ହଁ ବନ୍ଧୁଗଣ ଦିନ କୁ ଦିନ ଆମ ସମାଜ ଖରାପ ଆଡକୁ ଗତି କରିବାକୁ ଲାଗିଲାଣି | ଆଉ ଯେଉଁଠି ଶାଶୂ ଶଶୂର ଙ୍କୁ ସଂମ୍ମାନ ଦେବା ତ ଦୂରରେ ଥାଉ ଶାଶୂ ଘରେ ରହିକି ବୋହୂ ନିଶା ଜିନିଷ ର ସେବନ କରିବା ପାଇଁ ଲାଗିଛି | ଆଉ ସ୍ୱାମୀ ଣ ଥିବା ଅବସ୍ଥାରେ ଏହି ଭଳି କିଛି କାମ କରୁଥିବାର ସୂଚନା ମିଳିଥିଲା ଆଉ ଯାହାକୁ ବିରୋଧ କରିବାରୁ ବୋହୂ ଜଣଙ୍କ ଶାଶୂ ଶଶୂର ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ | କହିଥିଲେ କି ଯେତେବେଳେ ଆପଣ ମାନେ ବୋହୂ ଦେଖିବା ପାଇଁ ଯାଇଥିଲେ ସେତେବେଳେ କଣ ପଚାରିଥିଲେ କି ତାଙ୍କର ବୋହୂର ଏହି ଭଳି ନିଶା ଅବସ୍ଥା ଏସଜି କି ନାହିଁ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଟି ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ଟି ଘଟିଛି ବାଲିଅନ୍ତା ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଶାଶୂ ଶଶୂର ଙ୍କ ସହିତ ବୋହୂ ଜଣଙ୍କ ରହୁଥିଲେ ଭୁବନେଶ୍ୱର ସ୍ଥିର ବାସ ଭବନ ରେ | ଆଉ ଯେଉଁଠି କୁହାଯାଉଛି କି ସ୍ୱାମୀ ଜଣଙ୍କ ଫୋରେନ ରେ ରହୁଥିଲେ | ଆଉ ପୁଅ ଣ ଥିବା ସମୟରେ ବୋହୂ କରିଥିଲେ କିଛି ଅଜବ କାଣ୍ଡ | ଆଉ ଯେଉଁଠି ବୋହୂ ଜଣଙ୍କ ଲୁଚି ଲୁଛି ମଦ, ସିଗାରେଟ ଓ ହୁଙ୍କା ତନୁ ଥିବାର ଦେଖିବାକୁ ମିଳିଥିଲା | ଆଉ ପରେ ଶାଶୂ ଶଶୂର ତାହା ଦେଖିବା ପରେ ବୋହୂ ଙ୍କୁ ଏହିଭଳି ନିଶା ଦ୍ରବ୍ୟ ସେବନ କୁ ବାରଣ କରିଥିଲେ |
କିନ୍ତୁ ଏହି କଥା ର ଜବାବ ଦେଇଥିଲେ ବୋହୂ ଜଣଙ୍କ | ଆଉ କହିଥିଲେ ଆପଣ ଯେତେବେଳେ ବୋହୂ ଦେଖିବା ପାଇଁକି ଯାଇଥିଲେ ସେତେବେଳେ କଣ ପଚାରିଥିଲେ କି ବୋହୂ ଏମିତି ନିଶା ଦ୍ରବ୍ୟ ସେବନ କରୁଛି କି ନାହିଁ | ଆଉ ତାହା ଛଡା ଆପଣଙ୍କ ପୁଅ ମଧ୍ୟ ବାହାରେ ନିଶା ସେବନ କରୁନାହିଁ ବୋଲି କଣ ଗ୍ୟାରେଣ୍ଟି ରହିଛି | ତେବେ ବୋହୂ ଜଣଙ୍କ ଆହୁରି ମଧ୍ୟ କହିଥିଲେ କି ଇଞ୍ଜିନିଅରିଙ୍ଗ ପଢିବା ସମୟରେ ତାଙ୍କର ଏହିଭଳି ଅଭ୍ୟାସ ରହିଛି ବୋଲି କହିଥିଲେ |
ଆଉ ତାହା ଛଡା ବୋହୂ ଜଣଙ୍କ କହିଥିଲେ କି ସେ ଘରେ ରହିକି ସେବନ କରୁଛନ୍ତି ତ କିଛି ଅସୁବିଧା ନାହିଁ | ଆଉ ତାହା ପରେ ବୋହୂ ଜଣଙ୍କ ତାଙ୍କର ସାଙ୍ଗ ମାନଙ୍କ ସହିତ ସେବନ କରିବାକୁ ଲାଗିଥିଲେ ଆଉ ଯାହା ଫଳରେ ବୃଦ୍ଧ ଶାଶୂ ଶଶୂର ଥାନା ରେ ଯାଇକି ଏହି ବିଷୟରେ ଅଭିଯୋଗ କରିବା ପରେ ମଧ୍ୟ କିଛି ବି ସୁଫଳ ମିଳିନ ଥିଲା | ଆଉ ଯାହା ଫଳରେ ଶାଶୂ ଶଶୂର ବାହାରେ ରହୁଥିଲେ | ତେବେ ବୋହୂ ଜଣଙ୍କ ଅନ୍ୟ ପୁରୁଷ ସହିତ ଗୋଆ ରେ ଯାଇ ଫୋଟ ଉଠାଇ ସୋସିଆଲ ମିଡିଆରେ ସେୟାର କରିବାର ଖବର ପାଇଁକି ହାଇକୋର୍ଟ ର ଦ୍ଵାରସ୍ତ ହୋଇଛନ୍ତି ସେମାନେ | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।