Exclusive : ଧରା ପଡ଼ିଲା ଟୁଙ୍ଗୁରୁ ( Tunguru ) ମିଛଖେଳ ଭଉଣୀ ନୁହେଁ ଗାର୍ଲ ଫ୍ରେଣ୍ଡ ଥିଲା ବର୍ଷା… ଶୁଣନ୍ତୁ ଭାଇରାଲ Audio Call…

ହଁ ଦର୍ଶକ ବନ୍ଧୁ ବେଶ କିଛି ଦିନ ହେଲା ପ୍ରେମ ସମ୍ପର୍କ କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଟୁଁଙ୍ଗୁରୁ ଭୋଳ ଓ ବର୍ଷା, ଆଉ ଯୋଉଁମାନଙ୍କର ପ୍ରେମ ସମ୍ପର୍କକୁ ନେଇ ଅନେକ ଜାଗାରେ ଅନେକ ଚର୍ଚ୍ଚା ହୋଇ ଅନେକ ଗୀତ ମଧ୍ୟ ବାହାରି ଯାଇଥିଲା , ସେ ହେଉଛନ୍ତି ଟୁଁଙ୍ଗୁରୁ ଓ ବର୍ଷା |ତେବେ ଟୁଁଙ୍ଗୁରୁ ଓ ବର୍ଷା ମଧ୍ୟରେ ପ୍ରେମ ସମ୍ପର୍କ ଥିଲେ ମଧ୍ୟ ତାହାକୁ ଗ୍ରହଣ କରିନଥିଲେ ଟୁଁଙ୍ଗୁରୁ ଆଉ ଯାହାକୁ ନେଇକି ପୋଲିସ ର ଦ୍ୱାରସ୍ଥ ହୋଇଥିଲେ ବର୍ଷା | କିନ୍ତୁ ମିଛରେ ବର୍ଷାରେ ବାହାନା ଯୋଗୁଁ ଟୁଁଙ୍ଗୁରୁ ର ସବୁ ସତ ସାମ୍ନାକୁ ଆସିଛି | ତେବେ ଆସନ୍ତୁ ଜାଣିବା କଣ ସେ ସତ ଆଉ କେମିତି ବର୍ଷା ଟୁଁଙ୍ଗୁରୁ ଙ୍କ ମୁହଁରୁ ସବୁ ସତ ବାହାର କରିଥିଲେ |

ତେବେ ଆମେ ମାନେ ଜାଣିଛୁ କି ବର୍ଷା ଆଉ ଟୁଁଙ୍ଗୁରୁ ଭୋଳ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଟୁଁଙ୍ଗୁରୁ ଭୋଳ ବର୍ଷାଙ୍କୁ ବାହା ହେବେ ବୋଲି କଥା ମଧ୍ୟ ଦେଇଥିଲେ | କିନ୍ତୁ ପରେ ଟୁଁଙ୍ଗୁରୁ ବର୍ଷା ସହିତ ଛଳନା କରିଥିଲେ ଆଉ ବର୍ଷା ସହିତ ତାଙ୍କର କିଛି ବି ସମ୍ପର୍କ ନାହିଁ ବୋଲି କହିଥିଲେ ଟୁଁଙ୍ଗୁରୁ | ଆଉ ଯାହାକୁ ନେଇ ପୋଲିସ ଷ୍ଟେସନ ଆଗରେ ବସିଥିଲେ ବର୍ଷା ଓ ଟୁଁଙ୍ଗୁରୁ ମୋର ଆଲୋକ ଭୋଳ ମୋର ବୋଲି ଦାବି କରିଥିଲେ , ଆଉ ସେହି ଘଟଣାକୁ ନେଇ ସେସିଆଲ ମିଡିଆରେ ବହୁତ ଗୀତ ମଧ୍ୟ ଭାଇରାଲ ହେଉଛି |ତେବେ ଜଣେ 40 ବର୍ଷୀୟ ମହିଳା ଯାହାଙ୍କର ସ୍ୱାମୀ ଓ ଦୁଇଟି ପୁଅ ଥିଲା, ସେ ସବୁ କଥାକୁ ଜଣିକି ମଧ୍ୟ ବର୍ଷାଙ୍କୁ କେମିତି ବିବାହ କରିବେ ବୋଲି କହିଥିଲେ |

କିନ୍ତୁ ପରେ ବର୍ଷା ଗଣମାଧ୍ୟମ ସାମ୍ନାରେ ବର୍ଷା ଟୁଁଙ୍ଗୁରୁ ର ସତକୁ ଆଣିବା ପାଇଁ ଚାହିଁଥିଲା , ତାହା ବ୍ୟତୀତ ଟୁଁଙ୍ଗୁରୁ ବର୍ଷାଙ୍କୁ କରିଥିବା ମେସେଜ ଓ କଲ ମାଧ୍ୟ୍ୟ ଦେଖାଇଥିଲେ |ଆଉ ବର୍ଷା ହାତ କାଟିଦେବ କଥା ମଧ୍ୟ ଫୋନ ରେ ମିଛରେ ଟୁଁଗୁରୁଙ୍କୁ କହିଥିଲେ , ଆଉ ଯାହା ଫଳରେ ଟୁଁଙ୍ଗୁରୁ ବର୍ଷା ଉପରେ ରାଗିଯାଇଥିଲେ ଓ କହିଥିଲେ ମୁଁ ତ ତୋତେ ବାହା ହେବି କହୁଛି ଟୁ ଏମିତି କଣ ପାଇଁ ହେଉଛୁ |ଆଉ ବର୍ଷାଙ୍କୁ ବାହା ହେବା କଥା ମଧ୍ୟ କହିଛନ୍ତି, ଆଉ ଟୁଁଙ୍ଗୁରୁ ଭୋଳ ଙ୍କ ବାପା ଙ୍କ ସହିତ ବର୍ଷା କଥା ହେବା, ଟୁଁଙ୍ଗୁରୁ ନୂଆ ଡ୍ରେସ ଆଣିକି ସୁଟିଂ କୁ ଯିବା ସବୁ ଘଟଣା କୁ ଖୋଲିକି କହିଛନ୍ତି ଟୁଁଙ୍ଗୁରୁ |

ଆଉ ବର୍ଷା ଏହି ଭଳି ହାତ କାଟିଥିବା କଥା କୁ ନେଇକି ଗାଳି ମଧ୍ୟ କରିଥିଲେ, ଆଉ ସବୁବେଳେ କହୁଥିଲେ ଟିକେ ରହିଯା ଧନ ମୁଁ ସବୁ ଠିକ କରିଦେବି, ଆଉ ଟୁ ଯେତିକି ରକ୍ତ ବୁହାଇଛୁ ମୁଁ ତ ସାମ୍ନା କୁ ଗଲେ ବାଡ଼େଇବି, କାହିଁକି ଏମିତି କରୁଛୁ ବୋଲି କହିଁବି | କିନ୍ତୁ ଏହି ସମସ୍ତ କଥା ଫୋନ ରେ ବୋଖାଣୁଥିବା ବେଳେ ମିଡ଼ିଆ ଭାଇ ମାନେ ଥିଲେ ଆଇ ଯାହା ଗଣମାଧ୍ୟମ ସାମ୍ନାରେ ଟୁଁଙ୍ଗୁରୁ ର ସତ କୁ ଧରା ପକାଇ ଦେଇଥିଲା | ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment