ବନ୍ଧୁଗଣ ସୋସିଆଲ ମିଡିଆରେ ଏବେ ଅର୍ଚନା ନାଗଙ୍କ ଖବର ଖୁବ ଭାଇରାଲ ହେବାରେ ଲାଗିଛି |ଆପଣ ଏହି ଅର୍ଚନା ନାଗଙ୍କୁ ଜାଣିଥିବେ ଏବଂ ତାଙ୍କର କାର୍ଯ୍ୟ କଳାପ ବିଷୟରେ ମଧ୍ୟ ଜାଣିଥିବେ, କଳାହାଣ୍ଡିରୁ ଆସି ଅର୍ଚନା ନାଗ ଭୁବନେଶ୍ୱରରେ ରହି ଏମିତି କଣ କରୁଥିଲେ ଯେ ସେ ତାଙ୍କର ଲାଇଫ ଷ୍ଟାଇଲ ବଦଳି ଦେବା ସହ ବର୍ଷକୁ ଏତେ ପଇସା ରୋଜଗାର କରୁଥିଲେ |ବର୍ତମାନ ବଡ଼ ବିଷୟ ଯେ ଅର୍ଚନା ନାଗଙ୍କ ରୋଜଗାର ପନ୍ଥା କଣ ଥିଲା ଆଉ ସେ ଏତେ ସବୁ ଦାମୀ ଜିନିଷ କଉଠୁ ଆଣିଲେ |ତେବେ ଆସନ୍ତୁ ବନ୍ଧୁଗଣ ଏହାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ଅର୍ଚନା ନାଗ କଳାହାଣ୍ଡିରୁ ଆସି ଭୁବନେଶ୍ୱରରେ ରହୁଥିଲେ |ସେ ଜଣେ ନାରୀ ଥିଲେ ସତ ହେଲେ ଜଣେ ମାୟାବିନୀଠୁ କମ ନୁହଁ |ଭୁବନେଶ୍ୱରରେ ରହି ସେ ତାଙ୍କ ମାୟା ଜାଲ ବିଛାଇ ପ୍ରାୟ ବହୁତ ପ୍ରତିଷ୍ଠିତ ଲୋକ ମାନଙ୍କୁ ଫସୁଥିଲେ |ସେ ନିଜେ ତ ଦେହ ବ୍ୟବସାୟ କରୁଥିଲେ ହେଲେ ତାହା ସହିତ ଅନେକ ଗରିବ ଝିଅ ମାନଙ୍କର ଦୁର୍ବଳତାର ଫାଇଦା ଉଠାଉଥିଲେ |ସେ ଏମିତି ବହୁତ ଝିଅ ମାନଙ୍କ ଜୀବନ ମଧ୍ୟ୍ୟ ନଷ୍ଟ କରିଛି, ବଡ ବଡ଼ିଆ ଲୋକମାନଙ୍କୁ ଫସାଉଥିଲା ଅର୍ଚନା ନାଗ ଏବଂ ସେମାନଂକୁ ବ୍ଲାକ ମେଲିଙ୍ଗ କରି ବହୁତ ପଇସା ରୋଜଗାର କରୁଥିଲା ସେ |ସେ କେବଳ ପ୍ରତିଷ୍ଠିତ ଲୋକ ପ୍ରଶାସନ ଅଧିକାରୀ, ଖଣି ମାଲିକ, ଫିର୍ମ ପ୍ରଡୁସର ମାନଙ୍କୁ ଫସାଉ ଥିଲେ |ମାତ୍ର 5ବର୍ଷରେ ସେ ବହୁତ ପାଇସା ରୋଜଗାର କରି ସାରିଥିଲେ, କିନ୍ତୁ ଅର୍ଚନା ନାଗର ଏହି କଳା କାରନାମା ବେଶିଦିନ ତିଷ୍ଠିପାରିଲା ନାହିଁ |ବଡ଼ବଡ଼ିଆ ମାନଙ୍କୁ ଲୋଟ କରିବା ଏବଂ ସେମାନଂକୁ ବ୍ଲାକ ମେଲିଙ୍ଗ କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି,ସେ ଏବେ ଥାନାରେ ଅଛନ୍ତି |
ବର୍ତମାନ ଏହି ଲେଡି ବ୍ଲାକମେଲର ଅର୍ଚନା ନାଗଙ୍କ ସମ୍ପତି ଯାଞ୍ଚ ଚାଲିଛି ମାତ୍ର ପାଞ୍ଚ ବର୍ଷରେ ସେ 30କୋଟି ଟଙ୍କା ଅର୍ଜିଛନ୍ତି |ବର୍ଷକୁ ପ୍ରାୟ ହାରାହାରି ଛଅ କୋଟି ତାଙ୍କର ରୋଜଗାର ଥିଲା |ଏହା ସହିତ ଅର୍ଚନା ନାଗଙ୍କର ଭୁବନେଶ୍ୱର ସତ୍ୟବିହାରରେ ଅଲିସାନ କୋଠା, ଵେଦେଶୀ ଘରସଜା ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ଫର୍ନିଚର,ଲକ୍ଷଲକ୍ଷ ଟଙ୍କାର ଇଞ୍ଜିନିଅର ଡ଼ିଜାଇନ, ପାହାଳରେ ଗୋଟେ ଫାର୍ମହାଉସ ରହିଛି,କଳାହାଣ୍ଡି କେସିକାରେ ଦାମୀକୋଠା ରହିଛି ଏବଂ ଅନେକ ସ୍ଥାନରେ ତାଙ୍କର ସମ୍ପତି ମଧ୍ୟ୍ୟ ରହିଛି ବୋଲି ଜଣାପଡିଛି |କେବଳ ଏତିକି ନୁହଁ ସେ ଯେତେବି ଗାଡି, ଗହଣା କିମ୍ବା ଅନ୍ୟାନ୍ୟ ଖର୍ଚ୍ଚ କରୁଥିଲେ ସେସବୁକିଛି ନଗଦ କରୁଥିଲେ |
ବର୍ତମାନ ବଡ଼ ବିଷୟ ଏହାକି ଅର୍ଚନାନାଗ ବର୍ଷକୁ ଏତେ ଟଙ୍କା କିପରି ରୋଜଗାର କରୁଥିଲେ, ତାଙ୍କ ଆୟାର ଉତ୍ସ କଣଥିଲା,କଉଁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ସାହାଯ୍ୟରେ ସେ ଏତେବଡ଼ ଭଣ୍ଡାର ଘର ଖୋଲିପାରିଲେ, ଏହାର ଏବେ ଜୋରଦାର ତଦନ୍ତ କରାଯାଉଛି |ଏହାର ପ୍ରକୃତ ସତ୍ୟାସତ୍ୟ କଣ ଏବଂ ତାଙ୍କର ଏତେ ଟଙ୍କା ରୋଜଗାର ଉତ୍ସ ମଧ୍ୟ କଣ ଏହିସବୁର ସତ୍ୟତା ସମସ୍ତଙ୍କ ସାମ୍ନାକୁ ଆସିବ ନଶ୍ଚିତ |ଅର୍ଚନାନାଗଙ୍କର ଏହି ରୋଜଗାର ପଛର କାରଣ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।