ଅବୁଝା ପୁଅକୁ ବୁଝାଉଛି ମାଆ… ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ, ଦେଖନ୍ତୁ Video

ହଁ ବନ୍ଧୁଗଣ ଆଜି କାଲି ଦୁନିଆରେ ସଭ୍ୟତା ବହୁତ ଆଗକୁ ଗଲାଣି, ତେବେ ଖାଲି ସଭ୍ୟତା ଆଗକୁ ଯାଇଛି ବୋଲି କହିଲେ ଚଳିବନି | ସଭ୍ୟତା ସହିତ ଆମର ଖାଦ୍ୟ, ବେଶ, ଚାଲି, ଚାଲାଣ ସବୁରେ ପରିବର୍ତ୍ତନ ଆସିଛି | ତେବେ ଆଜି ସମାଜ ଆଗକୁ ଗଲାଣି ଆଉ ଲୋକ ମାନେ ଖାଇବା ପାଇଁ ରାସ୍ତା ଘାଟ ବାର ଦୁଆର ବୁଲୁନାହାନ୍ତି ବୋଲି ଆମ ସମସ୍ତ ଙ୍କର ଆଶା ରହିଛି | କିନ୍ତୁ ସେଭଳି ସ୍ଥଳରେ ଆଜି ବି ଏମିତି କିଛି ଲୋକ ଆଛନ୍ତି ଯେଉଁ ମାନେ କି ଦି ଅଳି ଦି ମୁଠା ଗଣ୍ଡେ ଖାଇବାକୁ ପାଉ ନାହାନ୍ତି | ତାହା ଛଡା ଖାଇବା ପାଇଁ ସକାଳ ଠୁ ନେଇକି ରାତି ପର୍ଯ୍ୟନ୍ତ କାମରେ ଲାଗୁଛନ୍ତି ଆଉ ନିଜ ପିଲା ମାନଙ୍କୁ ଟିକେ ଭଲରେ ଖାଇବା ଦେବା ପାଇଁ ସଂଘର୍ଷ ମଧ୍ୟ କରୁଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି କରୁଣ କାହାଣୀ ଉପରେ ଟିକିଏ ନଜର ପକାଇବା |

ତେବେ ଏଠି କୁହାଯାଉଛି ସେହି ଛୋଟ ପିଲା ଟିର ମନର ଆତୁର ଆଉ ବିଦାରତା ଦୁଃଖର କାହାଣୀ ବିଷୟରେ ହେଉଠି ଜାକ ଜମକରେ ପୂଜା ପର୍ବ ପାଳନ କରାଯାଉଛି | ଭଳି ଭଳି ପୋଷାକ ସାଙ୍ଗକୁ ଖାଇବା ଓ ଜିନିଷ ପତ୍ର ରେ ଚାରିଆଡେ ଆନନ୍ଦ ଆଉ ଖୁସି ଭରି ଯାଉଛି | ଆଉ ଯେଉଁଠି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସେହି ଆନନ୍ଦ ରେ ମଜି ଯାଇଥିବା ବେଳେ ଛୋଟ ଛୁଆଁ ଟିର ତାର ମା ଙ୍କ ପାଖରେ କରୁଥିବା ଅଳି କଥା ଶୁଣିଲେ ସତେ ଯେପରି ଆଖିରୁ ପାଣି ଆସିଯିବ |

ଆଉ ଯେଉଁଠି କୁହାଯାଉଛି କି କେଉଁ ଭଳି ଭାବରେ ଛୋଟ ପିଲା ଟି ତାର ମା କୁ କହୁଛି କି ମା ତୁ ତୋ ମୋତେ କହିଥିଲୁ ମେଳା ବୁଲାଇ ନେବୁ ମୋତେ ବେଲୁନ ଗାଡ଼ି କିଣିଦେବୁ | ତାହା ସହିତ ମୋତେ ଆଇସକ୍ରିମ ଆଉ ଦହିବରା ଖୁଆଇବୁ କିନ୍ତୁ କିଛି କରୁନୁ ସବୁ ମିଛ କହୁଛୁ | ଆଉ ମା ଟି ପିଲା ଟିକୁ ସନ୍ତାନ ଦେଇକି କହୁଛି ତୋର ବାପା ଆସନ୍ତୁ ଆଣିଦେବେ | କିନ୍ତୁ ଏଭଳି କଥା କହିବା ବେଳକୁ ମା ର ଛାତି ତା ଫାଟି ଉଠୁଛି |

କାରଣ ମା ଜାଣିଛି କି ତାର ବାପା ଆଉ ଏହି ଦୁନିଆରେ ନାହାନ୍ତି, ସବୁଦିନ ପାଇଁ ଆର ପାରିକୁ ଚାଲି ଯାଇଛନ୍ତି ବୋଲି | ତେବେ ଏତେ ସବୁ ପରେ ମଧ୍ୟ ପିଲା ଟିକୁ ମା ସନ୍ତାନ ଦେଉଛି | ତେବେ ଏମିତି ଆମ ସମାଜରେ ଆଜିବି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସକାଳ ଠୁ ଆରମ୍ଭ କରିକି ରାତି ପର୍ଯ୍ୟନ୍ତ ଘୋଟି ଥାଆନ୍ତି ଆଉ ପିଲା ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ସହିତ ଦି ଅଳି ଦି ମୁଠା ଖାଇବା ଦେବା ପାଇଁ ଜୀବନ ସହିତ ସଂଘର୍ଷ କରୁଥାନ୍ତି ବୋଲି କୁହାଯାଇଛି | ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment