ମାତ୍ର 1500 ଟଙ୍କା ପାଇଁ ସେମାନେ ବୀଚ ରାସ୍ତାରେ ମୋତେ କଲେ ଏମିତି… ଏ ନେଇ କଣ କହିଲେ ଏହି ଯୁବକ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ବର୍ତମାନ ଆପଣ ଗାଁ ପାଖରୁ ସହର ଯାଏ ସବୁଆଡେ ଦାଦାଗିରି ଚାଲିଛି |ନିରୀହ ଉପରେ ସବଳର ଅତ୍ୟାଚାର ସର୍ବଦା ହେଉଛି, ପ୍ରଶାସନ ଯେତେ ସଜାଗ କରେଇଲେ ମଧ୍ୟ୍ୟ ଦାଦାଗିରି ଚାଲିଛି,ସାମାନ୍ୟ କଥାକୁ ନେଇ ଅନେକ ଅତ୍ୟାଚାର ହେଉଛି |ମୁଁ ଆଜି ଆପଣକୁ ଯଉଁ ଘଟଣା ବିଷୟରେ କହିବି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଜଣେ ମଣିଷ ଅନ୍ୟ ଜଣେ ମଣିଷ ଉପରେ ଏମିତି ବି ଅତ୍ୟାଚାର କରିପାରେ | 1500ସହ ଟଙ୍କା ଠିକ ସମୟରେ ଦେଇ ପାରିନାହିଁ ବୋଲି ସେହି ବ୍ୟକ୍ତିଙ୍କୁ ଗାଡ଼ିରେ ବାନ୍ଧି ବୀଚ ରାସ୍ତା ଉପରେ ଘୁସାରି ଘୁସାରୀ ନେଲେ |ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |

ଏହି ଦୁନିଆରେ କେତେ ସାଙ୍ଗ ଅଛନ୍ତି ସାଙ୍ଗ ପାଇଁ ଜୀବନ ଦେଇଦିଅନ୍ତି, ସାଙ୍ଗ ପାଇଁ ସେମାନେ ବହୁତ କିଛି କରିପାରନ୍ତି |ଜଣେ ସାଙ୍ଗ ବିପଦ ଥିଲେ ପ୍ରଥମେ ସେ ତାର ସାଙ୍ଗ ପାଖରୁ ସାହାଯ୍ୟ ମାଗିଥାଏ |ଏହି ଘଟଣାଟି ଘଟିଛି କଟକ ସହରରେ, ଏହି କଟକ ସହରରେ ତାଲିବାହିନୀ ଶାସନର ନମୁନା ଦେଖିବା ପାଇଁ ମିଳିଛି |ଜଗନ୍ନାଥ ବେହେରା ତାଙ୍କର କୌଣସି ଆବଶ୍ୟକତା ସମୟରେ ତାଙ୍କ ସାଙ୍ଗ ପାଖରୁ ପଇସା ଧାର ଆଣିଥିଲେ,ମାତ୍ର ସେ ଠିକ ସମୟରେ ଶୁଝି ପାରିନଥିଲା | ଏହି କାରଣରୁ ତାଙ୍କୁ ବହୁତ କଷ୍ଟ ଭୋଗ କରିବାକୁ ପଡିଥିଲା, ତାଙ୍କ ସାଙ୍ଗ ତାଙ୍କୁ କିଛି କହିବା ବାହାନାରେ ଡାକିନେଇ ଥିଲେ ଏବଂ ଦୁହିଁଙ୍କ ଭିତରେ ପଇସାକୁ ନେଇ ଟିକେ ଝଗଡା ଲାଗିଥିଲେ |

ଉଭୟ ଦୁଜଣଙ୍କ ଭିତରେ ତର୍କ ଲାଗିଥିବା ସମୟରେ ଜଗନ୍ନାଥ ବେହେରାଙ୍କ ସାଙ୍ଗ ଓ ତାଙ୍କ ସହ ଅନ୍ୟ ଜଣେବ୍ୟକ୍ତି ଜଗନ୍ନାଥ ବେହେରାଙ୍କ ହାତକୁ ରସିରେ ବାନ୍ଧି ସେହି ରସିକୁ ଗାଡ଼ିରେ ବାନ୍ଧି ଦେଇଥିଲେ ଏବଂ କଟକ ସହରରେ ତାଙ୍କୁ ଘୁସାରୀ ଘୁସାରୀ 2km ଦୌଡ଼ାଇଥିଲେ |ଜଗନ୍ନାଥ ବେହେରା ଗାଡିର ଗତି ସହ ଦୌଡୁଥିଲେ ଏବଂ ପରେ ତାଙ୍କୁ ଆଣି ତାଙ୍କ ଘରେ ଛାଡି ଦେଇ ଯାଇଥିଲେ | ମାତ୍ର ଏହି ଖବର ସେ ପୋଲିସ ପାଖରେ ଜଣାଇ ନଥିଲେ,ଗରିବ ଲୋକ କାହାକୁ କିଛି କହିବାର ସାହସ ନଥାଏ ତେଣୁ ସେ ଏହି ଘଟଣା ପରେ ସାଇଲେଣ୍ଟ ହୋଇ ଯାଇଥିଲେ |କିନ୍ତୁ ଏହି ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ପୀଡିତ ଜଗନ୍ନାଥ ବେହେରା ମଧ୍ୟ୍ୟ ସେଠାରେ ଉପସ୍ଥିତ ହୋଇଥିଲେ |

ମାତ୍ର 1500ଶହ ପାଇଁ ଟଙ୍କା ଏପରି ଘଟଣା କେବେ ହୋଇ ନଥିଲା,କଟକ ସହରରେ ଏପରି ତାଲିବାହିନୀ ଶାସନର ନମୁନା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା |ଖାଲି କଟକ ସହରରେ ନୁହଁ ଏପରି ଘଟଣା ଏ ପ୍ରଯ୍ୟନ୍ତ କୌଣସି ଠାରେ ଦେଖିବାକୁ ମିଳିନାହିଁ |ସତରେ ଜଗନ୍ନାଥ ବେହେରାଙ୍କ ସହିତଘଟି ଯାଇଥିବା ଘଟଣାଟି ବହୁତ କଷ୍ଟ ଦାୟକ ଅଟେ,କଟକ ସହରରେ ଏହି ତାଲିବାହିନୀ ସାଶନ ଓ ଜଗନ୍ନାଥ ବେହେରାଙ୍କ ସହ ଘଟି ଯାଇଥିବା ଖବର ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment