ଦେଖନ୍ତୁ Shocking ଭିଡ଼ିଓ : ଧନ ଲୋ ତୁ ହେଲୁନି ମୋର… ମୁଁ ଛାଡ଼ୁଛି ଦୁନିଆ….

ସମୟ ଏବେ ଏମିତି ହୋଗଲାଣି ଯେଉଁଠାରେ ପ୍ରେମ ସମ୍ପର୍କ କୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ଘଟଣା ମାନ ଦେଖିବାକୁ ମିଳିଛି। ଏବେ ପୁଣି ଜଣେ ସୌମ୍ୟ ନାମକ ଏକ ଯୁବକ ର ମଧ୍ୟ ପ୍ରେମ ପାଇଁ ଜୀବନ ଯାଇଛି।ଆଉ ସେହି ସୌମ ପ୍ରଥମେ ପ୍ରେମ କରିଥିଲେ ପରେ ପ୍ରତାରଣା ସହି ପାରି ନଥିଲେ ଆଉ ତାହା ପରେ ଯାହା ହେଲା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏଠାରେ ପୁଣି ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।ଆଉ ଏମିତି ଏବେ ଅନେକ ସମୟରେ ଘଟି ଯାଉଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ଆଉ ଏବେ ଜଣେ ଯୁବକ ପ୍ରେମ କରିବା ପରେ ତାଙ୍କ ସହିତ ଏମିତି କିଛି ହେଲା ଯାହା ପାଇଁ ଶେଷରେ ସେ ନିଜର ଜୀବନ କୁ ବାଜି ରେ ଲଗେଇ ଦେଲେ। ସେହି ଯୁବକ ଜଣଙ୍କ ନିଜ ପ୍ରେମିକା କୁ ପାଇବା ପାଇଁ ନିଜର ଜୀବନ କୁ ଜଳାଞ୍ଜଳି ଦେଇ ଦେଲେ ହେଲେ ତାଙ୍କର ପ୍ରେମିକାର ଆଉ ଜଣଙ୍କ ସହିତ ବାହାଘର ହୋଇଗଲା ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓ ଟିରେ ଜଣେ ଯୁବକ ପ୍ରେମ କରିବା ପରେ ପ୍ରେମିକା ଆଉ ଜଣଙ୍କ ସହିତ ବିବାହ କରି ଦେଇଛି ଯାହା ପାଇଁ ସେହି ପୁଅ ଟି ଏମିତି କିଛି କରି ଦେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଉଛି।

ଆଉ ଏଠାରେ ଯାହା ସୂଚନା ଯୋଗ୍ୟ ଯେ ଯୁବକ ଜଣଙ୍କ ବାଲେଶ୍ଵର ଅଂଚଳ ର ସୋର ନିକଟରେ ଏକ ଯୁବତୀ ପ୍ରେମ କରିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ଭଲ ସମ୍ପର୍କ ରହିଥିଲା ହେଲେ ପରବର୍ତ୍ତୀ ସମୟରେ ସେହି ଯୁବତୀ ଜଣଙ୍କ ଆଉ ଜଣେ ଯୁବକ ସହିତ ବିବାହ ହୋଇ ଯାଇଥିଲା ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା। ଏହି ଯୁବକ ଜଣଙ୍କ ରାଜ୍ୟ ବାହାରେ କାମ କରନ୍ତି ଯାହା ଏଠାରେ ଶୁଣିବାକୁ ମିଳିଛି। ସେହି ପ୍ରେମିକା ଜଣଙ୍କର ବାହାଘର ବିଷୟରେ ଶୁଣିବା ପରେ ସଂଗେ ସଂଗେ ପ୍ରେମିକ ଜଣଙ୍କ ଗାଁ ରେ ପହଂଚି ଯାଇଥିଲେ ତା ସହିତ ଟିକେ ଦେଖା କରିବା ପାଇଁ।

ଏହି ଘଟଣା ଟିରେ ବାହାଘର ସମ୍ପର୍କରେ ଜାଣିବା ପରେ ବିବାହର କିଛି ଦିନ ପୂର୍ବରୁ ଗାଁ ରେ ପହଂଚି ଯାଇଥିଲେ ହେଲେ ତାଙ୍କର ଅନ୍ୟ ଯୁବକ ଜଣଙ୍କ ସହିତ ବିହାଘର ଠିକ ହୋଇ ଯାଇଥିଲା। ବୁଧବାର ଦିନ ରାତିରେ ଏପଟେ ସେହି ଯୁବତୀ ବାହାଘର ହେବା ସମୟରେ ଏପଟେ ଯୁବକ ଟି ଆତ୍ମହତ୍ୟା ପାଇଁ ଗାଁ ଆଗକୁ ଟିକିଏ ଯାଇଥିଲେ ଏବଂ ସାଂଗ ରେ ମଦ ବୋତଲ ମଧ୍ୟ ନେଇଥିଲେ। ଆଉ ତା ପରେ ଆତ୍ମହତ୍ୟା କରି ଦେଇଥିଲେ ଯାହା ଏଠାରେ ସୁଚନା ଯୋଗ୍ୟ। ସେହି ଯୁବକ ଟି ପ୍ରଥମେ ପ୍ରେମ କରିବା ପରେ ପ୍ରତାରଣା ପାଇଥିଲେ ଯାହା ପାଇଁ ମାନସିକ ଚାପ ରେ ରହିବା ପରେ ଏମିତି କରି ଦେଇଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment