ଦିଅର ବାହାଘରରେ କେତେ ମଜା କଲେ ଅର୍ଚ୍ଚିତା ଓ ସବ୍ୟସାଚୀ… ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ଆପଣ ଜାଣିଛନ୍ତି ଓଡ଼ିଆ ସିନେମା ଜଗତର କିଛି ଏମିତି କଳାକାର ଅଛନ୍ତି ଯାହାଙ୍କୁ ଅଗଣିତ ଦର୍ଶକ ବହୁତ୍ ଭଲ ପାଆନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀ ଅନ୍ୟତମ। ଅର୍ଚ୍ଚିତା ଏବଂ ସବ୍ୟସାଚୀ ଆଜି ଦୁଇ ସଫଳ ଅଭିନେତା ଏବଂ ଅଭିନେତ୍ରୀ ଭାବରେ ନିଜକୁ ଉପସ୍ଥାପିତ କରି ପାରିଛନ୍ତି। ସେମାନେ ବିବାହ ପରେ ତାଙ୍କର ବୈବାହିକ ଜୀବନକୁ ମଧ୍ୟ ବହୁତ୍ ସୁନ୍ଦର ଭାବରେ ଅତିବାହିତ କରୁଛନ୍ତି। ତେବେ ଅଭିନେତା ସବ୍ୟସାଚୀ ଙ୍କ ବିଷୟରେ ତ ଆପଣ ଜାଣିଥିବେ।ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ସାରିଲେଣି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି।

ଏହାଛଡା ସୁପରଷ୍ଟାର ଅଭିନେତା ସବ୍ୟସାଚୀ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ମଧ୍ଯ ହୋଇଥାଏ। ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଏହି ଅଭିନେତା। ତାଙ୍କର ଦମଦାର ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ।ତାଙ୍କର ଅଭିନୟ ର ଢାଞ୍ଚା ମଧ୍ଯ ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଲିଉଡ ର ହ୍ୟାଣ୍ଡସମ୍ ହିରୋ ସବ୍ୟସାଚୀ ଙ୍କ ଭଳି ଅଭିନେତ୍ରୀ ଅର୍ଚ୍ଚିତା ଓଲିଉଡ ର ଜଣେ ଆଗ ଧାଡିର ଜଣାଶୁଣା ଚେହେରା। ଅର୍ଚ୍ଚିତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।

ତେବେ ଏହି ଅଭିନେତ୍ରୀ ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନରେ କାର୍ଯ୍ୟ କଲାପ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। ଅଭିନୟ ଜଗତରେ ଏହି ଦୁଇ କଳାକାର ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେମାନେ ବେଶ୍ ଖୁସି ମଜାଜ୍ ଅଟନ୍ତି ଏବଂ ସେତିକି ପ୍ରିୟ ଅଟନ୍ତି ତାଙ୍କ ପରିବାରର। ଅନେକ ପ୍ରଶଂସକ ରହିଥିବା ଏହି କଳାକାର ଦୁଇଜଣ ଓଡ଼ିଶାରେ ତାଙ୍କ ଅଭିନୟର ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି। ଅଭିନେତ୍ରୀ ଅର୍ଚ୍ଚିତା ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଆକର୍ଷଣୀୟ ଚେହେରା ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ଉଭୟ ସକ୍ରିୟ ରହିଥାନ୍ତି।

ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ଅର୍ଚ୍ଚିତା ଏବଂ ସବ୍ୟସାଚୀ ଉଭୟ ବେଶ୍ ଧୁମଧାମର ସହ ଖୁସି ମଜାର ସହିତ ତାଙ୍କର ଭାଇଙ୍କ ବିବାହ ଉତ୍ସବକୁ ପାଳନ କରୁଛନ୍ତି। ଅର୍ଚ୍ଚିତା ଏକ ନୂଆ ଲେହେଙ୍ଗା ପିନ୍ଧି ବେଶ୍ ଖୁସି ହେବା ସହ ଦର୍ଶକ ମାନଙ୍କୁ ଏହାକୁ ଦେଖାଇଛନ୍ତି। ସବ୍ୟସାଚୀ ଙ୍କ ସହିତ ମଧ୍ୟ ସେ ବହୁତ୍ ଫଟୋ ଉଠାଇ ଛନ୍ତି। ଏହାଛଡା ଅନ୍ଯ କଳାକାର ତଥା ଗାୟକ ଗାୟିକା ମାନଙ୍କ ସହିତ ମଧ୍ୟ ଏମାନେ ଉଭୟ ଏହି ଖୁସିର ଉତ୍ସବକୁ ପାଳନ କରିବା ସହିତ ମଜା ମସ୍ତି କରୁଥିବାର ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment