jitu das amrutabani : ଆଜି 16.12.2022 ପବିତ୍ର ( ଧନୁ ସଂକ୍ରାନ୍ତି ) ଏହି 4ଟି ରାଶି ହେବାକୁ ଯାଉଛନ୍ତି କୋଟିପତି ,ଆଉ ୮ ଟି ରାଶି ସତର୍କ ରୁହନ୍ତୁ….ଜଣାନ୍ତୁ କେଉଁ ରାଶି ଗୁଡିକ …

ବନ୍ଧୁଗଣ ଆଜି ହେଉଛି ପବିତ୍ର ଧନୁ ସଂକ୍ରାନ୍ତି, ଏହି ସଂକ୍ରାନ୍ତିରେ ଗ୍ରହ ମାନଙ୍କ ଚଳନ କାରଣରୁ ଏହା ଆମର ରାଶି ଚକ୍ରର ପାଞ୍ଚ ଗୋଟି ରାଶି ଉପରେ ଗଭୀର ପ୍ରଭାବ ପକାଉଛି |ଗ୍ରହ ଓ ନକ୍ଷତ୍ର ମାନଙ୍କ ପ୍ରଭାବରୁ ଏହି ପାଞ୍ଚ ଗୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଚମକି ଉଠିବ, ସେମାନଙ୍କର ପାଇଁ ଏହି ସମୟ ଅତ୍ୟନ୍ତ ଭଲ ସମୟ ଅଟେ |ମୁଁ ଆଜି ଆପଣକୁ ଏହି ପାଞ୍ଚ ଗୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ କଉଁ ସବୁ ପରିବର୍ତନ ଆସିବାକୁ ଯାଉଛି ସେ ବିଷୟରେ ଜଣେଇବି, ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚ ଗୋଟି ରାଶିର ବ୍ୟକ୍ତିମାନଙ୍କ ବିଷୟରେ |

ମେଷ ରାଶି :-

ଏହି ମେଷ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଘଟୁଥିବା ଏହି ମହା ସଂଯୋଗ କାରଣରୁ ଆପଣକୁ ଏକ ବହୁତ ବଡ଼ ଖୁସିରେ ଖବର ଏହି ସମୟରେ ମିଳିପାରେ |ଏହି ସମୟରେ ଆପଣଙ୍କର କୌଣସି ଅଭାବ ଦେଖାଯିବ ନାହିଁ କି ଆପଣ କୌଣସି ଧନ ଜନିତ ସମସ୍ୟାର ସାମ୍ନା ମଧ୍ୟ କରିବେ ନାହିଁ |ଆପଣ ଯଦି ବେକାର ଅଛନ୍ତି ତେବେ ଆପଣ ଏହି ସମୟରେ ଚାକିରୀ ପାଇପାରନ୍ତି,ଦାମ୍ପତ୍ୟ ଜୀବନରେ ଆପଣ ବହୁତ ଖୁସିରେ ରହିବା ସହିତ ସମାଜରେ ଅପଣଂକର ଖ୍ୟାତି ବଢିବ |ଏହା ରାଶିର ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଆଗେଇ ରହିବେ |

ଧନୁ ରାଶି :-

ଏହି ରାଶିର ବ୍ୟକ୍ତିମାନେ ପୂଜା ପାଠରେ ଅଧିକ ମନ ଦେବା ଆବଶ୍ୟକ କାରଣ ଆଗକୁ ଅସୁଥିବା ସମୟରେ ବହୁତ ବଡ଼ ଲାଭ ମିଳିପାରେ, ଏହି ସମୟରେ ଅପଣଂକର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ |ପରିବାରରେ ଖୁସିର ବାତାବରଣ ଦେଖାଯିବ, ଆପଣ ଏହି ସମୟରେ ଯେକୌଣସି କାର୍ଯ୍ୟ କରନ୍ତି ସେଥିରେ ଆପଣଙ୍କୁ ଶୁଭ ପରିଣାମ ମିଳିବ |

କୁମ୍ଭ ରାଶି :-

କୁମ୍ଭାରାଶିର ବ୍ୟକ୍ତିମାନଙ୍କ ପାଇ ଏହି ସମୟଟି ବହୁତ ଭାଗ୍ୟଶାଳୀ ରହିବ,ଏହି ମହା ସଂଯୋଗ କାରଣରୁ ଆପଣ ଏହି ସମୟରେ ପରିବାର ସହିତ ଧାର୍ମିକ ଯାତ୍ରାରେ ଯାଇପାରନ୍ତି |ଏହି ସମୟରେ ଆପଣ ବ୍ୟବସାୟରେ ଊନତି କରିପାରନ୍ତି,ଯଦି ଆପଣ ଦୁଃଖୀ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତି ତେବେ ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ଏବଂ ଆପଣ ଜୀବନରେ ଅନେକ ସଫଳତା ପ୍ରାପ୍ତ କରିବେ | ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହିତ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ |

ମୀନ ରାଶି :-

ଏହି ରାଶିର ବ୍ୟକ୍ତିଙ୍କ ପାଇ ଏହା ଅତ୍ୟନ୍ତ ଶୁଭ ସମୟ ଅଟେ, ଏହି ସମୟରେ ଆପଣ ବଡ଼ ଖୁସି ଖବର ପାଇ ବହୁତ ଖୁସି ହୋଇପାରନ୍ତି |ଏହି ସଂଯୋଗ କାରଣରୁ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରନ୍ତି |ଯଦି କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାପାଇଁ ଚାହୁଁଛନ୍ତି ତେବେ ଏହି ସମୟରେ ଆପଣ କରନ୍ତୁ କାରଣ ଏହି ସମୟ ଆପଣଙ୍କ ପାଇଁ ବହୁତ ଶୁଭ ସମୟ ଅଟେ |ତୁଲାରାଶି :-ଏହି ରାଶିର ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନରେ ଅନେକ ଖୁସି ଭରିଯିବା ସହିତ ଆପଣଙ୍କ ପାରିବାରିକ ସମସ୍ୟା ଦୂର ହୋଇଯିବ |ଭାଗ୍ୟ ସହଯୋଗ ଏମାନଙ୍କ ସହିତ ସର୍ବଦା ରହିବ ତେଣୁ ଏମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ପ୍ରାପ୍ତ କରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment