Brahmacharya – ଧାତୁ ପତଳା ହେବାର କାରଣ କ’ଣ ? ଏବେ କ’ଣ କରିବା ଉଚିତ୍ ପ୍ରତ୍ୟେକ ପୁରୁଷ ମାନଙ୍କୁ ଏ କଥାର ସଠିକ୍ ତଥ୍ୟ ଜାଣିବା ଦରକାର…..

0

ବର୍ତ୍ତମାନ ସମୟରେ ଆପଣ ମାନେ ଅଧିକ ମାତ୍ରରେ ଶୁଣିବାକୁ ପାଉଥିବେ କି ଯୁବକ ଯୁବତୀମାନେ ଆତ୍ମହତ୍ୟା କରୁଥିବାର । ଆଜିର ଦିନରେ ଏମିତି ସମସ୍ୟା ସାଧାରଣ ହୋଇଗଲାଣି କିନ୍ତୁ ଏକ ରିସର୍ଚ୍ଚ ଅନୁସାରେ ଜଣାଯାଇଛି ଯେ , ଯେଉଁ ଯୁବକ ଯୁବତୀ ମାନେ ଯୈନ ସମ୍ପର୍କରେ ଅଧିକ ବା ପରସ୍ପର ଉଭୟ ମାନସିକ ଓ ଶାରୀରିକ ସମ୍ପର୍କରେ ରହୁଛନ୍ତି । ପରେ କୌଣସି କାରଣରୁ ତାଙ୍କ ଠାରୁ ଦୂରେଇ ଯାଉଛନ୍ତି , ଯାହାର ପ୍ରଭାବ ତାଙ୍କର ମାନସିକତାକୁ ଦୁର୍ବଳ କରିବା ସହ ଶାରୀରିକ କ୍ଷମତାକୁ ମଧ୍ୟ ଦୁର୍ବଳ କରିଦେଇଥାଏ ।

ଏହିପରି କ୍ଷେତ୍ରରେ ଲୋକମାନେ ନିଜକୁ ବହୁତ ଏକୁଟିଆ ମନେ କରନ୍ତି ଏବଂ ଭୁଲ ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେଇବୁ , ଯେ ଯଦି ଆପଣ ଏହି ପରି ପରିସ୍ଥିତିରେ ରହୁଛନ୍ତି ବା ଆପଣଙ୍କୁ ଶାରୀରିକ ଓ ମାନସିକ କ୍ଷେତ୍ରରେ ଦୁର୍ବଳ ଲାଗୁଛି , ତେବେ ଆପଣ ଏହି 5 ଟି କାର୍ଯ୍ୟକୁ ନୀତିଦିନ କରନ୍ତୁ । ଏହା କରିବା ଦ୍ୱାରା ଆପଣ ପୁଣିଥରେ ଭିତରରୁ ଷ୍ଟ୍ରଙ୍ଗ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ ।

1. ଧ୍ୟାନ ଅଭ୍ୟାସ :-

ଯଦି ଆପଣ ପ୍ରତିଦିନ ସକାଳେ ଉଠିବା ପରେ ଆପଣଙ୍କର ଇଷ୍ଟ ଦେବତାଙ୍କ ଫୋଟ ଆଗରେ ରଖି 10 ମିନିଟ ପର୍ଯ୍ୟନ୍ତ ଓଁ ଉଚ୍ଚାରଣ କରନ୍ତି ଏବଂ 5 ମିନିଟ ଆଗରେ ଥିବା ସେହି ଦେବତାଙ୍କୁ ଚାହିଁ ରୁହନ୍ତି । ତେବେ ଆପଣଙ୍କ ମାନସିକ ଓ ଶାରୀରିକ ସ୍ତରରେ ରହିଥିବା ସମସ୍ତ ସମସ୍ୟା ଦୂର ହେବ । ଏହା ଅତ୍ୟଧିକ କାମନା ଶକ୍ତିକୁ ହ୍ରାସ କରି ନିୟନ୍ତ୍ରଣ ରେ ରଖିଥାଏ ।

2. ପ୍ରତି ଦିନ ସକାଳେ ଏକ ଗ୍ଲାସ ପାଣିରେ ଟିକିଏଁ ଅଳା ରସ ମିଶାଇ ସେବନ କରନ୍ତୁ , ଏହା ପିଇବା ଦ୍ୱାରା ଆପଣଙ୍କ ମନରେ ଆଉ କାମନା ଶକ୍ତି ଆସିବ ନାହିଁ । ଆପଣଙ୍କ ମନ ସର୍ବଦା ଶାନ୍ତ ରହିବ କିନ୍ତୁ ଏହାକୁ ସେବନ କରିବା ସମୟରେ କାମନା କଥା ଭାବନ୍ତୁ ନାହିଁ ।

3. ଯଦି ଆପଣଙ୍କ ମନରେ ସର୍ବଦା କଳୁଷିତ ଚିନ୍ତାଧାରା ଆସୁଛି , ବା ଆପଣଙ୍କ ମନ ଦୁର୍ବଳ ହେଉଛି , ତେବେ ପ୍ରତିଦିନ ସକାଳେ ଗାଧୋଇସାରିବା ପରେ ଫଶ୍ଚିମାଉସାନ ଯୋଗ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ ଏବଂ ମାନସିକ ଓ ଶାରୀରିକ ସ୍ତରର ଠିକ ରହିବେ ।

4. ଯେତେବେଳେ ଆପଣ ଭିଡିଓ ଦେଖୁଛନ୍ତି , ସେତେବେଳେ ଖରାପ ଭିଡିଓ ନଦେଖି ସକରାତ୍କମ ଭିଡିଓ ଦେଖନ୍ତୁ । ଏହା ଆପଣଙ୍କ ଉପରେ ଭଲ ପ୍ରଭାବ ପକାଇବ , ଏହାସହ ଆପଣ ରାତିରେ ପାଣିରେ ଅଳାଁ ଓ ହଳଦୀ ମିଶାଇ ସେବନ କରନ୍ତୁ ।

5. ରାତିରେ ବାପା ମା ଙ୍କ ରୁମରେ ଶୁଅନ୍ତୁ ଏବଂ ଜଲ୍ଦି ଶୋଇବା ବା ଉଠିବାର ଅଭ୍ୟାସ ରଖନ୍ତୁ । ସକାଳେ ଉଠିବା ମାତ୍ରେ ଆଧ୍ୟାତ୍ମିକ ବାଣୀ ଶୁଣନ୍ତୁ , ଏହା ଆପଣଙ୍କ ମନର ନକରାତ୍ମକ ଚିନ୍ତାଧାରାକୁ ଦୂର କରିଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।