ହଁ ବନ୍ଧୁଗଣ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି | ଆଉ ଯେଉଁଠି ଦେଖିବାକୁ ମିଳିଛି ମହିଳା ଜଣଙ୍କର ଅସଦାଚରଣ | ଆଉ ଯେଉଁଠି ମହିଳା ଜଣଙ୍କ ସରକାରୀ ହସ୍ପିଟାଲ ରେ କାର୍ଯ୍ୟରତ ଅଛନ୍ତି | ଆଉ ଯିଏ କି ରୋଗୀଙ୍କର ସମ୍ପର୍କୀୟ ଙ୍କ ସହିତ କରିବାକୁ ଲାଗିଛନ୍ତି ଅସଦାଚରଣ | ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି କାରଣ ଯେଉଁ ମାନେ ଚିକିତ୍ସା୍ୟାଳୟ କାମ କରିଥାନ୍ତି ସେମାନେ ରୋଗୀ ଙ୍କ ସହିତ ଭଦ୍ର ବ୍ୟବହାର ଦେଖାଇବା ଆବଶ୍ୟକ ହୋଇଥାଏ | କିନ୍ତୁ ଏଠି କିଛି ଘଟଣା ଟି ଅଲଗା ଦେଖା ଯାଉଛି, ଆଉ ଯେଉଁଠି ମହିଳା ଜଣ ଦେଖାଇବାକୁ ଲାଗିଛନ୍ତି ଖରାପ ବ୍ୟବହାର | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ମାଲକାନଗିରି ମୁଖ୍ୟ ଚିକିତ୍ସା୍ୟାଳୟ ରେ କାର୍ଯ୍ୟ ରତ ଥିବା ଜଣେ କର୍ମଚାରୀ ରୋଗୀଙ୍କ ସମ୍ପର୍କୀୟ ଙ୍କ ଉପରେ କରିବାକୁ ଲାଗିଛନ୍ତି ଦୁର୍ବ୍ୟବହାର | ଆଉ ଯାହା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି ବୋଲି କୁହାଯାଇଛି | ତେବେ ଯାହା ଜଣା ପଡିଛି କି ମାଲକାନଗିରି ମୁଖ୍ୟ ଚିକିତ୍ସାୟାଳ ରେ କାର୍ଯ୍ୟରତ ଥିବା କର୍ମଚାରୀ ଜଣଙ୍କ ସେହି ହସ୍ପିଟାଲ କୁ ଆସିଥିବା ଜଣେ ଫାର୍ମାସିଷ୍ଟ ଜଣଙ୍କ ଉପରେ ନିଜର ଦାଦା ଗିରି ଦେଖାଇବାକୁ ଲାଗିଥିଲେ |ଆଉ ଏଭଳି ଦୁର୍ବ୍ୟବହାର ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିବାର ସୂଚନା ମଧ୍ୟ ମିଳିଛି |
ତେବେ ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ମୁନିସିପାଲିଟି ର ପୂର୍ବତନ କାଉନସିଲର ଙ୍କ ଉପରେ ଦୁର୍ବ୍ୟବହାର କରିବାକୁ ଲାଗିଥିଲେ ସେହି ମାଲକାନଗିରି ମୁଖ୍ୟ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ଜଣେ ମହିଳା କର୍ମଚାରୀ ଜଣଙ୍କ |ଆଉ ଵାଲା ରାଜୁ ତାଙ୍କର ସମ୍ପର୍କୀୟ ଙ୍କ ସହିତ ମୁଖ୍ୟ କାର୍ଯ୍ୟାଳୟ କୁ ଯାଇଥିଲେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏଠାରେ ପହଂଚିବା ପରେ ମହିଳା ଜଣକ ଆରମ୍ଭ କରିଥିଲେ ଲୋକଟି ଉପରେ ଦୁର୍ବ୍ୟବହାର, ଆଉ ଉଚ୍ଚ ଭାଷା ରେ ଗାଳି ଗୁଲଜ ମଧ୍ୟ କରିବାକୁ ଲାଗିଥିଲେ ମହିଳା ଜଣଙ୍କ | ଆଉ ଯେଉଁ ଘଟଣା ଟି ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରେଇଥିଲା |
ଆଉ ଯାହାକୁ ନେଇକି ହସ୍ପିଟାଲ ର ମୁଖ୍ୟ ଚିକିତ୍ସା ଅଧିକାରୀ ଜଣଙ୍କ ଏଥିରେ ପ୍ରତିକ୍ରିୟା ରଖିବାକୁ ଲାଗିଥିଲେ | ଆଉ ଯାହା ଜଣା ପଡିଛି କି ଏହି ଘଟଣା ବିଷୟରେ ସେ ଶୁଣିବାକୁ ପାଉଛନ୍ତି | ଆଉ ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ କରିବା ପରେ ଘାଟଣା ବିଷୟରେ ସମ୍ପୂର୍ଣ୍ଣ ଘଟଣା ର ସତ୍ୟା ସତ୍ୟ ଟି ଜଣା ପଡିବ ବୋଲି କହିଛନ୍ତି | ଆଉ କୌଣସି କାରଣ ଯୋଗୁ କର୍ମଚାରୀ ଜଣଙ୍କ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବୋଲି କହିଛନ୍ତି ଚିକିତ୍ସା ଅଧିକାରୀ ଜଣଙ୍କ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।