ଦେଖନ୍ତୁ Viral ଭିଡ଼ିଓ : ଧାନ ବିଲରେ ଭାଉଜ ଦିଅର ଗଡାପଡା, ଦେଖିବା ପରେ ନିଜକୁ ସମ୍ଭାଳି ପାରିବେନି ଆପଣ…

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି କିପରି ଭାବରେ ଅସଭ୍ୟ ଆଚରଣ ଭଳି ନିନ୍ଦନୀୟ କାର୍ଯ୍ୟ କଲାପ ଆଜିର ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି। ଆଉ ସେସବୁ ଘଟଣା କୁ ଅନୁଧ୍ୟାନ କଲେ ଆପଣ ଆପାତତଃ ଏତିକି ନିଶ୍ଚିତ ହୋଇ ଜାଉଥିବେ ଯେ ଆଜିର ଦୁନିଆରେ ସମ୍ପର୍କ ର ଗୁରୁତ୍ଵ ଆଜିର ମଣିଷ ପାଖରେ ପ୍ରାୟତଃ କିଛି ରହୁନାହିଁ। ଆଜିର ସମାଜରେ ଅନେକ ସମ୍ପର୍କ କଳୁଷିତ ହେବାରେ ଲାଗିଛି। ଯେଉଁଠି କେହି କାହାକୁ ସମ୍ମାନ ଦେଉ ନାହାନ୍ତି କି ସମ୍ମାନ ଜଣାଉ ନାହାନ୍ତି। ସେମାନଙ୍କ ପାଇଁ ଅନୈତିକ ସମ୍ପର୍କ ଏବଂ କାମନା ବାସନା ର ଇଚ୍ଛା ଅଧିକ ହୋଇ ଯାଉଛି।ଆଉ ଏହାର ବିପରୀତ ପ୍ରତିକ୍ରିୟା କଣ ରହିବ ସେଥିପ୍ରତି କାହାର ଦୃଷ୍ଟି ନାହିଁ କହିଲେ ଚଳେ।

ସେହିପରି ଏକ ଲଜ୍ୟା ଜନକ ଏକ ଅପ୍ରୀତିକର ଘଟଣା ଏବେ ଲୋକଲୋଚନକୁ ଆସିଛି। ଯାହା ଏକ ପ୍ରତିକୂଳ ବାତାବରଣ ସୃଷ୍ଟି କରିଛି ସ୍ଥାନୀୟ ଅଞ୍ଚଳରେ।ତେବେ କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ, କଣ ବଦଳିନି ଆଜିବି ମଣିଷର ନିମ୍ନ ମାନସିକତା। ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି। ବାରମ୍ବାର ଏମିତି ଘଟଣା କାହିଁକି ଘଟୁଛି ତାର ଉତ୍ତର କାହା ପାଖରେ ନାହିଁ। ସବୁଆଡେ ଯେମିତି ଏକ ସ୍ଵାର୍ଥ ପୂର୍ଣ୍ଣ ପରିବେଶ ଦେଖିବାକୁ ମିଳୁଛି। ତେଣୁ ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲଜ୍ୟା ବୋଧ କରାଇଥାଏ।

ଏହା ଭାବିବାକୁ ବାଧ୍ୟ କରିଥାଏ ଯେ ସତରେ କଣ ବଦଳି ଯାଇଛି ଏହି ଦୁନିଆ। ଆଉ ସମ୍ପର୍କର ମୂଲ୍ୟ କଣ ଏଠାରେ କିଛି ନାହିଁ?ତେବେ ଆମେ କହିବାକୁ ଯାଉଥିବା ଘଟଣାଟି କିଛି ସେହିପରି। ଯେଉଁଠାରେ ଧାନ ବିଲରେ ଭାଉଜକୁ କୁ ଗୋଡେଇ ଗୋଡେଇ ପିଟିଲା ଦିଅର।ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ନହରା ଗ୍ରାମ ପଂଚାୟତ ଅଞ୍ଚଳରେ। ସୂଚନା ଅନୁସାରେ ଘରୋଇ ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା କୁହା ଯାଉଅଛି। ଯାହାର ଏକ ଭିଡିଓ ଘଟଣା ଘଟିବା ପରେ ଏବେ ସୋସିଆଲ ମିଡିଆରେ ଘୁରି ବୁଲିଛି ଏବଂ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

କୌଣସି ଏକ ଘଟଣାକୁ ନେଇ ଦିଅର ଏବଂ ଭାଉଜ ଙ୍କ ଭିତରେ ଏପରି ଏକ କାଣ୍ଡ ଘଟିଛି।ତେବେ ଏହା ଏକ ସମାଲୋଚନା ର ବିଷୟ ହୋଇଥିବା ବେଳେ କେଉଁ କାରଣ କୁ ନେଇ ଘରୋଇ ବିବାଦ ପାଇଁ ସର୍ବ ସମ୍ମୁଖରେ ବିଲ ମଝିରେ ସେମାନେ ଏପରି ମାରପିଟ୍ ଲାଗିଛନ୍ତି ତାହା ଜଣା ପଡିନାହିଁ। ଦୁଇଜଣ ମାରପିଟ୍ ଲାଗିଥିବା ବେଳେ ଦୁଇଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିବା ଏ ଭିଡ଼ିଓରେ ଦେଖିବାକୁ ମିଳୁଛି। ତେବେ ସେମାନଙ୍କର ଏଭଳି କାର୍ଯ୍ୟ କଲାପର ଦୃଶ୍ୟକୁ କେହି ଜଣେ ରେକର୍ଡ କରିବା ପରେ ଏହା ଭାଇରାଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment