ପୁଣି ରାଗିଗଲେ ରାଣୀ ପଣ୍ଡା କହିଲେ ଏମିତି କଥା… ଯିଏ ଫୋନ କରିବା ଶୋଧିବି, କଣ କହୁଛନ୍ତି… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାଣୀ ପଣ୍ଡା ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ | ତେବେ ଯିଏ କି ଯାତ୍ରା ଜଗତରେ ଆଲବମ କୁଇନ ଭାବରେ ସମସ୍ତଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ରାଣୀ ପଣ୍ଡା ଙ୍କ ପାଖକୁ ଆସିଥିଲା କୋଲ | ଆଉ ଯେଉଁ କୋଲ କୁ ଶୁଣିକି ରାଣୀ ପଣ୍ଡା ଉତ୍ତେଜିତ ହୋଇଥିଲେ, କାରଣ ତାଙ୍କ ପାଖକୁ ଆସିଥିଲା ମାଗଣାରେ ପ୍ରଗ୍ରାମ କରିବା ପାଇଁ କୋଲ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ରାଣୀ ପଣ୍ଡା ଆଉ କଣ ସବୁ କହିଛନ୍ତି ସେ ବିଷୟରେ ଟିକିଏ ନଜର ପକାଇବା |

ତେବେ ଯାତ୍ରା ଜଗତରେ ହଟ ଆଇଟମ କୁଇନ କହିଲେ ଆମେ ମାନେ ବୁଝିଥାଉ ରାଣୀ ପଣ୍ଡା ଙ୍କ କଥା | ତେବେ ସେ ହେଉଛନ୍ତି ଏକ ଏଭଳି କଳାକାର ଯିଏ ତାଙ୍କର କଳା ମାଧ୍ୟମରେ ସମସ୍ତଙ୍କର ହୃଦୟରେ ବେଶ ସୁନ୍ଦର ଭାବରେ ଘର କରି ପାରିଛନ୍ତି | ତେବେ ଆପଣ ମାନେ ଜାଣିଥିବେ କି ରାଣୀ ପଣ୍ଡା ଓଡିଶା ର ଘରେ ଘରେ ପରିଚିତ ଆଉ ଯାହାଙ୍କ ପାଇଁକି ଅନେକ କୋଲ ଆସେ ଆଉ ପ୍ରଗ୍ରାମ କରିବା ପାଇଁ ଡ଼କା ଯାଇଥାଏ | ଆଉ ଷ୍ଟେଜ ଉପରେ ସେ ଦର୍ଶକ ମାନଙ୍କ ମନକୁ ଆକୃଷ୍ଟ ମଧ୍ୟ କରେଇ ଥାନ୍ତି ବୋଲି ଆମେ ଜାଣିଛୁ | ତେବେ ବର୍ତ୍ତମାନ ରାଣୀ ପଣ୍ଡା ଏବେ ରାଗି ଯାଇଛନ୍ତି ଆଉ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି |

ଆଉ ଯେଉଁ ଭିଡିଓ ରେ ରାଣୀ ପଣ୍ଡା କହିଛନ୍ତି କି ହଠାତ ରାଣୀ ପଣ୍ଡା ଙ୍କ ପାଖକୁ ଆସିଥିଲା ଗୋଟିଏ କୋଲ |ଆଉ ଯେଉଁଥିରେ ରାଣୀ ପଣ୍ଡାଙ୍କୁ ପ୍ରଗ୍ରାମ କୁ ଯିବା କଥା କହିଥିଲେ | ଆଉ ତାହା ପରେ ରାଣୀ ପଣ୍ଡା ତାଙ୍କର ବଜେଟ କହିବା ସହିତ ପ୍ରଗ୍ରାମ କେଉଁଠାରେ ହେବ ବୋଲି ଠିକଣା ପଚାରିଥିଲେ | ଆଉ ତାହା ପଚାରିବା ପରେ ଲୋକ ଜଣଙ୍କ କହିଥିଲେ କି ସେ ପ୍ରଗ୍ରାମ ପାଇଁକି ଡାକୁ ନାହାନ୍ତି ତାଙ୍କୁ କେବଳ ସମ୍ବୋଧନ ପାଇଁକି ଡାକୁଛନ୍ତି | ଆଉ ଯାହା ପାଇଁ ତାଙ୍କୁ 5000 ଟଙ୍କା ମିଳିବ ବୋଲି ମଧ୍ୟ କହିଛନ୍ତି |

ଆଉ ଯେଉଁ କଥା କୁ ନେଇକି ରାଣୀ ପଣ୍ଡା ରାଗି ଯାଇଛନ୍ତି, ଆଉ କହିଛନ୍ତି କି ରାଣୀ ପଣ୍ଡା ମାଗଣା କୋଉଠିକୁ ଯାଏନି | ଆଉ ସମ୍ବୋଧନ ପାଇଁ ଯେଉଁ ଡାକୁଛନ୍ତି ଓଡିଶା ରେ ରାଣୀ ପଣ୍ଡା ଙ୍କର କେତେ ସଂମ୍ମାନ ଅଛି ତାହା ସେ ଜାଣନ୍ତି |ତେଣୁ ସେ ବାଳ ସଂମ୍ମାନ ତାଙ୍କର ଦରକାର ନାହିଁ ବୋଲି କହିଛନ୍ତି | ଆଉ ଏମିତି ଯଦି ମାଗଣା କୋଲ ଆସିବ ତାହେଲେ ସେ ମା ଭଉଣୀ ନେଇକି ଶୋଧିବେ ବୋଲି କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment