ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷେତ୍ରଙ୍କ ଗତିବିଧି ଆମ ରାଶି ମାନଙ୍କ ଉପରେ ଏମାନଙ୍କର ପ୍ରଭାବ ପଡ଼ିଥାଏ। କେତେବେଳେ ଶୁଭ ଦୃଷ୍ଟି ପଡିଥାଏ, ଏବଂ ଆଉ କେତେବେଳେ ଖରାପ ଦୃଷ୍ଟି ପଡ଼ିଥାଏ। ଯେତେବେଳେ ଶୁଭ ଦୃଷ୍ଟି ପଡ଼ିଥାଏ, ଅସମ୍ପୂର୍ଣ୍ଣ କାର୍ଯ୍ୟ ମଧ୍ୟ ସଂପୂର୍ଣ୍ଣ ହୋଇଯାଏ। ଯେତେବେଳେ ଖରାପ ଦୃଷ୍ଟି ପଡ଼ିଥାଏ ହବାକୁ ଥିବା କାର୍ଯ୍ୟ ମଧ୍ୟ ହୋଇନଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ରାଶି ଉପରେ ଯଦି ଗ୍ରହ ନକ୍ଷେତ୍ର ମାନଙ୍କ ଖରାପ ଦୃଷ୍ଟି ପଡ଼ିଥାଏ, ସେ ଯେତେ ରୋଜଗାର କଲେ ମଧ୍ୟ ଆର୍ଥିକ ଅନଟନ ଦେଖାଦେଇଥାଏ। ସବୁବେଳେ ଅସନ୍ତିରେ ଦିନ କାଟି ଥାଏ। କିନ୍ତୁ ଯଦି ଯେଉଁ ବ୍ୟକ୍ତିଙ୍କ ରାଶିରେ ଗ୍ରହ ନକ୍ଷେତ୍ର ମାନଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ। ସେମାନେ ସୁଖରେ ଦିନ କଟିଥାନ୍ତି।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶନି ଦେବତାଙ୍କ ଉପରେ ଜଣାଇବୁ। ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇ ଥାଏ। ଶନି ଦେବତା ଯାହା ଉପରେ ଯେତେ ଅଧିକ ପ୍ରକୋପ ପକାଇ ପଡିଥର, ଓ ସେ ଯାହା ଉପରେ ଖୁସି ହୋଇ ଥାଆନ୍ତି, ତା’ର ଭଲ ସମୟ ମଧ୍ୟ ଆସି ଯାଇଥାଏ। ଶନି ଦେବତା ଜଣେ ନ୍ୟାୟ କ୍ରିୟ ଗ୍ରହ ଅଟନ୍ତି। ସେ ପ୍ରତ୍ୟକ ପ୍ରାଣୀ ସହିତ ନ୍ୟାୟ କରି ଥାଆନ୍ତି ଓ ଯେଉଁ ମାନେ ଭୁଲ କାର୍ଯ୍ୟ କରନ୍ତି ତାଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଅନ୍ତି। ଯେତେବେଳେ ସେ ନିଜର ଚଳନ ବଦଳାନ୍ତି ସେ ସବୁ ରାଶି ମାନଙ୍କ ଅନୁସାରେ କାହା ଉପରେ ଭାରି ପଡିବା ସହିତ କାହା ଉପରେ ଖୁସି ମଧ୍ୟ ହୋଇ ଥାଆନ୍ତି। ୧୨ ଟି ରାଶି ଉପରେ ତାଙ୍କର ପ୍ରଭାବ ରହିଥାଏ। କିନ୍ତୁ ଏହି ମାସରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଛି ଯେ କି ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଖୁସି ରହିବେ ବୋଲି କୁହା ଯାଇଛି। ତେବେ ଶନି ଦେବତାଙ୍କ ଦୃଷ୍ଟିରୁ ମୁକ୍ତି ପାଇବେ ଏହି ସବୁ ରାଶି, ତେବେ କେଉଁ ସବୁ ରାଶି ରହିଛି ଆସନ୍ତୁ ଜାଣିବା;
ମେଶ ରାଶି :- ଏହି ରାଶି ଉପରେ ଶନି ଦେବତାଙ୍କର ଅସୀମ କୃପା ରହିବ ଓ ଏହା ଉପରେ ମଧ୍ୟ ଖୁସି ରହିବେ। ଏହି ରାଶିର ଲୋକ ମାନଙ୍କର ଧନର କୌଣସି ବି ଅଭାବ ରହିବ ନାହିଁ, ଓ ସେମାନଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ।
ସିଂହ ରାଶି :-ଏହି ରାଶିର ବ୍ୟକ୍ତି ମାନେ ମନ ଧ୍ୟାନ ଦେଇ କାର୍ଯ୍ୟ କରିବେ ଓ ପରିଶ୍ରମ କରିବେ। ଏହି ରାଶି ଉପରେ ଶନି ଦେବତାଙ୍କର ଅଶେଷ କୃପା ରହିବ।
କନ୍ୟା ରାଶି :- ଏହି ରାଶିର ବ୍ୟକ୍ତି ମାନେ ନିଜର ସମୟ ଓ ଜୀବନ ସାଥି ସହିତ ବିତେଇବାକୁ ପଡିବ। ତା’ହେଲେ ଶନି ଦେବତାଙ୍କର କୃପା ଦୃଷ୍ଟି ପଡିବ ଓ ସାରା ଜୀବନ ଖୁସିରେ କଟିବ।
ତୁଳା ରାଶି :- ଏହି ରାଶିର ବ୍ୟକ୍ତି ମାନେ କଳି ଝଗଡା ଠାରୁ ଦୂରେଇ ରହିଲେ ଘର ଓ ପରିବାରରେ ଶାନ୍ତି ମିଳିବ ଓ ସଫଳତା ପାଇ ପାରିବେ।
କର୍କଟ ରାଶି :-ଏହି ରାଶି ଉପରେ ଶନି ଦେବତା ଖୁସିରେ ରହିବେ। ଏହି ରାଶିର ବ୍ୟକ୍ତି ମାନେ କୌଣସି ଚିନ୍ତା କରିବେ ନାହିଁ ଓ ଶନି ଦେବତାଙ୍କର ଅସୀମ କୃପା ଦୃଷ୍ଟି ରହିବ। ଏଥି ସହିତ ଧନର ମଧ୍ୟ କୌଣସି ଅଭାବ ରହିବ ନାହିଁ।
କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତି ମାନେ ତାଙ୍କ ଜୀବନ ସାଥୀଙ୍କ ସହିତ ନିବିଡ଼ ସମ୍ପର୍କ ରହିବ। ଏହି ବର୍ଷ ଧାର୍ମିକ ଯାତ୍ରା କରିବେ ଓ ନୂଆ ବାହନ ମଧ୍ୟ କିଣିବେ। ନିଜ ଘର ଉପରେ ସବୁବେଳେ ସୁଖ ସମୃଦ୍ଧି ଲାଗି ରହିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।