ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଏଇ କିଛି ଦିନ ହେବ ରାଣୀ ପ୍ରିୟଦର୍ଶିନୀଙ୍କ ଡ୍ୟାନ୍ସ ଖୁବ ଭାଇରାଲ ହେବାର ଆପଣ ଦେଖିବାକୁ ପାଈଥିବେ ନିଶ୍ଚିତ |ବର୍ତମାନ ଅପେରା ମାନଙ୍କରେ ଯଉଁ ଅର୍ଦ୍ଧ ଲଗ୍ନ କପଡା ପିନ୍ଧି ଡ୍ୟାନ୍ସ କରୁଛନ୍ତି ତାହା ଦର୍ଶକ ସହିତ ଆଜିର ଏ ସମାଜରେ ଖରାପ ପ୍ରଭାବ ପକାଉଛି |ଏହା ଛୋଟ ପିଲାମାନଙ୍କ ଉପରେ ବେଶି ପ୍ରଭାବ ପକାଉଛି, କଥାରେ କୁହା ଯାଇଛି “ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୁଡା କାଠ “ଏହିପରି ଆଇଟମ ସଙ୍ଗରେ ଡ୍ୟାନ୍ସ କରିବା ପାଇଁ ରାଣୀ ଭଲ ପାଉଥିଲେ ମାତ୍ର ତାହା ସମସ୍ତଙ୍କୁ ଭଲ ଲାଗୁନଥିଲା |ଭଦ୍ରକରେ ଏପରି କାଣ୍ଡ ଘଟି ସାରିଲା ପରେ ମଧ୍ୟ ରାଣୀ ପୁଣି ସୁନ୍ଦରଗଡ଼ରେ ଏହିପରି ଆଇଟମ ସଙ୍ଗରେ ଅତି ସୁନ୍ଦର ଡ୍ୟାନ୍ସ କରିଛନ୍ତି | ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ |
ରାଜନନ୍ଦିନୀ ଅପେରାର ଆଇଟମ ସଙ୍ଗରେ ଡ୍ୟାନ୍ସ କରୁଥିଲେ ରାଣୀ ପ୍ରିୟଦର୍ଶିନୀ, ସେ ଆଗରୁ ବହୁତ ଅଲବମ ସଙ୍ଗ ମଧ୍ୟ୍ୟ କରି ବହୁତ ସୁନାମ ଅର୍ଜନ କରିଛନ୍ତି |ରାଣୀଙ୍କ ଆଇଟମ ସଙ୍ଗ ଡ୍ୟାନ୍ସରେ ତାଙ୍କର ସେ ଛୋଟ କାଷ୍ଟ୍ୟୁମ ପିନ୍ଧି ନାଚିବା ପାଇଁ ବାରମ୍ବାର ମନା କରା ଯାଇଥିଲା ମାତ୍ର ଭଦ୍ରକ କାଳୀ ପୂଜାରେ ରାଣୀ ଏହି ଛୋଟ କଷ୍ଟ୍ୟୁମ ପିନ୍ଧି ନାଚିବାରୁ ହୋଇଥିଲା ମହା ହାଙ୍ଗାମା |ଏପରି ରାଣୀର ଏହି ବାଜ୍ୟା ଡ୍ୟାନ୍ସ ବିରକ୍ତ ହୋଇ ଜଣେ ମହିଳା ରାଣୀ ପ୍ରିୟଦର୍ଶିନୀଙ୍କ ଉପରକୁ ଚପଲ ଫୁପାଡ଼ି ଥିଲା, ମାତ୍ର ଏଥିରେ ରାଣୀ ବୁଝି ପାରିନଥିଲେ କି ତାଙ୍କୁ ଟିକେ ଖରାପ ମଧ୍ୟ ଲାଗିନଥିଲା |
ଚପଲ ମାଡ଼ ଖାଇଲା ପରେ ମଧ୍ୟ ସୁଧୁରି ନଥିଲେ ଆଇଟମ ଗାର୍ଲ ରାଣୀ ପ୍ରିୟଦର୍ଶିନୀ, ସେ ପୁଣି ସୁନ୍ଦରଗଡ ଜିଲ୍ଲା ବଣେଇରେ ଯାତ୍ରା ପାଣ୍ଡେଲ ସେହି ଆଇଟମ ସାଙ୍ଗରେ ଡ୍ୟାନ୍ସ କରୁଥିଲେ |ତାହାକୁ ପୁଣି ଦର୍ଶକ ମାନେ ବହୁତ ଖୁସି ମଜା ନେଇ ଦେଖୁଥିଲେ |ରାଣୀଙ୍କ ଏହି ଡ୍ୟାନ୍ସରେ ଆଗଧାଡିର ଦର୍ଶକ ମାନେ ପୁରା ମଜବୁର ହୋଇ ଦେଖୁଥାନ୍ତି,ଅସହାୟକୁ ସାହାଯ୍ୟ ପାଇଁ ବାହାରୁ ନଥିବା ଟଙ୍କା ରାଣୀଙ୍କ ପାଇଁ ସାଇଁ ସାଇଁ ହୋଇ ପକେଟ ରୁ ବାହାରି ପଡୁଛି ଏହି ଦର୍ଶକ ମାନଙ୍କର |ରାଣୀ ଠିକ କଥା କହୁଥିଲେ ଯେ ଏହି ଅଲାଜୁକ ଦର୍ଶକ ମାନେ ରାଣୀଙ୍କର ଏହି ଅର୍ଦ୍ଧ ଲଗ୍ନ କଷ୍ଟ୍ୟୁମରେ ତାଙ୍କର ଡ୍ୟାନ୍ସ ଦେଖିବା ପାଇଁ ଆଖି ଫାଡି ବସିଥାନ୍ତି |ଅଧିକ ଟଙ୍କା କମାଇବା ଏବଂ ଦର୍ଶକ ମାନଙ୍କ ମନା କିଣିବା ପାଇଁ ଯାତ୍ରା ମାଲିକ କହିବା ଅନୁଯାୟୀ ଡ୍ୟାନ୍ସ କରୁଥିଲେ ରାଣୀ |
ସବୁଠାରୁ ବଡ଼ କଥା ହେଉଛି ଯାତ୍ରା ପେଣ୍ଡେଲ ରେ ଏପରି ନାଚକୁ କଣ ପାଇଁ ପ୍ରଶୟ ଦିଆ ଯାଉଛି,ଏହି ନାଚର ପ୍ରଭାବ ଛୋଟ ଛୋଟ ପିଲାମାନଙ୍କ ଉପରେ କି ପ୍ରକାର ପ୍ରଭାବ ପକାଇବ |ରାଣୀଙ୍କର ଏହି ଡ୍ୟାନ୍ସକୁ ବାରମ୍ବାର ଆକ୍ଷେପ କଲା ପରେ ମଧ୍ୟ ରାଣୀ ନିଜର ପଇସା କମାଇବା ପାଇଁ ତାଙ୍କର ଏପରି ଡ୍ୟାନ୍ସ କରିବା ଆଉ ଦର୍ଶକ ମାନଙ୍କୁ ମନ କିଣିବା ପାଇଁ ରାଣୀ ତାଙ୍କର ଏପରି ଅଭ୍ୟାସକୁ ବଦଳୁ ନାହାନ୍ତି |ରାଣୀଙ୍କ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।