ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବେର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଦୁଃଖ ପ୍ରକାଶ କରିବେ ନିଶ୍ଚିତ | ମୁଁ ଆଜି ଆପଣଙ୍କୁ କିଶୋର ଭାଇନାଙ୍କ ମଟନ ହୋଟେଲ ବିଷୟରେ କହିବି, ତାଙ୍କର ଏକ ଭୁଲ ପାଇଁ ବନ୍ଦ କରାଗଲା ଏହି ହୋଟେଲ | ସେ ଆଉ ଥରେ ତାଙ୍କର ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଦୌଡ଼ି ଦୌଡ଼ ହାଲିଆ ହେଲେଣି ହେଲେ ତାଙ୍କୁ ମିଳୁନି ଫୁଡ ଲାଇସେନ୍ସ | ତେବେ ଆସନ୍ତୁ ବନ୍ଧୁଗଣ ଏହି ଘଟଣା ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଆପୋଲୋ ହସ୍ପିଟାଲ ପଛପଟ ଦୂରଦର୍ଶ ନିକଟରେ କିଶୋର ଭାଇନାଙ୍କ ମଟନ ହୋଟେଲ |ଏଠାରେ ନୀତି ରାତି ପାହିବା ଠାରୁ ରାତି ପ୍ରଯ୍ୟନ୍ତ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିଲା |ଲୋକେ ଏହି କିଶ୍ବର ଭାଇନାଙ୍କ ମଟନ ଖାଇବା ପାଇଁ ବହୁତ ଖୁସି ପାଉଥିଲେ |କିଶ୍ବର ଭାଇନାଙ୍କ ହୋଟେଲ ରେ ପ୍ରତ୍ୟେକ ଦିନ ପ୍ରାୟ 200kg ରୁ ଉର୍ଦ୍ଧ ମଟନ ପ୍ରସ୍ତୁତ ହେଉଥିଲା, ଏହି ରୋଷେଇ କେବଳ କାଠ ଚୁଲିରେ ହିଁ ତିଆରି ହେଉଥିଲା |ତାଙ୍କର ଏହି କାଠ ଚୁଲିରେ ତିଆରି ମଟନ ଖାଇବା ପାଇଁ ଲମ୍ବା ଲମ୍ବା ଲାଇନ ଲାଗୁଥିଲା |
କିନ୍ତୁ ଦୁଃଖର କଥା ଏହାକି ଦର୍ଶକ ବନ୍ଧୁ ବର୍ତମାନ ଏହି ହୋଟେଲ ବସୁନାହିଁ ହଣ୍ଡା କି ଗବ ଗବ ହୋଇ ଫୁଟୁନାହିଁ 200kg ମାଂସ, କି ଏହି ସୁଆଦିଆ ମାଂସ ଖାଇବା ପାଇଁ ଲାଗୁନାହିଁ ଲୋକଙ୍କ ଭିଡ଼ |କାରଣ ” ବିଏମସି “ର ଅନ୍ଫୋରସମେଣ୍ଟ ଟିମ ମାଟିରେ ମିଶାଇ ଦେଇଛି କିଶୋର ଭାଇନାଙ୍କ ମଟନ ହୋଟେଲକୁ |କାରଣ କିଶୋର ଭାଇନା ତାଙ୍କର ମଟନ ପ୍ରସ୍ତୁତି ସମୟରେ ବାସି ଓ ନାଲି ରଙ୍ଗ ମିଶା କଙ୍କଡା ମିଶାଉଥିଲେ ଏବଂ ଏକ୍ସପାରୀ ହୋଇଯାଇଥିବା ଟମାଟୋ ସସ ମଧ୍ୟ୍ୟ ମିଶାଉ ଥିଲେ |ଯାହାକି ଲୋକଙ୍କ ସ୍ୱାସ୍ଥ୍ୟ ଉପଯୋଗୀ ନ ଥିଲା, ଯାହାକୁ ଖାଇଲେ ସାଧାରଣ ଲୋକେ ରୋଗରେ ପଡିବେ |ସେଥିପାଇଁ ବିଏମସି କିଶ୍ବର ଭାଇଙ୍କ ମଟନ ହୋଟେଲକୁ ଫାଇନ ସହ ସିଜ କରିଥିଲା |
ହେଲେ କିଶୋର ଭାଇନା ଏହି କଥାକୁ ଖାତିର ନକରି ତା ପରଦିନ ସକାଳ ମଧ୍ୟ୍ୟ ଏହି ହୋଟେଲ ଖୋଲିଥିଲେ ଏବଂ ମଟନ ରୋଷେଇ ମଧ୍ୟ୍ୟ କରିଥିଲେ, ଯାହାକି ତାହା ପାଇଁ ଭାରି ପଡ଼ିଗଲା | ତାପରେ ଅନ୍ଫୋରସମେଣ୍ଟ ଟିମ ଆସି କିଶ୍ବର ଭାଇନାଙ୍କ ହୋଟେଲ କୁ ଭାଙ୍ଗି ମାଟିରେ ମିଶାଇ ଦେଇଥିଲା | ସେତେବେଳେ କିଶୋର ଭାଇନାଙ୍କର ଫୁଡ ଲାଇନସେନ ମଧ୍ୟ୍ୟ ନଥିଲା |କିନ୍ତୁ ଏବେ ବିଏମସି ର ଫୁଡ ଲାଇସେନ୍ସ ପାଇବା ପାଇଁ ଦିନ ରାତି ଏକ କରିଦେଇଛନ୍ତି, ହେଲେ ତାଙ୍କୁ ମିଳୁନି ଏହି ଲାଇସେନ୍ସ କାରଣ ଅନ୍ଧ ଥରେ ବାଡ଼ି ହଜାଇବା ନ୍ୟାୟ ରେ ଆଉ ଥରେ ରିସ୍କ ନବାପାଇଁ ଚାହୁଁନି ବିଏମସି |ବିଏମସି କିଶୋର ଭାଇନାଙ୍କୁ ଫୋଡ଼ ଲାଇସେନ୍ସ ଦବନାହିଁ ବୋଲି ନିଷ୍ପତି ନେଇସାରିଛି | କିଶୋର ଭାଇନାଙ୍କ ଏହି ଫୋଡ଼ ଲାଇସେନ୍ସ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି, ଏହି ଖବର ଏବେ ଖୁବ ଭାଇରାଲ ହେବାର ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।