ଦେଖନ୍ତୁ ଭିଡ଼ିଓ – ଦିନ ଦିପହରରେ ବିବାହିତ ସ୍ତ୍ରୀ ହୋଇ ଜଙ୍ଗଲ ରେ କରୁଥିଲେ ରାସଲୀଳା, ଧରି ନେଲେ କିଛି ଟୋକା ଭିଡ଼ିଓ ଉଠାଇ ସୋସିଆଲ ମିଡିଆରେ କଲେ ଭାଇରାଲ….

0

ପ୍ରାୟତଃ ଆଜିର ଦୁନିଆରେ ମଣିଷର ନୈତିକତା ର ମୂଲ୍ୟବୋଧତା ହ୍ରାସ ପାଉଥିବାର ନଜର ଆସୁଛି।ମଣିଷ କଣ କରୁଛି କଣ ନିଷ୍ପତି ନେଉଛି ଏବଂ କଣ ବ୍ୟବହାର ପ୍ରଦର୍ଶନ କରୁଛି ତାହା ନିଜେ ମଧ୍ୟ ଜାଣି ପାରୁ ନାହିଁ। ସମାଜରେ ଏହାର ପ୍ରଭାବ କେତେ ମାତ୍ରାରେ ପଡୁଛି ଏବଂ ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା କଣ ରହୁଛି ତାହା ସମସ୍ତଙ୍କୁ ଚକିତ କରିଥାଏ ଭାବିଲେ।ତେବେ ଆସନ୍ତୁ ଜାଣିବା ଏଭଳି ଏକ ଘଟଣା ଯାହା ସମସ୍ତଙ୍କୁ ଚକିତ କରିଛି।

ଯେଉଁ ଘଟଣାଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯେଉଁ ଭିଡିଓ ରେ ଆପଣ ଜାଣି ପାରିବେ କି କିପରି ଜଣେ ବିବାହିତା ମହିଳା ନିଜ ସ୍ବାମୀଙ୍କ ପଛରେ ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି।

ଦିନ ଦ୍ୱିପହର ରେ ଜଙ୍ଗଲ ମଧ୍ୟରେ ପ୍ରେମାଲାପ କରୁଥିଲେ ଆଉ ଧରାପଡ଼ିବା ପରେ କିପରି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ସେଠାରେ। ଆପଣ ତ ଜାଣିଛନ୍ତି ବିବାହକୁ ଏକ ପବିତ୍ର ବନ୍ଧନର ଆଖ୍ୟା ଦିଆଯାଏ। ଯେଉଁଥିରେ ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ର କୌଣସି ଚିହ୍ନ ନଥାଏ। ଯେ କୌଣସି ଦମ୍ପତ୍ତି ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ପବିତ୍ର ସମ୍ପର୍କ ବୋଲି କୁହା ଯାଏ।

ବିବାହ ପରେ ସେମାନେ ସେମାନଙ୍କ ଅତୀତ କୁ ଭୁଲି ପରବର୍ତ୍ତୀ ବୈବାହିକ ଜୀବନକୁ କିପରି ସୁରୁଖୁରୁରେ ପରିଚାଳିତ କରିବେ ତାକୁ ନେଇ ଯୋଜନା କରିଥାନ୍ତି।ସମସ୍ତ ପ୍ରକାର ଦୁଃଖ କଷ୍ଟ ଭିତରେ ସେମାନେ ସେମାନଙ୍କ ବୈବାହିକ ଜୀବନ କୁ ହସ ଖୁସି ରେ ଆଗେଇ ନେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।ଯେମିତି କୌଣସି ପରିସ୍ଥିତି ରେ ସେମାନେ ପରସ୍ପରର ହାତ ଛାଡ଼ି ଦେବନି।

କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। ସାଂସାରିକ ଜୀବନରେ କିଛି ନା କିଛି କାରଣକୁ ନେଇ ଅଶାନ୍ତି ଏବଂ ବିଶୃଙ୍ଖଳା ଦେଖା ଦେଇଥାଏ ଏବଂ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ।

କାରଣ ସେମାନେ ଏମିତି କିଛି ଭୁଲ୍ କରି ବସନ୍ତି ଯାହା ସେମାନଙ୍କ ସମ୍ପର୍କ ରେ ତିକ୍ତତା ଭରି ଦେଇଥାଏ।ତେବେ ଆଜି ଆମେ ସେହି ଭଳି ଏକ ଘଟଣା ବିଷୟ ରେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ। ଯାହା ଜାଣିଲା ପରେ ଆପଣ ନିଶ୍ଚୟ ଅପମାନିତ ଏବଂ ଲଜ୍ଜିତ ହେବେ। ଏଠାରେ ଜଣେ ମହିଳା ଜଙ୍ଗଲ ଭିତରେ ଅଶ୍ଳୀଳ କାର୍ଯ୍ୟ କରୁଥିବା ସମୟରେ ଧରା ପଡ଼ିବା ପରେ ଅପମାନିତ ହୋଇଛନ୍ତି।

କିଛି ବ୍ୟକ୍ତି ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ସହିତ ହଇରାଣ ମଧ୍ୟ କରିଛନ୍ତି।ସେ ସେଠାରୁ ଯିବାକୁ ଚାହୁଁଛନ୍ତି ଏବଂ ଅନୁରୋଧ ମଧ୍ୟ କରୁଛନ୍ତି ଉକ୍ତ ବ୍ୟକ୍ତି ମାନଙ୍କୁ।ଆଉ ଏହିସବୁ କାରନାମା ର ଏକ ଭିଡିଓ ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଘୂରି ବୁଲୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।