ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ସେସିଆଲ ମିଡ଼ିଆରେ ଏଭଳି ଗୋଟିଏ ଭିଡିଓ ଭାଇରାଲ ହେଉଛି ଯାହାକୁ ଶୁଣିଲେ ଆପଣ ଙ୍କର ବି ଲୋମ ଟାଙ୍କୁରୀ ଉଠିବ | ଆଉ ଗୀତ ଟିରେ ଏତେ ପରିମାଣରେ ଭଲ ପାଇବା ଆଉ ମଧୁଯ୍ୟ ଭରିକି ରହିଛି ଗୀତଟିକୁ ଯିଏ ବି ଥରେ ହୃଦୟରୁ ଶୁଣିବ ତାର ଆଖିରୁ ପାଣି ଆସିଯିବ | କାରଣ ଆମେ ଜାଣିଛୁ କି ଗୀତ ରେ ଏପରି ଯାଦୁ ରହିଛି ଯାହା ମନରେ ତୃପ୍ତି ଆଣିଦେଇଥାଏ , ଆଉ ସମସ୍ତ ଦୁଃଖକୁ ଭୁଲି ଗୀତ ର ତାଳେ ତାଳେ ମଜି ଯାଆନ୍ତି ସମସ୍ତେ | ତେବେ ସେହିଭଳି ଗୋଟିଏ ଗୀତ ବର୍ତ୍ତମାନ ସେସିଆଲ ମିଡିଆରେ ଭାଇରାଲ ହେଉଛି | ଆଉ ଗୀତଟିକୁ ଗାଇଛନ୍ତି ସୁପରଷ୍ଟାର ବାବୁସାନ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସେ ଗୀତ ବିଷୟରେ ଅଧିକ ଆଲୋଚନା କରିବା |
ତେବେ ଆପଣ ମାନେ ସମସ୍ତେ ତ ଜାଣିଥିବେ କି ବାବୁସାନ ପ୍ରେମ ବିବାହ କରିଥିଲେ, ତାହା ପୁଣି ତାଙ୍କର ସାଙ୍ଗ ତୃପ୍ତି ଙ୍କୁ |ଆଉ ଦୁଇ ଜଣଙ୍କ ମଧ୍ୟରେ ଭଲ ପାଇବା ଆଉ ବନ୍ଧୁତ୍ୱ ସେମାନଙ୍କୁ ଦିନେ ମା ବାପା ବନେଇବାର ସୌଭାଗ୍ୟ ଦେଇଥିଲା | ବିବାହ ଜୀବନ ସେତେବେଳେ ସାର୍ଥକ ହୁଏ ଯେତେବେଳେ ଜଣେ ନାରୀ ତାର ମାତୃତ୍ୱ ଆଉ ପୁରୁଷ ଯେବେ ପିତା ହେବାର ସୌଭାଗ୍ୟ ପାଇଥାଏ | ତେବେ ବାବୁସାନ ଆଉ ତୃପ୍ତି ଙ୍କର ଗୋଟିଏ କୁନି ପୁଅଟିଏ ଅଛି ଯାହାର ନାମ ହେଉଛି ଗୁଆନ | ତେବେ ଗୁଆନ ହେଉଛନ୍ତି ସମସ୍ତଙ୍କର ଅତି ଗେଲ୍ହା |
ତେବେ ଯାହା ଜଣାପଡୁଛି କି ବାବୁସାନ ତାଙ୍କର ପୁଅ ଗୁଆନ ପାଇଁ ଗୀତ ଗାଇଛନ୍ତି ଆଉ ସେହି ଗୀତ ଟିର ନାଁ ହେଉଛି “ଧୋ ରେ ବାୟା ଧୋ “|ତେବେ ଆପଣ ମାନେ ତ ବହୁତ ଭଲ ଭାବରେ ଜାଣିଥିବେ ବାବୁସାନ ଭଲ ଅଭିନୟ କରିବା ସହିତ ଭଲ ଗୀତ ମଧ୍ୟ ଗାଇ ଥାନ୍ତି |ଆଉ ତାଙ୍କର କଣ୍ଠ ସ୍ୱରରେ ଏପରି ଯାଦୁ ରହିଛି ଯାହା ସମସ୍ତ ଙ୍କ ହୃଦୟକୁ ଛୁଇଁବା ସହିତ ପରକୁ ମଧ୍ୟ ଆପଣାର କରିନେଇଥାଏ | ତାହା ଛଡା ବାବୁସାନ ତାଙ୍କ ଫିଲ୍ମ ରେ ନିଜେ ଗୀତ ଗାଉଥିବାର ମଧ୍ୟ ଆପଣ ମାନେ ଶୁଣିଥିବେ | ତେବେ ବର୍ତ୍ତମାନ ସେସିଆଲ ମିଡ଼ିଆରେ ସେହିଭଳି ବାବୁସାନ ଙ୍କ କଣ୍ଠରୁ ଗୋଟିଏ ଗୀତ ଶୁଣିବାକୁ ମିଳିଛି |
କିନ୍ତୁ ଯାହା ଜଣା ପଡିଛି କି ବାବୁସାନ କୌଣସି ଫ୍ଲିମ ପାଇଁ ଗୀତ ଗାଉନାହାନ୍ତି, ଗୀତ ଗାଉଛନ୍ତି ତାଙ୍କର ପୁଅ ଗୁଆନ ପାଇଁ | ଆଉ ଜଣେ ବାପା ହିସାବରେ ନିଜର ପୁଅ ପ୍ରତି ଥିବା ଭଲ ପାଇବା କୁ ସେ ଗୀତ ମାଧ୍ୟମରେ ପ୍ରକାଶ କରିଛନ୍ତି | ଆଉ ଯୋଉଁ ଗୀତକୁ ଆପଣ ମାନେ ଶୁଣିଲେ ମୁଗ୍ଧ ହୋଇଯିବେ, ଆଉ ତାଙ୍କର ମଧୁର ସ୍ୱର ସହିତ ଗୀତରେ ମାନେ ମନରେ ଗୋଟିଏ ନୂଆ ପୁଲକ ଆଣିଦେବ | ତେବେ ବାବୁସାନ ଙ୍କର ଏହି ଗୀତଟି ବର୍ତ୍ତମାନ ସେସିଆଲ ମିଡ଼ିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।