ଦେଖନ୍ତୁ ଭିଡ଼ିଓ – ଓଃ କି ଡ୍ୟାନ୍ସ ! Disha Patani ଏବଂ Tiger Shroff ହଟ ଡ୍ୟାନ୍ସ ଭିଡିଓ ଭାଇରାଲ

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ ଜାଗ୍ରତ ହୋଇ ରହି ଥାଆନ୍ତି। କଳା ଜଗତରେ ଅନେକ କଳାକାର ମାନେ ଅଭିନୟ କରି ଥାଆନ୍ତି, ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଦର୍ଶକମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଆପଣ ମାନେ ଜାଣିଲେ ଚକିତ ହୋଇ ଯିବେ। ତାହା ହେଉଛି ଅଭିନେତା ଟାଇଘର ସୋଫ ଓ ଅଭିନେତ୍ରୀ ଦିଶା ପାଟନୀ ଦୁଇ ଜଣ ମିଶି ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା। ସୂଚନା ଅନୁସାରେ, ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଟାଇଗର ସୋଫ ଓ ଅଭିନେତ୍ରୀ ଦିଶା ପଟାନୀଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଦୁଇ ଜଣ ବଲିଉଡ ଜଗତାର ଭଲ ଅଭିନେତା ଓ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେମାନେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ସେ ଦୁଇ ଜଣ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହି ଥାଆନ୍ତି।

ସେ ଦୁଇ ଜଣ ଅନେକ ସମୟରେ ଫୋଟୋ ବା ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। ଦର୍ଶକ ମାନେ ମଧ୍ୟ ତାଙ୍କ ଦୁଇ ଯୋଡିକୁ ଦେଖି ଖୁବ ପସନ୍ଦ କରି ଥାଆନ୍ତି। ସେ ଦୁଇ ଜଣ ପ୍ରଥମେ ୨୦୧୬ ମସିହାରେ ବେଫିକର ଗୀତରେ ନଜର ଆସି ଥିଲେ ଓ ଏହା ପରେ ବାଘି ୨ ରେ ଅଭିନୟ କରିଥିଲେ। ତେବେ ଦୁଇ ଜଣଙ୍କୁ ଫୁଟୁବଲ ପ୍ଲେ ଗ୍ରାଉଣ୍ଡରେ ଦେଖିବା ପାଇଁ ମିଳିଥିଲା। ଅଭିନେତା ଫୁଟୁବଲ ଖେଳିବା ପାଇଁ ଯାଇ ଥିଲେ ଓ ଅଭିନେତ୍ରୀ ତାଙ୍କୁ ଚିଅର ଅଫ କରିବା ଯାଇ ଥିଲେ। ତେବେ ସେ ଦୁଇ ଜଣ ବର୍ତ୍ତମାନ ହିର୍ତିକ ରୋସନ ଫିଲ୍ମ ଗୀତ ବ୍ୟଙ୍ଗ ବ୍ୟଙ୍ଗରେ ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି।

ତେବେ ତାଙ୍କର ସେହି ଭିଡ଼ିଓଟି ଇନଷ୍ଟାଗ୍ରାମରେ ପୋଷ୍ଟ ହୋଉଥିଲା। ବର୍ତ୍ତମାନ ତାଙ୍କର ସେହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତାଙ୍କର ଏହି ଭିଡ଼ିଓଟି ଭାଇରଲ ହେବା ପରେ ତାଙ୍କ ଫ୍ୟାନ୍ସ ମାନେ ଲାଇକ କରିବା ସହିତ କମେଣ୍ଟ ମଧ୍ୟ ଦେଇଛନ୍ତି। ସେମାନେ ନାଚୁ ଥିବା ସସମୟରେ ବହୁତ ସୁନ୍ଦର ଦିଶୁଥିଲେ। ତାଙ୍କର ଏହି ଭିଡ଼ିଓ ପାଇଁ ସେ ବହୁତ ଚର୍ଚ୍ଚାର ରହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।