ଦୁଃଖର ଦିନ ସରିଗଲା , ବର୍ତ୍ତମାନ ଏହି ରାଶି ଉପରେ ୩୩ ବର୍ଷ ପର୍ଯ୍ୟନ୍ତ ଧନ ବର୍ଷା କରିବେ ଶନିଦେବ

0

ମାନବ ଜୀବନରେ ଅନେକ ପରିସ୍ଥିତି ଦେଇ ଗତି କରିଥାଏ। କାହା ଭାଗ୍ୟରେ କଣ ଏବଂ କେଉଁ ପରିସ୍ଥିତି ଆସିବ ତାହା କେହି କହି ପାରିବେ ନାହିଁ। ତେଣୁ ମନୁଷ୍ୟ ଜୀବନ ପରିବର୍ତ୍ତନଶୀଳ, ସୁଖ ଦୁଖଃ ଉଭୟ ଲାଗି ରହିଥାଏ। ଆଜି ଯିଏ ଧନୀ କାଲି ସେ ଗରିବ। ଏହିଭଳି ଭାବରେ ଆମ ଗତିଶୀଳ ଜୀବନରେ ଜୀବନରେ ଅନେକ ପରିବର୍ତ୍ତନ ହୋଇଥାଏ। ବନ୍ଧୁଗଣ ଏହି ସବୁ ପରିବର୍ତ୍ତନ ହେବାର ପ୍ରକୃତ କାରଣ ହେଉଛି, ଆମ ଗ୍ରହ ନକ୍ଷେତ୍ର ମାନଙ୍କର ପରିବର୍ତ୍ତନ ପାଇଁ ମନୁଷ୍ୟର ରାଶି ଉପରେ ଏହାର ପ୍ରଭାବ ପଡୁଛି।

ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶନି ଗ୍ରହ ଅନ୍ୟତମ, ଏହାକୁ ଅନ୍ୟ ତମ ଏହାକୁ ନ୍ୟାୟଧିସ ବୋଲି କୁହାଯାଏ। କୁହାଯାଏ ଯେ ଯଦି ଶନି ଦେବଙ୍କ କୃପା ଥାଏ ତାହାଲେ, ମନୁଷ୍ୟ ଜୀବନ ଅତ୍ୟନ୍ତ ସୁଖ ସୁବିଧାରେ ଦିନ କାଟିଥାଏ। ଆଉ ଯଦି ଶନି ଦେବ ଅସନ୍ତୋଷ ହୁଅନ୍ତି ତାହାଲେ ବ୍ୟକ୍ତି କାଙ୍ଗାଳ ହୋଇ ଯାଏ। ୩୩ ବର୍ଷ ପର୍ଯ୍ୟନ୍ତ ଶନି ଦେବଙ୍କ କୃପା ଏହି ରାଶି ମାନଙ୍କ ଉପରେ ଆଛି, ଏହି ରାଶିର ଲୋକ ମାନଙ୍କ ଭାଗ୍ୟ ଖୁବ ଶୀଘ୍ର ଉଜ୍ଜ୍ୱଳ ହେବାକୁ ଯାଉଛି, ତେବେ ଆସନ୍ତୁ ଜାଣିବା ଏହି ରାଶି ବିଷୟରେ;

ମେଷ ରାଶି-

ଯଦି ଆପଣ ପ୍ରେମ କରୁଛନ୍ତି ତାହାଲେ ଆପଣ ଖୁବଶୀଘ୍ର ସଫଳତା ପାଇବା ପାଇଁ ଯାଉଛନ୍ତି। ଆପଣ ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି ଏବଂ ବେପାର ବାଣିଜ୍ୟ ରେ ଆପଣ ଲାଭ ପାଇବା ପାଇଁ ଯାଉଛନ୍ତି।

ସିଂହ ରାଶି-

ଯେଉଁ ବ୍ୟକ୍ତି ମାନଙ୍କର ଏହି ରାଶି ସେମାଙ୍କର ଅଭାବ ଅସୁବିଧା ଦୂର ହେବ। ବେପାର ବାଣିଜ୍ୟ ଆପଣଙ୍କ ବୃଦ୍ଧି ପାଇବ ଏହା ବ୍ୟତୀତ ଯଦି ଆପଣ କୌଣସି ଜମି କ୍ରୟ ବିକ୍ରୟ କରୁଛନ୍ତି, ଲାଭବାନ ହେବେ। ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ବନ୍ଧୁତା ସ୍ଥାପନ ହେବାକୁ ଯାଉଛି।

ତୁଳା ରାଶି-

ଆପଣଙ୍କ କାର୍ଯ୍ୟ କୌଶଳତାରେ ବୃଦ୍ଧି ଘଟିବ ଏବଂ କାର୍ଯ୍ୟ କ୍ଷେତରେ ଏକାଗ୍ରତା ଆସିବ। ଆପଣଙ୍କ ପରିବାର ରେ ଖୁସିର ଲହରୀ ଖେଳି ଯିବ ସବୁବେଳେ ଖୁସିରେ ରହିବ। ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ ଏବଂ ଶିକ୍ଷାଥି ମାନଙ୍କର ପାଠ ପଢ଼ାରେ ମନ ଲାଗିବ।

ବୃଷ ରାଶି-

ସବୁବେଳେ ନୂତନ ନୂତନ ଚିନ୍ତା ଧାରା ମନ ମଧ୍ୟକୁ ଆସିବ ପରିବାର ଲୋକେ ଆପଣଂକୁ ସହାୟତା କରିବେ। ସଂଧ୍ୟା ସମୟରେ ଆପଣ ଶନି ଶନି ଦେବଙ୍କ ପାଖରେ ଦୀପ ଜଳାନ୍ତୁ ଆପଣ ଙ୍କ ମନ କାମନା ପୂର୍ଣ୍ଣ ହେବ, ପରିବାର ଲୋକ ମଧ୍ୟ ଖୁସିରେ ରହିବେ।

କନ୍ୟା-

ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି ତାହାଲେ ଆପଣ ନିଶ୍ଚିନ୍ତାରେ ଯାଆନ୍ତୁ, ଖୁବ ଶିଘ୍ର ପଦବୀରେ ଖୁସି ଖବର ମିଳିବ।

ଧନୁ ରାଶି-

ଆପଣଙ୍କ କେରିୟର ରେ ନୂଆ ନୂଆ ସଫଳତା ପାଇବା ପାଇଁ ଯାଉଛନ୍ତି। ଆପଣ ଆପଣଙ୍କ ପୁରୁଣା ବନ୍ଧୁଙ୍କ ଠାରୁ ସାହାଯ୍ୟ ଲୋଡି ପାରନ୍ତି।

ମକର ରାଶି-

ପରିବାର ଲୋକଙ୍କ ସ୍ନେହ ଶ୍ରଦ୍ଧା ଭଲ ପାଇବା ଜାଗ୍ରତ ହେବ ସବୁ କ୍ଷେତ୍ରରେ ଆପଣଂକୁ ସଫଳତା ପାଇବେ। ଜୀବନ ସାଥିଙ୍କଠାରୁ ପ୍ରେମ ବଢିବ ଏବଂ ଖୁସିରେ ରହିବେ।

କୁମ୍ଭ ରାଶି-

ଏହି ରାଶିର ବ୍ୟକ୍ତି ସମ୍ପତି କାର୍ଯ୍ୟ ଲାଭ ହୋଇ ପାରେ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ଟେନସନ ନିଜର ବୁଦ୍ଧି ବଳରେ ଖୁବ୍ଶୀଘ୍ର ସମାଧାନ କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।