ଦେଖନ୍ତୁ ଭିଡ଼ିଓ – ଦୀର୍ଘ ୫ ମାସ ପରେ ଓଡିଶା ଫେରି ରାଣୀ ପଣ୍ଡା କଲେ ଏମିତି କାମ ଦେଖିଲେ ଆଖିରୁ ଲୁହ ଆସିଯିବ….

0

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବାଦୀୟ ନାୟିକା ତ କେବେ ରାଜନୀତି ରେ ।ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶିକାର ହୋଇ ଥିଲେ। ତେବେ ବିଭିନ୍ନ ପ୍ରକାର ବିବାଦ ର ଶିକାର ହୋଇ ସେ ଆଜି ଓଡିଶା ଛାଡ଼ି ଯାଇଥିଲେ । ତେବେ ପୁଣି ଥରେ ଓଡ଼ିଶା କୁ ଫେରିବା ପାଇଁ ଯାଉଛନ୍ତି ଏହି ବିଷୟ ରେ ସେ ଏକ ଲାଇଭ ଭିଡିଓ ରେ କହିଛନ୍ତି ।

ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି ।ତେବେ ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା। ତେବେ ସେ ବର୍ତ୍ତମାନ ଓଡ଼ିଶା ଛାଡ଼ି ବାହାରେ ରହି ଥିଲେ । ଆଉ ଏକ ଭିଡିଓ ରେ ସେ କହିଥିଲେ ଯେ ଓଡ଼ିଶା ତାଙ୍କର ଜନ୍ମ ଭୂମି। ଏଠାରେ ତାଙ୍କର ସାଙ୍ଗ ସାଥି ପରିବାର ସମସ୍ତେ ଅଛନ୍ତି।

ସେ ଓଡ଼ିଶା କି ଖୁବ୍ ଭଲ ପାଆନ୍ତି ଓ ଓଡ଼ିଶା ମାଟି ମଧ୍ୟ ତାଙ୍କୁ ଖୁବ୍ ଭଲ ପାଏ କିନ୍ତୁ କିଛି ବିବାଦ ର କାରଣ ଯୋଗୁ ସେ ଓଡ଼ିଶା ଛାଡ଼ିବା ପାଇଁ ବାଧ୍ୟ ହୋଥିଲେ। ଓ ବର୍ତ୍ତମାନ ସେ ଓଡ଼ିଶା ବାହାରେ ରହୁଥିବା ର ନଜର ଆସିଥିଲେ। ତେବେ ଓଡ଼ିଶା ରେ ତାଙ୍କୁ ବିଭିନ୍ନ ପ୍ରକାର ଅସମ୍ମାନ ତାଙ୍କୁ ମିଳିଛି ଆଉ ସେ ଏଥିପାଇଁ ବହୁତ୍ ଦୁଃଖିତ ଥିଲେ । ତେବେ ବର୍ତ୍ତମାନ ରାନୀ ପଣ୍ଡା ଓଡ଼ିଶା ଫେରି ଆସିଛନ୍ତି । ତେବେ ରାନୀ ପଣ୍ଡା ଙ୍କ ର ଏହି ରୂପ ବ୍ୟତୀତ ଆଉ ଏକ ରୂପ ମଧ୍ୟ ରହିଛି ।

ସେ ବହୁତ୍ ସମୟ ରେ ଗରିବ ଲୋକ ମାନଙ୍କୁ ସାହାର୍ଯ୍ୟ କରିବାରେ ନଜର ଆସନ୍ତି । ବର୍ତ୍ତମାନ ସେ ଓଡ଼ିଶା ଫେରି ଆସି ପ୍ରଥମେ ଗରିବ ଲୋକ ମାନଙ୍କ ସହିତ ଦେଖା କରିଛନ୍ତି । ବସ୍ତି ରେ ରହୁଥିବା ଲୋକ ମାନଙ୍କ ସହିତ ସାକ୍ଷାତ କରି ସେ ତାଙ୍କ ଜୀବନ ଶୈଳୀ ରେ ବୁଝି ଅଛନ୍ତି ।

ତେବେ ସେ ଗରିବ ଲୋକ ମାନଙ୍କ ସହିତ କଥା ବାର୍ତ୍ତା କରିଛନ୍ତି ସେମାନେ କିପରି ଜୀବନ ବିତାଉ ଅଛନ୍ତି ସେହି ବିଷୟ ରେ ପଚାରି ବୁଝି ଅଛନ୍ତି। ତେବେ କିଛି ଦିନ ପୂର୍ବରୁ ରାଣୀ ପଣ୍ଡା ଏକ ଗରିବ ଝିଅ କୁ ସାହାର୍ଯ୍ୟ କରିଥିବାର ନଜର ଆସିଥିଲେ ତାହା ପୁଣି ଓଡ଼ିଶା ବାହାରେ ରହି ବର୍ତ୍ତମାନ ସେ ଓଡ଼ିଶା କୁ ଫେରି ପ୍ରଥମେ ଗରିବ ଲୋକ ମାନଙ୍କ ପାଖରେ ପହଞ୍ଚି ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।