ହଁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ କି ବ୍ରହ୍ମପୁର ରେ ଦୀପିକା ଆଉ ଦୀନେଶ ଙ୍କ କଥା ବେଶ ଭାଇରାଲ ହେବାରେ ଲାଗିଛି | ତେବେ ବହୁ ଚର୍ଚ୍ଚିତ ଦୀନେଶ ଓ ଦୀପିକା ଙ୍କ କାହାଣୀ ଏବେ ଅନ୍ତିମ ହେବାକୁ ଯାଉଛି | ବହୁ ଦିନ ଧରି ନିଜର ସ୍ୱାମୀ ଅଧିକାର ଓ ପିଲାର ବାପା ପରିଚୟ ପାଇବା ପାଇଁ ପ୍ରେମିକର ଘର ବାରଣ୍ଡାରେ ଧାରଣା ରେ ବସିଥିବା ବ୍ରହ୍ମପୁର ଦେଶୀ ବେହେରା ସାହି ର ଦୀପିକାଙ୍କୁ ଦୁଃଖ ଏବେ ଶେଷ ହେବାକୁ ଯାଉଛି | ତେବେ ପୂର୍ବରୁ ମିଳିଥିବା ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବରୁ ଦୀନେଶ ଓ ଦୀପିକା ଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ | ଆଉ ସେହି ପ୍ରେମ ସମ୍ପର୍କ ଶାରୀରିକ ସମ୍ପର୍କ ର ରୂପ ନେଲା ପରେ ଦୀପିକା ଏକ କମଳ ମୋତି ଶିଶୁ କୁ ଜନ୍ମ ଦେଇଥିଲେ |ଆଉ ତାପରେ ଦୀପିକା ଙ୍କୁ ଭଲ ପାଇ ଦୀପିକାଙ୍କ ପିଲା ଜନ୍ମ ପରେ ଦୀପିକା ଙ୍କୁ ଛାଡି ଦେଇଥିଲେ ତାଙ୍କ ପ୍ରେମିକା ଦୀନେଶ | କିନ୍ତୁ ବର୍ତ୍ତମାନ କଳ୍ପନା ରାଇଜରେ ବୁଲୁଛନ୍ତି ଦୀପିକା | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |
ହଁ ଦର୍ଶକ ବନ୍ଧୁ ଦୀର୍ଘ ଦିନ ଧରି ନିଜର ପିଲାକୁ ବାପା ର ପରିଚୟ ଦେବା ପାଇଁ ବସିଥିବା ଦୀପିକା ଙ୍କର ଧାରଣା ର ଏବେ ଅନ୍ତ ହେବାକୁ ଯାଉଛି | ଭଲ ପାଇ ନିଜର ସର୍ବସ୍ୱ ଦେଇସାରିଥିବା ଦୀପିକା ଏବେ ସେ ସବୁକୁ ଫେରି ପାଇବା କୁ ନେଇ ଏବେ ଦୀପିକା ଖୁସି ରେ ଥିବା ଜଣା ପଡିଛି | ତେବେ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ଦୀନେଶ କୁଆଡେ ତାଙ୍କ ପୁଅକୁ ଦେଖା କରିବା ଆସିଛନ୍ତି | ଆଉ ପୁଅକୁ ଦେଖି ଦିନେଶ ଙ୍କ ଆଖିରୁ ଲୁହ ଝରିଯାଉଛି |
ତେବେ ସେପଟେ ପୁଅ ମଧ୍ୟ ବାପା କୁ ପାଖରେ ପାଇ ଖୁସିରେ ନାଚି ଉଠୁଛି | ଆଉ କହୁଛି ମୋତେ ମୋ ବାପା ର ପରିଚୟ ମିଳିଗଲା | ମୋତେ ଆଉ କୁଆଡେ ଛାଡିକି ଯିବନି ବାପା | ଏମିତି କହି ପୁଅ ତା ବାପା ଙ୍କୁ ଜାବୁଡି ଧରିଛି |ତେବେ ଏତେ ଦୁଃଖ କଷ୍ଟ ସହି ଦୀପିକା ସେ ସବକୁ ନ ଭୁଲି ନିଜର ଅଧିକାର ଓ ନିଜର ପିଲାର ଅଧିକାର ପାଇବା ପାଇଁ ଦୀର୍ଘ ଦିନ ହେବ ଦୀନେଶ ଙ୍କ ଘର ଆଗରେ ଧାରଣା ରେ ବସି ରହିଛନ୍ତି | ତେବେ ଏହି ଧାରଣା ବସିବା ବେଳେ ତାଙ୍କୁ ବହୁତ ଦୁଃଖ କଷ୍ଟ ମଧ୍ୟ ସହିବାକୁ ପଡୁଛି |
ତେବେ ଏତେ ସବୁ ଘଟଣା ଘଟିଯାଇଛି ହେଲେ ଦୀପିକା ହାର ନ ମାନି ସେମିତି ଧାରଣା ବସିଛି | ଆଉ ଏବେ ମହିଳା କମିଶନର କାର୍ଯ୍ୟାଳୟ ବସି ଭାବୁଛନ୍ତି ଦୀନେଶ ଆସିଛନ୍ତି ମୋ ପୁଅକୁ କୋଳେଇ ନେଉଛନ୍ତି | ଆଉ ତା ମନ ପସନ୍ଦର ଚକୋଲେଟ ବି ନେଇଆସିଛନ୍ତି | ତେବେ ମହିଳା କମିଶନର ଦେଇଥିବା ତାରିଖ ଦୀନେଶ ନ ଆସିବାରୁ ପୁଣି ଥରେ ଗଞ୍ଜାମ ରୁ ଭୁବନେଶ୍ୱର ଫେରିଗଲେ ଦୀପିକା | ଆଉ ମନରେ ବିଭିନ୍ନ ଆଶା ରଖି ଆସିଥିବା ଦୀପିକା ଙ୍କ ସ୍ବପ୍ନ ସବୁ ଭାଙ୍ଗି ଯାଇଛି ବୋଲି କହିଛନ୍ତି | କିନ୍ତୁ ଦୀପିକା ଆଶା ଛାଡ଼ି ନାହାନ୍ତି | ଆଉ ନ୍ୟାୟ ପାଇଁ ସେ ଲଢ଼ିବେ ବୋଲି କହିଛନ୍ତି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।