୨ଥର ଶାରିରୀକ ସମ୍ପର୍କ ରଖ କିନ୍ତୁ ହାତରେ ଟଙ୍କା ଦିଅ… PhonePe ରେ ନେବି ନାହିଁ… ଦେଖନ୍ତୁ ଭାଇରାଲ Video

ହଁ ବନ୍ଧୁଗଣ ଗୋଟିଏ ପରେ ଗୋଟିଏ ନୂଆ ନୂଆ ତଥ୍ୟ ଭାଇରାଲ ହେବାକୁ ଲାଗିଛି ଅର୍ଚନା ନାଗ ଙ୍କ ବିଷୟରେ | ଆଉ ପ୍ରତେକ ଦିନ ତାଙ୍କର ଏହି କଳା କାରନାମା ର ନୂଆ ତଥ୍ୟ ସମସ୍ତଙ୍କ ସାମ୍ନାକୁ ଆସୁଛି ଆଉ ଅର୍ଚନା ନାଗ ଙ୍କର ଗୁମର ଖୋଲିବାରେ ଲାଗିଛି | ଆଉ ଯାହା ଜଣା ପଡିଛି କି କେଉଁ ଭଳି ଭାବରେ ନିଜର ଭୟଙ୍କର ବୁଦ୍ଧି କୁ ଖଟାଇ ସେ ଲୋକ ମାନଙ୍କୁ ତାଙ୍କର ମାୟା ଜଳରେ ଫୋସାଉଥିଲେ ବୋଲି | ଆଉ ଏଠାରେ ଜଣା ପଡିଛି କି ଅର୍ଚନା ଅନଲାଇନ ରେ ଟଙ୍କା ନ ନେଇ ହାତରେ ଟଙ୍କା ନେଉଥିଲେ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯେତେବେଳେ ଦଶମ ପାସ କରିଲେ ଅର୍ଚନା ର ଇଛା ଆଉ ମା ଙ୍କର ଇଚ୍ଛା ମିଶି ନ ଥିଲା | ଆଉ ଯେଉଁଥିପାଇଁ ଅର୍ଚନା ଘର ଛାଡ଼ି ଭୁବନେଶ୍ୱର ପଳେଇ ଯାଇଥିଲେ ଆଉ ସେଠାରେ ଗୋଟିଏ ପାର୍ଲର ରେ ରହି କାମ କରୁଥିବା ବେଳେ ସେହି ପାର୍ଲର କୁ ବହୁତ ଧନୀ ଓ ସମ୍ଭ୍ରାନ୍ତ ଘରର ଝିଅ ବୋହୁ ମାନେ ଆସୁଥିଲେ | ଆଉ ସେତେବେଳେ ଅର୍ଚନା ଶାବନି ଥିବାରୁ ସେହି ମାନଙ୍କ ଭଳିଆ ଗୋରା ହୋଇ ସେହି ମାନଙ୍କ ଭଳିଆ ଜୀବନ ବିତାଇବାକୁ ଚେଷ୍ଟା କରିଥିଲେ ଅର୍ଚନା | ଆଉ ସେଥିପାଇଁ ସେ ସୁନ୍ଦରୀ ହୋଇ ସମ୍ଭ୍ରାନ୍ତ ଙ୍କ ଭଳି ଦେଖା ଯିବାକୁ ମଧ୍ୟ ଚେଷ୍ଟା କରୁଥିଲେ |

ଆଉ ତାହା ପରେ ସ୍ୱାମୀ ଓ ସ୍ତ୍ରୀ ମିଶିକି ଆରମ୍ଭ କରିଥିଲେ ଏହିଭଳି କାମ | ଆଉ ଯେଉଁଠି ଅର୍ଚନା ନିଜର ଦେହକୁ ନେଇକି ଆରମ୍ଭ କରିବାକୁ ଲାଗିଥିଲେ ରୋଜଗାର | ଆଉ ତାହା ପରେ ସେକ୍ସ କାମ କରିକି ନିଜର ଘରକୁ ନିଜର ପ୍ରେମ ଜାଲରେ ଫୋସାଇ ଆଣୁଥିଲେ ବଡ଼ ବଡ଼ିଆ ବାବୁ, ନେତା, ମନ୍ତ୍ରୀ ମାନଙ୍କୁ | ଆଉ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ ଆଉ ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟ କୁ ସୁଟ କରି କରିବାକୁ ଲାଗୁଥିଲେ ବ୍ଲାକ ମେଲିଙ୍ଗ |

ତେବେ ଅର୍ଚନା ଏହି ଭଳି କରିବା ଫଳରେ କିଏ ଖୁସି ରେ ଆଉ କିଏ ବାଧ୍ୟରେ ଟଙ୍କା ଦେଉଥିଲେ | କିନ୍ତୁ ଅର୍ଚନା ଅନଲାଇନ ଟ୍ରାନଯାକ୍ସନ ରେ ଟଙ୍କା ନେଉ ନ ଥିଲେ | ସେ କହୁଥିଲେ କି ଦେଖା କର ଆଉ ହାତରେ ଟଙ୍କା ଦିଅ ଆଉ ଯଦି ଚାହୁଁଛ ତ ଆଉ ଥରେ ସେକ୍ସ କର ଆଉ ଟଙ୍କା ଦେଇକି ଯାଉ | ତେବେ ଅର୍ଚନା ଜାଣିଥିଲେ କି ଯଦି ଅନଲାଇନ ରେ ଏତେ ଟଙ୍କା ଟ୍ରାନ୍ସଫର ହେବ ତାହେକେ ନିହାତି ବ୍ୟାଙ୍କ ଵାଲା ଓ ଇନକମଟେକ୍ସ ଵାଲା ତାଙ୍କ ଉପରେ ନଜର ରଖିବେ ବୋଲି | ଆଉ ଅର୍ଚନା ଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଚାରିଆଡେ ବେଶ ଭାଇରାଲ ହେବାରେ ଲାଗୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment