ଦେଖନ୍ତୁ EXCLUSIVE :ଭିଡିଓ ollywood ଅଭିନେତା ପିଣ୍ଟୁ ନନ୍ଦଙ୍କୁ ନେଇ ଆସିଲା ବଡ଼ ଖବର !ଦିଲ୍ଲୀ ହସ୍ପିଟାଲରେ କେମିତି ଅଛନ୍ତି ଦେଖନ୍ତୁ ଏହାର Live ଭିଡ଼ିଓ…

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବର୍ତ୍ତମାନ ଅଲିଉଡ ଏକ୍ଟର ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି ଅନେକ କିଛି କଥା ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି ଆସିଛି ଏକ ବଡ଼ ଖବର, ଯେଉଁଠି ପିଣ୍ଟୁ ନନ୍ଦ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି ଦିଲ୍ଲୀ ରେ ବୋଲି କୁହାଯାଉଛି | ଆଉ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିଛି ବୋଲି ମଧ୍ୟ କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ଅଲିଉଡ ଏକ୍ଟର ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ଅଭିନୟ ମାଧ୍ୟମରର ଓଡ଼ିଶାର ଦର୍ଶକ ମାନଙ୍କର ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି | ତାହା ସହିତ ଅନେକ ଓଡ଼ିଆ ଫ୍ଲିମ ରେ ଅଭିନୟ କରି ଦର୍ଶକ ମାନଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇ ପାରିଛନ୍ତି ବୋଲି କୁହାଯାଉଛି | ତେବେ ସେହି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ଆଉ ତାଙ୍କୁ ଲିଭର ଜନିତ ରୋଗ ହୋଇଛି ବୋଲି ମଧ୍ୟ କୁହାଯାଉଛି | ଆଉ ଯାହା କୁ ନେଇକି ପିଣ୍ଟୁ ନନ୍ଦ ଭୁବନେଶ୍ୱର ରେ AIIMS ହସ୍ପିଟାଲ ରେ ଚିକିତ୍ସିତ ମଧ୍ୟ ହେଉଥିଲେ |

କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ବାରୁ ତାଙ୍କୁ ଦିଲ୍ଲୀ ର ଏକ ହସ୍ପିଟାଲ କୁ ନିଆଯାଇଛି ଆଉ ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରାଯାଉଥିବା କଥା କୁହାଯାଇଛି | ତେବେ ସେଥିପାଇଁ 60-70 ଲକ୍ଷ ଟଙ୍କା ର ଆବଶ୍ୟକତା ଥିବା ବେଳେ ତାଙ୍କୁ ସାହାଯ୍ୟ କରିବା ପାଇଁ ଏକ୍ଟର ଙ୍କ ସହିତ ଓଡିଶା ବାସୀ ମାନେ ଲାଗି ପଡିଥିଲେ | ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ସୁଦ୍ଧା 22 ଲକ୍ଷ ଟଙ୍କା ଯୋଗାଡ଼ ହୋଇଛି ବୋଲି କୁହାଯାଉଛି ଯାହା କି ବହୁତ କମ ଟଙ୍କା ବୋଲି କୁହାଯାଉଛି | ଆଉ ତାଙ୍କର ଲିଭର ରେ ପାଣି କୁ କାଢି ମଧ୍ୟ ଦିଆଯାଇଛି ବୋଲି କୁହାଯାଉଛି |

ଆଉ ଯାହା କୁହାଯାଉଛି କି ପିଣ୍ଟୁ ନନ୍ଦ ଦିଲ୍ଲୀ ରେ 15 ଦିନ ହେବ ଅଛନ୍ତି ବୋଲି କୁହାଯାଉଛି | ଆଉ ତାହା ସହିତ କୁହାଯାଉଛି କି ତାଙ୍କର ସମ୍ପର୍କୀୟ ଭିତରୁ କେହି ଜଣେ ପିଣ୍ଟୁ ଙ୍କୁ ଲିଭର ଦେବେ ବୋଲି କୁହାଯାଉଛି | ଆଉ ଲିଭର କୁ ଲଗାଇବା ପାଇଁ ଟଙ୍କା ପାଇଁ ମଧ୍ୟ ସାହାଯ୍ୟ ମାଗିଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
.

Leave a Comment