DFO ସଂଗ୍ରାମ କେଶରୀ ରାତିରେ ACF ଘରକୁ ଯାଉଥିବା କଥା କହି, ଏବେ ଅଡ଼ୁଆରେ ଜଗୁଆଳି ଗଙ୍ଗା ପ୍ରଧାନ, ଆଉ ପ୍ରଶ୍ନରେ ବନ ବିଭାଗର ଚିଠି…ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ଅପରାଧିକ କାର୍ଯ୍ୟ କରି ସେମାନେ ମିଛ କଥା କହିବାକୁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ, ଜଗୁଆଳି ତାଙ୍କ ବିଷୟରେ ସବୁ ସତ କହି ଥିବାରୁ, ତାଙ୍କ ସତକୁ ଭୁଲ ବୋଲି ପ୍ରମାଣିତ କରିବାକୁ ବନ ବିଭାଗ ଚିଠି ଲେଖିଛନ୍ତି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଛି। DFO ସଂଗ୍ରାମ କେଶରୀ ବେହେରାଙ୍କୁ ଯେତେବେଳେ କ୍ରାଇମବ୍ରାଞ୍ଚ ଟିମ ଜେରା କରିଥିଲେ, ସେତେବେଳେ ସେ ସବୁ ମିଛ କଥା କହିଥିଲେ।

ତେବେ କିନ୍ତୁ ବର୍ତ୍ତମାନ ଏସିଏଫଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ସୂଚନା ମିଳିଛି। DFO ଙ୍କ ଅଫିସରେ ଜଣେ ଗଙ୍ଗା ନାମକ ଜଗୁଆଳି ୮ ବର୍ଷ ଧରି ଚାକିରୀ କରନ୍ତି। ସେଦିନ ତାଙ୍କର ରାତି ଡିଉଟି ଥାଏ। ତାଙ୍କ କହିବା କଥା ଯେ, ସାର ଗେଟ ପଛ ପଟ ଦେଇ ଠିକ ରାତି ୧୨ ଟା ସମୟରେ ଏସିଏଫଙ୍କ ଘରକୁ ଯାଇଥିବାର ନିଜ ଆଖିରେ ସେ ଦେଖିଛନ୍ତି। ଏହି ବାର୍ତା ସେ ଗଣମାଧ୍ୟମକୁ ଦେବା ପରେ ତାଙ୍କ ନାଁ ରେ ବନ ବିଭାଗ ତରଫୁରୁ ଏକ ଚିଠି ଆସିଛି ଯେ ତାଙ୍କୁ ଚାକିରୀରୁ ବାହାର କରି ଦିଆଯାଉ ବୋଲି ସଡ଼ ଯନ୍ତ୍ର ମଧ୍ୟ କରିଛନ୍ତି ଓ ତାଙ୍କ ବାର୍ତାଙ୍କୁ ଭୁଲ ବୋଲି ମଧ୍ୟ କରିବାକୁ ଚାହୁଁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।