ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ଘଟଣା ଭିତରେ ବର୍ତ୍ତମାନ ଏମିତି ଏକା ଘଟଣା ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଯାହା ଜଣା ପଡିଛି କି ଡାକ୍ତର ଙ୍କର ଭୁଲ ରିପୋର୍ଟ ଯୋଗୁ ବର୍ତ୍ତମାନ ଥାନା ର ଦ୍ଵାରସ୍ତ ହୋଇଛନ୍ତି ପରିବାର ଲୋକ |ଆଉ ଯାହା ଜଣା ପଡିଛି କି ଭୁଲ ରିପୋର୍ଟ କୁ ନେଇକି ଡକ୍ଟର ଙ୍କ ପାଖରେ ଅଭିଯୋଗ କରିବାରୁ ଅଭିଯୋଗ କୁ ଗ୍ରହଣ ନ କରି ସେମାନଙ୍କୁ ଗାଳି ଦେବାକୁ ଲାଗିଥିଲେ ଡାକ୍ତର ଜଣଙ୍କ | ଆଉ ଯେଉଁଥିପାଇଁ ଥାନା ର ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତ କାରୀ ମାନେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଯାହା ଜଣା ପଡିଛି କି ଏଭଳି ଏକ ଅଭାବନୀୟ ଘଟଣା ଟି ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତ୍ରିତଲ ବ୍ଲକ ସ୍ଥିତ କଲାଲ ଗାଁ ରେ | ଆଉ ଯେଉଁଠି ଜଣା ପଡିଛି କି ଗାଁ ର ମନରଞ୍ଜନ ଚୁଲି ଙ୍କ ପତ୍ନୀ ଗର୍ଭବତୀ ଥିଲେ | ଆଉ ଗର୍ଭବତୀ ଥିବା ସମୟରେ ସେମାନେ ଡାକ୍ତର ଙ୍କ ପାଖରେ ଚିକିତ୍ସିତ ହେଉଥିଲେ ଓ ଅଲଟ୍ରାସାଉଣ୍ଡ ପାଇଁ ତାଙ୍କୁ ରହମା LLB କୁ ନିଆଯାଇଥିଲା | ଆଉ ଯେଇଠାରେ ଡାକ୍ତର ପ୍ରତାପ ଦାସ ସେହି କାମ କରୁଥିଲେ | ତେବେ ମହିଳା ଜଣଙ୍କର 3 ଥର ଅଲଟ୍ରାସାଉଣ୍ଡ ହୋଇଥିଲା ଆଉ ଡକ୍ଟର ଜଣଙ୍କ ବାରମ୍ବାର ପିଲା ଟି ଭଲ ଆଉ ସୁରକ୍ଷିତ ଅଛି ବୋଲି କହୁଥିଲେ |
ଆଉ ପିଲା ଟି ଯେତେବେଳେ ଜନ୍ମ ହୋଇଥିଲା ତେବେ କିଛି ଅଲଗା କଥା ଦେଖିବାକୁ ମିଳିଥିଲା ସେତେବେଳେ | ଆଉ ଯେଉଁଠି ସିଜରିଙ୍ଗ କରିବା ପରେ ଯାହା ଜଣା ପଡିଥିଲା କି ପିଲାଟିର ଗୋଟିଏ ଗୋଡ଼ ଆଉ ଗୋଟିଏ ହାତ ନ ଥିଲା | ତେବେ ରିପୋର୍ଟ ରେ ସବୁ ଠିକ ଥିବା କହିଥିବା ବେଳେ ପିଲା ଟିର ଏଭଳି ଅବସ୍ଥା କୁ ଦେଖି ମନରଞ୍ଜନ ଡାକ୍ତର ଙ୍କ ପାଖକୁ ଯାଇଥିଲେ ଆଉ ସବୁ କଥା ଜଣାଇଥିଲେ | ହେଲେ ଡାକ୍ତର ପ୍ରତାପ ଦାସ ତାଙ୍କର କଥା କୁ ନ ଶୁଣି ତାଙ୍କୁ ଗାଳି କରିବା ସହିତ କୋଟ ରେ ଦେଖା ହେବ ବୋଲି କହିଥିଲେ |
ତେବେ ଓକିଲ ଓମ ପ୍ରକାଶ ଙ୍କ ସହାୟରେ ରେ ସ୍ନେହାମୟୀ ଆଚାର୍ଯ୍ୟ ଙ୍କ ସାହାଯ୍ୟ କ୍ରମେ କେଶ ଟି ଚଳିବା ପରେ ଯାହା ଜଣା ପଡିଛି କି | ପିଲା ଟିର ପରିବାରକୁ ଭୁଲ ତଥ୍ୟ ଦେଇଥିବାରୁ 10 ଲକ୍ଷ ଟଙ୍କା ଓ ଗାଳି ଗୁଲଜ କରିଥିବାରୁ 50 ହଜାର ଟଙ୍କା ଓ ଅଦାଲତ ପାଇଁ 4 ହଜାର ଟଙ୍କା ଦେବାକୁ କୁହାଯାଇଛି | ଆଉ ଯାହା କୁ ନେଇକି ପରିବାର ଲୋକ ମଧ୍ୟ ରାଜି ଅଛନ୍ତି ବୋଲି କୁହାଯାଉଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।