ଦେଖୁଛୁ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ |
ତେବେ ଆମେ ସାଧାରଣତଃ ଟିଭି ପରଦା ଦେଖୁଥିବା କିଛି ଏମିତି ଦୃଶ୍ୟ ଯାହା ଆମ ଆଖି କୁ ଚକିତ କରିଥାଏ ତାହା ସତରେ ପ୍ରକୃତ ନୁହେଁ |ତେବେ ସୂଚନା ଅନୁଯାୟୀ ଏକ ଫିଲ୍ମ ସୁଟ ସମୟର ଏକ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯେଉଁ ଭିଡ଼ିଓ ଦେଖାଯାଇଛି ଯେ ଫ୍ଲିମ ଅଭିନେତା ଆକ୍ସନ ମୋଡ଼ ରେ ତାଙ୍କର ବାଇକ ନେଇ ଆସୁଛନ୍ତି | ତେବେ ପ୍ରକୃତରେ ଫ୍ଲିମ ସୁଟ ରେ ବାଇକ ରେ କେବଳ କଳାକାର ମାନେ ବସିଥାନ୍ତି ଓ ବାଇକ କୁ କ୍ରେନ ସାହାଯ୍ୟ ରେ ଉଠାଇବା ଆକ୍ସନ ମୋଡ଼ ରେ ନେବା ଆଦି କାର୍ଯ୍ୟ କରାଯାଏ |
ତେବେ ଏହି ଅଭିନୟ କୁ ଦେଖିଲେ ଆମକୁ ଲାଗିଥାଏ ଯେ କଳାକାର ଜଣଙ୍କ ସତ ସତିକା ଆକ୍ସନ କରୁଛି ବୋଲି | ତେବେ ଅନ୍ୟ ଏକ ଦୃଶ୍ୟ ହସ୍ପିଟାଲ ରେ ମଧ୍ୟ ଠିକ ସେମିତି କରାଯାଇଥିବା ର ଦେଖା ଯାଇଛି | ଏହା ବ୍ୟତୀତ ବୋମା ବିସ୍ଫୋରଣ ଆଦି କୁ ମଧ୍ୟ ନକଲ କରାଯାଇଥାଏ | ଯାହା ଆମକୁ ପ୍ରକୃତ ଘଟଣା ବୋଲି ଲାଗିଥାଏ | ତେବେ ଏହା ଆଜି କାଲି ର ଡିଜିଟାଲ କ୍ୟାମେରା ଦ୍ୱାରା ସମ୍ଭବ ହେଇପାରୁଛି ବୋଲି କୁହାଯାଇଛି | ଆଉ ଯାହା ଦର୍ଶକ ଙ୍କ ମନକୁ ବେଶ ଆକୃଷ୍ଟ କରେଇଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।