ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏଭଳି କିଛି ଘାଟଣ ସାମ୍ନା କୁ ଆସିଥାଏ ତାହା ସମସ୍ତଙ୍କୁ ବେଶ ଆକୃଷ୍ଟ କରେଇଥାଏ | ତେବେ ସେହି ଭଳି ଆପଣ ମାନେ ଯାତ୍ରା ଦୁନିଆ କଥା ବେଶ ଭଲ ଭାବରେ ଶୁଣିଥିବେ | ତେବେ ସେହି ଯାତ୍ରା ରେ ଅଭିନୟ କରି ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଘର କରି ପାରିଛନ୍ତି ଆମ ସମସ୍ତଙ୍କର ପ୍ରିୟ କଳାକାର ଟିକିନା ଅପା | ଆଉ ତାଙ୍କର ଅଭିନୟ ଥିଲା ଜୀବନ୍ତ ଆଉ ଯାହା ସମସ୍ତଙ୍କର ମନକୁ ମଧ୍ୟ ବେଶ ଆକୃଷ୍ଟ କରେଇଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆମେ ସମସ୍ତେ ଜାଣିଛୁ କି ଯାତ୍ରା କଳାକାର ମାନେ ହେଉଛନ୍ତି ଜୀବନ୍ତ କଳାକାର ଆଉ ଯେଉଁ ମାନଙ୍କର କଳାକାର ରେ ରହିଛି ଯାଦୁ | ଆଉ ଯେଉଁଥିପାଇଁ ତ ସେମାନେ ଯେତେବେଳେ ଅଭିନୟ କରନ୍ତି ଦେଖୁଥିବା ସବୁ ଦର୍ଶକ ମାନେ ତାଙ୍କର ସେହି ଅଭିନୟ ର ଯାଦୁ ରେ ମଜି ଯାଇଥାନ୍ତି | ଆଉ ଯେଉଁଠି ସେମାନଙ୍କର ଅଭିନୟ ରେ ଥିବା ଯାଦୁ ରେ କଳାକାର ମାନେ ହସିଲେ ଦର୍ଶକ ମାନେ ହସନ୍ତି ଓ କଳାକାର ମାନେ କାନ୍ଦିଲେ ସେମାନେ ମଧ୍ୟ କାନ୍ଦିବାକୁ ଲାଗିଥାନ୍ତି | ତେବେ ସେହି ଭଳି ଏକ ଅଭିନୟ ର ଯାଦୁ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ |
ଆଉ ଯେଉଁଠି ଦେଖିବାକୁ ମିଳିଛି ଇଷ୍ଟର୍ଣ ଯାତ୍ରା ମଞ୍ଚରେ କି ସୁନ୍ଦର ଭାବରେ ଅଭିନୟ କରିବାକୁ ଲାଗିଛନ୍ତି ଟିକିନା ଅପା | ଆଉ ତାଙ୍କର ଅଭିନୟ କୁ ଦେଖିକି ସମସ୍ତେ ମଧ୍ୟ ତାଙ୍କ ଆଡକୁ ବେଶ ଆକୃଷ୍ଟ ହେବାକୁ ଲାଗିଛନ୍ତି | ଆଉ ଯେଉଁଠି କୁହାଯାଉଛି କି ସତରେ ତାଙ୍କର କଥା ଆଉ ଆଖିରେ ରହିଛି ଯାଦୁ, ଯେଉଁଥିପାଇଁ ସେ ଆଜି ଏତେ ବଡ଼ ପ୍ରସଂଶା ର ଅଧିକାରିଣୀ ହୋଇ ପାରିଛନ୍ତି | ତେବେ ଆମେ ଜାଣିଛୁ ସାଧାରଣତଃ ଯାତ୍ରା ବା ଅପେରା ଅମର ଗାଁ ଅଞ୍ଚଳରେ ଲୋକ ମାନେ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି | ଆଉ ବିଶେଷ କରିକ ପୁରୁଣା ଜମାନାର ଲୋକ ମାନେ ଯାତ୍ରା ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି |
ତେବେ ବର୍ତ୍ତମାନ ସମସ୍ତେ ଯାତ୍ରା କୁ ପସନ୍ଦ କରୁଛନ୍ତି ଆଉ ଯାହା ଟିଭି ପରଦାରେ ମଧ୍ୟ ଦେଖିବାକୁ ମିଳିଛି | ଆଉ ଏହି ଯାତ୍ରା ରେ ଅଭିନୟ କରିକି ସମସ୍ତଙ୍କର ବେଶ ପ୍ରସଂସାର ପାତ୍ର ହୋଇ ପାରୁଛନ୍ତି ଯାତ୍ରା କଳାକାର ମାନେ | ଆଉ ଏଠାରେ ସେହିଭଳି ଜଣେ ବହୁତ ଫେମସ ଯାତ୍ରା କଳାକାର ହେଉଛନ୍ତି ଟିକିନା ଅପା | ଆଉ ଯିଏ କି ଯାତ୍ରାରେ ନିଜର ଅଭିନୟ ର ଝଲକ ଦେଖାଇ ସମସ୍ତଙ୍କ ହୃଦୟରେ ଜାଗା ବନାଇ ପାରିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।