ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ବନ୍ଧୁଗଣ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତାହାଲେ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହାକୁ ଦେଖିଲେ ସତରେ ଆଜ୍ଞା ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ | ତେବେ ସେହି ଭିଡ଼ିଓ ଦେଖାଯାଇଛି ସପନ ନାମକ ଜଣେ ଯୁବକ ଏକୁଟିଆ ବସି ତାଙ୍କ ସ୍ୱର ରେ ଯେଉଁ ଭଳି ଭାବରେ ସେ ସେହି ପୁରୁଣା ଭଜନ ଟିକୁ ଗାଇଛନ୍ତି ତାହା ଆପଣଙ୍କ ମନ କୁ ଛୁଇଁ ଯିବ | ତେବେ ବୋହୁ ପୂର୍ବରୁ ବେଶ ଚର୍ଚ୍ଚା ରେ ଥିବା ସେହି ପୁରୁଣା ଭଜନ ଯାହା ଦିନେ ସମସ୍ତ ଙ୍କ ମୁହଁରେ ଉଚ୍ଚାରିତ ହେଉଥିଲା | ସେହି ଭଜନ ଟିକୁ ଗାଇ ଏବେ ପୁଣି ଥରେ ଚର୍ଚ୍ଚା ରେ ଅଛନ୍ତି ଯୁବକ ଜଣଙ୍କ |
ତେବେ ଏଭଳି କଣ୍ଠ ସ୍ୱର ର ର ଯାଦୁ ରେ ସମସ୍ତଙ୍କର ହୃଦୟ କୁ ବେଶ ଆକୃଷ୍ଟ କରେଇଛି |ଯାହା ସମସ୍ତଙ୍କ ମନକୁ ମଧ୍ୟ ଛୁଇଁଛି | ତାହା ସମସ୍ତ ଙ୍କ ମନ କୁ ମୋହି ନେବେ ସହିତ ତାଙ୍କ ସ୍ବର ତାଳ ଲଗାଇ ଯେଉଁ ପରି ଭାବରେ ସେ ଗୀତ ଗାଇଛନ୍ତି ତାହାକୁ ଶୁଣିଲେ ସତରେ ଆପଣଙ୍କ ମନ ମଧ୍ୟ ହେଇ ଉଠିବ | ତେବେ ବୋହୁ ପୂର୍ବରୁ ଚର୍ଚ୍ଚା ରେ ଥିବା ସେହି ଭଜନ ଟି ହେଉଛି “ଶାଗୁଣା ବସିଛି ଡାଳେ ” ଯାହା ଦିନେ ଲୋକ ମାନଙ୍କର ଅତି ପ୍ରିୟ ଓ ଘରେ ଘରେ ବେଶ ପରିଚିତ ଥିଲା | ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ହରଣ କରିଛି |
ତେବେ ଏବେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାର ଲାଗିଛି ତାହାକୁ ଶୁଣି ପୁଣି ଥରେ ସେହି ପୁରୁଣା ଦିନ କଥା ମନେ ପକାଇଦେଇଛନ୍ତି ଯୁବକ ଜଣଙ୍କ | ହାତରେ ଖଞ୍ଜୁରୀ ଧରି ଖଞ୍ଜୁରୀ ର ତାଳେ ତାଳେ ସେ ଏହି ଭଜନ କୁ ବହୁତ ସୁନ୍ଦର ଭାବରେ ଗାଇଥିବାର ଦେଖା ଯାଇଛି | ଯାହା ଦ୍ୱାରା ସେ ସମସ୍ତଙ୍କର ପ୍ରଶଂସାର ପାତ୍ର ହେଇପାରିଛନ୍ତି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି ଯୁବକ ଜଣଙ୍କୁ ଆଶୀର୍ବାଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।