ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ ! ଗୋଟେ ଦିନରେ ଏହି ଜିନିଷ ଲଗାଇ 10 ଗୁଣା ଛୁଟି ବଢିବ ଦେଖି, ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ

0

ପ୍ରତ୍ୟେକ ପୁରୁଷ ବା ମହିଳା ମାନଙ୍କ ଠାରେ କେଶ ଜନିତ ସମସ୍ୟା ଦେଖାଯାଉଛି , କେଶ ଝଡିବା , କେଶ ଧଳା ଦେଖାଯିବା , ଚନ୍ଦାପଣ ଦେଖାଯିବା ଭଳି ଅନେକ ସମସ୍ୟା ରହିଥାଏ । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ମାର୍କେଟ ପ୍ରଡକ୍ଟ ବ୍ୟବହାର କରିଥାନ୍ତି , କିନ୍ତୁ ତାହା ଆମ କେଶ ଜନିତ ସମସ୍ୟାକୁ ଅଧିକ ବଢାଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ସରଳ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହା ଆପଣ ମାନଙ୍କ କେଶକୁ ଘନ , ଲମ୍ୱା , ମଜବୁତ୍ ଓ ସୁନ୍ଦର କରିବାରେ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ପ୍ରସ୍ତୁତି ବିଷୟରେ ।

ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି :-

1. ଚା ପତି

ପ୍ରସ୍ତୁତି ପ୍ରଣାଳୀ :-

ଉପଚାରକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପ୍ୟାନ ନିଅନ୍ତୁ ଏବଂ ସେଥିରେ 2 ଚାମଚ ଚାପତି ଦିଅନ୍ତୁ । ଯଦି ଆପଣଙ୍କ କେଶ ଅଧିକ ରହିଛି, ତେବେ 3 ଚାମଚ ନେଇ ପାରିବେ । ଏହାପରେ ସେହି ପ୍ୟାନରେ ଏକ ଗ୍ଲାସ ପାଣି ମିଶାନ୍ତୁ , ପାଣି ମିଶାଇବା ପରେ 10 ରୁ 15 ମିନିଟ ପର୍ଯ୍ୟନ୍ତ ସେମିତି ରଖି ଦିଅନ୍ତୁ । ଯାହାଫଳରେ ଚାପତିରେ ଥିବା ସମସ୍ତ ପୋଷକ ତତ୍ତ୍ୱ ସେହି ପାଣିରେ ମିଶି ହୋଇଯିବ । ଏହାପରେ ସେହି ପ୍ୟାନକୁ ଗ୍ୟାସ ଉପରେ ବସାଇ ହାଏ ଫ୍ଲେମ ରେ ଫୁଟାନ୍ତୁ , ଯେତେବେଳେ ଏହା ଫୁଟିବା ଆରମ୍ଭ କରିବ ଗ୍ୟାସର ଫ୍ଲେମକୁ କମ କରିଦେବେ ।

ଏହିପରି ଭାବରେ 3 ରୁ 4 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ , ଯେମିତି ଚା ପତିରେ ଥିବା ସମସ୍ତ ଔଷଧୀୟ ତତ୍ତ୍ୱ ପାଣିରେ ମିଶି ହୋଇଯିବ । ଚା ପତିର ପାଣିକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ଲମ୍ୱା , ଘନ ଓ ଗଞ଼୍ଜାପଣ ଭଳି ସମସ୍ୟା ଦୂର ହୋଇଯିବ । ଚା ପତିରେ ବହୁତ ପରିମାଣରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ , ଯାହା ଆମ ସ୍କିନ ଓ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । କେଶ ମୂଳରେ ଯଦି କୌଣସି ପ୍ରକାର ଇନଫେକ୍ସନ ରହିଥାଏ ସେସବୁ କୁ ମଧ୍ୟ ଦୂର କରିଥାଏ । ଏହି ଉପଚାର କୁ ଉଭୟ ପୁରୁଷ ଓ ମହିଳା ଲଗାଇ ପାରିବେ , ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନଥାଏ ।

ବ୍ୟବହାର ପ୍ରଣାଳୀ :-

ପ୍ରଥମେ ଆପଣ କେଶକୁ ଭଲ ଭାବରେ ୱାସ କରି ନିଅନ୍ତୁ , ଏହାପରେ ପ୍ରସ୍ତୁତ କରି ରଖିଥିବା ପାଣିକୁ ଏହିପରି ଭାବରେ କେଶରେ ଆପ୍ଲାଏ କରନ୍ତୁ । ସେହି ପାଣିକୁ ସମ୍ପୂର୍ଣ୍ଣ କେଶରେ ଢାଳି ସାରିବା ପରେ ଧୀରେ ଧୀରେ ମସାଜ୍ କରି ନିଅନ୍ତୁ । ମସାଜ୍ କରି ସାରିବା ପରେ 3 ରୁ 5 ମିନିଟ ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ , ଏହାପରେ ନରମାଲ ୱାଟରରେ ୱାସ କରିନିଅନ୍ତୁ । ଏହି ପାଣି ଆପଣଙ୍କ କେଶ ପାଇଁ ବହୁତ ଲାଭଦାୟକ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।