Bastu Tips – ଧନ ବର୍ଷା କରୁଥିବା ଫୁଲ, ଆଜି ହିଁ କରନ୍ତୁ ଏହି ଉପାୟ

0

ଏହା ହେଉଛି ଅପରାଜିତା ଫୁଲ l ଏହି ଫୁଲକୁ ଶନିବାର ଦିନ ଭଗବାନ ଶନି ଦେବଙ୍କୁ ଦେଇ ପୂଜା କଲେ, ଆମେ ଶନି ଦେବଙ୍କ କୃପା ଲାଭ କରିଥାଉ l ଅପରାଜିତା ଫୁଲର ଅନ୍ୟ ନାମ ହେଉଛି ନୀଳକଣ୍ଠ l ଏହା ଶିବଙ୍କର ଅନ୍ୟ ଏକ ନାମ ଅଟେ l ଏହା ମାତା ଦୁର୍ଗାଙ୍କ ଅନ୍ୟ ନାମ ମଧ୍ୟ ଅଟେ l ଅପରାଜିତା ଫୁଲ ଶିବ ଓ ଶକ୍ତିଙ୍କର ସ୍ୱରୂପ ଅଟେ l ଏହି ଫୁଲଟି ବହୁତ ଚମତ୍କାରୀ ଏବଂ ଏହାର ବହୁତ ଗୁଣ ମଧ୍ୟ ରହିଛି l

ଏହି ଅପରାଜିତା ଫୁଲ ଆମକୁ ସବୁ ଜାଗାରେ ଅତି ସହଜରେ ମିଳି ଯାଇ ଥାଏ l ସବୁ ଋତୁରେ ମଧ୍ୟ ଏହି ଫୁଲ ଫୁଟି ଥାଏ l ଏହି ଅପରାଜିତା ଫୁଲର ସଠିକ ପ୍ରୟୋଗ ଦ୍ୱାରା ଆମର ବହୁତ କିଛି ଲାଭ ହୋଇ ଥାଏ l

ଏହି ଫୁଲ ଆମକୁ ଧନ ଏବଂ ସୌଭାଗ୍ୟ ଆଣି ଦେଇ ଥାଏ l ତେବେ ଏହି ଅପରାଜିତା ଫୁଲର କିପରି ଭାବେ ପ୍ରୟୋଗ କରିବା ଆସନ୍ତୁ ସେହି ବିଷୟରେ ଜାଣିବା l ଆପଣ ଯଦି ଧନକୁ ନେଇ କିଛି ସମସ୍ୟାରେ ଅଛନ୍ତି ତେବେ apan ଆପଣ ଏଥିରୁ ବାହାରି ଯିବେ ଓ ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହେବ l

ଆମର କିଛି ଅସୁବିଧା ମଧ୍ୟ ହେବ ନାହିଁ l ଏହି ଉପାୟକୁ କରିବା ସମୟରେ ଆପଣଙ୍କୁ କେହି ନଦେଖିବା ଦରକାର ଏବଂ ଯେମିତି କେହି ନଦେଖାନ୍ତି l ତେବେ ଆପଣଙ୍କୁ ଏହାର ସଠିକ ଫଳ ପ୍ରାପ୍ତ ହେବ l ସଂସ୍କୃତରେ ଏହାକୁ ବିଷ୍ଣୁକାନ୍ତା ବୋଲି କୁହାଯାଏ l ଏହି ଫୁଲଟି ଶିବ, ପାର୍ବତୀ, ଗଣେଶ ଓ କାର୍ତିକଙ୍କର ପ୍ରିୟ ନୁହେଁ ହନୁମାନ ଓ ଶନିଦେବଙ୍କର ମଧ୍ୟ ପ୍ରିୟ ଅଟେ l ଏହି ଫୁଲ ଦ୍ୱାରା ଆମର କଣ ସବୁ ହଇଥାଏ ଆସନ୍ତୁ ଜାଣିବା l

1- ଏହି ଫୁଲ ଆମର ଘର ଉପରେ ଥିବା କୁଦୃଷ୍ଟି ଏବଂ ଧନର ଆଗମନ ମଧ୍ୟ ହୋଇଥାଏ ଓ ତନ୍ତ୍ର ମନ୍ତ୍ରକୁ ମଧ୍ୟ ଦୂର କରିଥାଏ l ଶନିବାର ଦିନ ରାତିରେ ଆପଣ ଫୁଲର ମାଳ ତିଆରି କରି ଆମ ଘରର ମୁଖ୍ୟ ଦ୍ୱାରରେ ଟଂଗାଇ ଦିଅନ୍ତୁ l ଏହା ଦ୍ୱାରା ଭୁତପ୍ରେତାର ନଜର ଦୂର ହୋଇଥାଏ l ସକାରାତ୍ମକ ଉର୍ଜାରେ ଆଭାସ ହୋଇଥାଏ l ଧନର ସମସ୍ୟା ମଧ୍ୟ ଦୂର ହୁଏ l

2- କରଜ ଦୂର ଏବଂ ଧନ ପ୍ରାପ୍ତିର ଯୋଗ – ଶନିବାର ଓ ସୋମବାର ଦିନ ରାତିରେ ପାଞ୍ଚଟି ଫୁଲକୁ ଗୋଟିଏ ନଦୀରେ ଭସାଇ ଦିଅନ୍ତୁ ଓ ଆପଣଙ୍କ ଇଷ୍ଟ ଦେବଦେବୀଙ୍କୁ ସ୍ମରଣ କରନ୍ତୁ l ଏହା କଲେ ଧନର ସମସ୍ୟା ଦୂର ହୋଇଯିବ ଓ କରଜରୁ ମୁକ୍ତି ମଧ୍ୟ ପାଇପାରିବl l

3- ମନ ପସନ୍ଦର ଚାକିରୀ ପାଇବା ପାଇଁ ଚାଁହୁଛନ୍ତି ଆପଣ ଦୁର୍ଗା ଓ ପାର୍ବତୀଙ୍କୁ ଏଗାରଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ l ତେବେ ଆପଣଙ୍କ ମନ ବାଞ୍ଛା ପୂର୍ଣ୍ଣ ହୋଇଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।