ଶୁଣନ୍ତୁ ଭାଇରାଲ Audio Call : ଦିଦି ମୁଁ ତୁମକୁ ଭଲ ପାଏ, ତେଣୁ ମୁଁ ଟିକେ Kiss ଏବଂ Hug କରିଥାନ୍ତି, ସୋସିଆଲ ମିଡ଼ିଆରେ ନିଆଁ ଭଳି ଭାଇରାଲ ହେଉଛି

0

ଆଜି କାଲିର ଟେକନୋଲୋଜିର ପ୍ରଭାବ ଯୋଗୁ ‘ସୋସିଆଲ ମିଡ଼ିଆ ‘ସମାଜରେ ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡିଆରେ ଶୁଣିବା ପାଇଁ ମିଳିଥାଏ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ଥାଆନ୍ତି। କିନ୍ତୁ ସମାଜରେ ଏଭଳି ଲୋକ ମାନେ ଅଛନ୍ତି ଯେ ଟେକ୍ନୋଲୋଜିର ସଦୁପଯୋଗ ନ କରି ଦୁରୁପଯୋଗରେ ବହୁତ ମନ ନିବେଶ କରୁଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ କଥା ଅଟେ। ସେମାନେ ମନରେ ଭୟ ମଧ୍ୟ ରଖି ନ ଥାଆନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକରେ ଦେଖି ବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି କୋଭିଡ ଜରୁରୀ କାଳୀନ ନମ୍ବରକୁ କିଛି ଲୋକ ମାନେ କଲ କରି ମିଛ କଥା କହି ଅଶ୍ରୀଲ ଭାଷାରେ ଗାଳି ଗୁଳଜ କାରୁଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ନିନ୍ଦନୀୟ କଥା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ଦୀର୍ଘ ୨ ବର୍ଷ ହେଲା ସାରା ବିଶ୍ୱରେ କରୋନା ତାର ତାଣ୍ଡପ ରୂପ ଦେଖାଉଛି। ଏହି ରୋଗରେ ଲକ୍ଷାଧିକ ଲୋକ ମାନେ ମୃତ୍ୟୁ ବରଣ କରିଛନ୍ତି। ଏହା ଦେଖି ସରକାର ଚିନ୍ତାରେ ପଡ଼ି ଯାଇଛନ୍ତି ଓ କରୋନା ଭୂତାଣୁକୁ କମାଇବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ମାନ ମଧ୍ୟ ଗ୍ରହଣ କରିଛନ୍ତି। ଯେମିତିକି ଯଦି କୌଣସି ବ୍ୟକ୍ତି କରୋନା ବିଷୟରେ ଜାଣିବା ପାଇଁ ହେଲେ ୧୦୪ ନମ୍ବରକୁ କଲ କରି ସାହାଯ୍ୟ ପାଇ ପାରିବେ ବୋଲି ସରକାର ଏଭଳି ଉପାୟ ମଧ୍ୟ ଚିନ୍ତା କରିଛନ୍ତି।

ତେବେ କିନ୍ତୁ ସମାଜରେ ଏଭଳି ଅସଭ୍ୟ ଲୋକ ମାନେ ଅଛନ୍ତି ଯେ ୧୦୪ ନମ୍ବରକୁ କଲ କରି ଘର ଭାଙ୍ଗି ଯିବା,ରିଚାର୍ଜ କରିବା ସହିତ ଆଇ ଲଭ ୟୁ କହି ଅଶ୍ରୀଳ ଭାଷାରେ ଗାଳି ଗୁଳଜ ମଧ୍ୟ କରୁଛନ୍ତି। ଏଭଳି ଭାବରେ ପ୍ରତିଦିନ ୩୦ ହଜାରରୁ ଅଧିକ କଲ ଆସିଥାଏ, ସେଥି ମଧ୍ୟରୁ ୭୦୦ କଲ ମିଛ ହୋଇଥାଏ। ଏଭଳି ଭାବରେ କାର୍ଯ୍ୟ କରି ୧୦୪ ନମ୍ବରକୁ ମିଛ କଥା କହି ହଇରାଣ ହରକତ କରୁଛନ୍ତି। ଏହି ଘଟଣାକୁ ନେଇ ପୋଲିସକୁ ଖବର ମଧ୍ୟ ଦିଆ ଯାଇଥିଲା କିନ୍ତୁ ପୋଲିସ କୌଣସି ବି ପଦକ୍ଷେପ ମାନ ନେଉ ନାହାନ୍ତି। ଦୟାକରି ଆପଣ ମାନେ ଆବଶ୍ୟକ ହେଲେ କରନ୍ତୁ, ନ ହେଲେ କଲ କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।