ଦ୍ୱିତୀୟ ବିବାହ ପଡ଼ିଲା ମହଙ୍ଗା : ଦୁଇ ଛୁଆଙ୍କୁ ଧରି ମଣ୍ଡପରେ ହଙ୍ଗାମା ହାଇଡ୍ରାମା କଲେ ସ୍ତ୍ରୀ… ଦେଖନ୍ତୁ Video

ଆମ ରୀତିନୀତି ପରମ୍ପରା ଅନୁଯାୟୀ ବିବାହ ଏକ ପବିତ୍ର ବନ୍ଧନ ଅଟେ ଆଉ ଏହି ବିବାହ ହେବା ପାଇଁ ବି ଆମ ଶାସ୍ତ୍ର ଅନୁଯାୟୀ କିଛି ନିର୍ଦିଷ୍ଟ ସମୟ ସୀମା ରହିଛି ।ତେବେ ଏବେ ଏବେ ବିବାହର ସିଜିନ ଆରମ୍ଭ ହେଇଛି ଆଉ ଏହା ଭିତରର ବି ବହୁତ ବିବାହ ହେଉଥିବାର ନଜରକୁ ଆସିଲାଣି ।କିନ୍ତୁ ସୋସିଆଲ ମେଡ଼ିଆରେ ଏହି ବିବାହ କୁ ନେଇ ଏକ ହାଇ ଭଲଟେଜ ଡ୍ରାମା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣ ଜାଣି ପାରିବେ ନାହିଁ ଯେ ବେଦୀ ଉପରେ କଣ ହେଉଛି ।

ତେବେ ବନ୍ଧୁମାନେ ଏବେ ଆମ ସମାଜରେ ନୀତିଦିନ ବିବାହ ବିଚ୍ଛେଦ ଓ ପରକିୟା କୁ ନେଇ ବହୁତ ଖବର ଦେଖା ଯାଉଛି ।ନାରୀ ବା ପୁରୁଷ ପ୍ରଥମେ ବିବାହ କରି ବି ଆଉ କାହା ସହ ସମ୍ପର୍କ ରଖି ଘରଦ୍ୱାର ଛାଡି ସେହି ପର ପୁରୁଷ ବା ପ୍ର ସ୍ତ୍ରୀ ସହ ଘର ଛାଡ଼ି ପଳଉଛନ୍ତି ।ତେବେ ଆଜିର ଏହି ଘଟଣାରେ ସେମିତି କିଛି ହେଇ ନଥିଲେ ବି ଏହାକୁ ଆପଣ କଣ କହିବେ ଭିଡ଼ିଓ ଦେଖିଲେ ଜାଣି ପାରିବେ ।

ବନ୍ଧୁମାନେ ଆପଣ ଏହି ଭିଡ଼ିଓଟିରେ ଦେଖି ପାରିବେ ଯେ ଜଣେ ମହିଳା ଖୁବ ଜୋରରେ ଗାଳି କରୁଛନ୍ତି ଆଉ ତାଙ୍କ ସହିତ ସାଥ ଦୃ ଅନ୍ୟ କିଛି ମହିଳା ମାନେ ବି ବହୁତ ପାଟି ତୁଣ୍ଡ କରୁଛନ୍ତି ।ଆଉ ସେଠାରେ ବର ବେଶରେ ଜଣେ ବ୍ୟକ୍ତି ବି ଛିଡା ହେଇଥିବାର ଦେଖିବାକୁ ମିଳିଛି ।ତେବେ ଘଟଣା ଅନୁଯାୟୀ ବର ବେଶରେ ଥିବା ବ୍ୟକ୍ତି ଜଣଙ୍କ ବିବାହ ପାଇଁ ଆସିଛନ୍ତି ତେବେ ଏହା ତାଙ୍କର ଦ୍ଵିତୀୟ ବିବାହ ଅଟେ ।ଆଉ ଯେଉଁ ମହିଳା ଶାଡୀ ପିନ୍ଧିଛନ୍ତି ଆଉ ବହୁତ ଜୋରରେ ଗାଳି ଗୁଲଜ କରୁଛନ୍ତି ସେ ହେଉଛନ୍ତି ସେହି ବରର ପ୍ରଥମ ସ୍ତ୍ରୀ ।

ତେବେ ଘଟଣାଟି ଟିକିଏ ଆଶ୍ଚର୍ଯ୍ୟ ଲାଗୁଛି ନା ଯେ ସେହି ବ୍ୟକ୍ତିର ଦ୍ୱିତୀୟ ବିବାହ ବେଳେ ପ୍ରଥମ ସ୍ତ୍ରୀ କାହିଁକି ଏମିତି ପାଟି କରୁଛନ୍ତି ।ତେବେ ଘଟଣା ଅନୁଯାୟୀ ସେହି ବ୍ୟକ୍ତିର ପ୍ରଥମ ସ୍ତ୍ରୀ ଓ ତାଙ୍କର ଦୁଇଟି ପିଲା ଅଛି ଆଉ ସେମାଙ୍କର ଏତେ ଯାଏ ଛାଡ଼ପତ୍ର ବି ହେଇ ନାହିଁ ।କିନ୍ତୁ କିଛିଦିନ ହେବ ବ୍ୟକ୍ତି ଜନଙ୍କ ଘରକୁ ଆସୁ ନଥିଲେ ଆଉ ଯେତେବେଳେ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କ ସ୍ୱାମୀ ଦ୍ଵିତୀୟ ବିବାହ କରୁଛନ୍ତି ଶୁଣିଲେ ।ସେତେବେଳେ ସେ କିଛି ମହିଳା ସ୍ୱେଚ୍ଛାସେବୀ ଙ୍କୁ ସାଙ୍ଗରେ ଧରି ବିବାହ ବେଦୀ ପାଖରେ ପହଂଚି ଥିଲେ ।

ଆଉ ତାପରେ ମହିଳା ମାନେ ସେହି ବିଆହକୁ ହେବାକୁ ଦେଇ ନଥିଲେ ଓ ପରେ ଏମିତି ହାଇ ଭଲଟେଜ ଡ୍ରାମା ଆରମ୍ଭ ହେଇଥିଲା ଓ ଶେଷରେ ସେହି ବିବାହ ହେଇ ପାରି ନଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment