ହଁ ଦର୍ଶକ ବନ୍ଧୁ ଆଜି କାଲି ଦୁନିଆ ରେ ଧନି ହେବା ପାଇଁ ସମସ୍ତ ମନରେ ଇଚ୍ଛା ରହି ଥାଏ | କାରଣ ଆଜି କାଲି ଦୁନିଆ ରେ ଯାହା ପାଖରେ ଟଙ୍କା ଧନ ନାହିଁ ତା ପାଖରେ କିଛି ନାହିଁ | ଦର୍ଶକ ବନ୍ଧୁ ଆଜି କାଲି ଦୁନିଆରେ ଆପଣ ମାନେ ଦେଖିଥିବେ ଯେ | ଯାହା ପାଖରେ ଧନ ଅଛି ତାହା ପାଖରେ ସମସ୍ତେ ଅଛନ୍ତି ବୋଲି ମଧ୍ୟ କୁହାଯାଏ | ଯାହା ପାଖରେ ଧନ ନାହିଁ ସେ ଆପଣଙ୍କ ଯେତେ ନିଜର ଲୋକ ହେଉ | ସେ ମଧ୍ୟ ଆପଣଙ୍କ ଠାରୁ ଧୀରେ ଧୀରେ ଦୁରେଇ ଯିବ | ତାହାଲେ ଦର୍ଶକ ବନ୍ଧୁ ଆଜି କାଲି ଦୁନିଆରେ ବା ଏହି ସମାଜରେ ସମସ୍ତ ଙ୍କ ସମକକ୍ଷ ହେଇ ବଞ୍ଚିବାକୁ ହେଲେ ଆପଣଙ୍କ ପାଖରେ ବି କେବେ ଧନ ର ଅଭାବ ହେବ ନାହିଁ ବା ଆପଣ ଧୋନୀ ହେବାକୁ ଚାହୁଁଥିଲେ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ଧୋନୀ ହେବାର ଉପାୟ ବିଷୟରେ ଜାଣିବା | ଯାହା ଦ୍ୱାରା ଆପଣ ଅତି ସହଜରେ ଧନୀ ହେଇ ପାରିବେ |ତାହାଲେ ଆସନ୍ତୁ ଜାଣିବା ଏହାର ଉପାୟ ବିଷୟରେ |
ତେବେ ବନ୍ଧୁଗଣ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମର ବିଭିନ୍ନ ଶାସ୍ତ୍ର କୁ ମାନିଥାଉ | ଆଉ ସେହି ଶାସ୍ତ୍ର ଅନୁସାରେ ଆମେ ଯଦି ସେହି ଉପାୟକୁ ମାନିକି ଆଗକୁ ଯିବା ତାହେଲେ ତାହା ଆମକୁ ଧନ ପ୍ରାପ୍ତି କରିବାରେ ମଧ୍ୟ ସାହାଯ୍ୟ କରିଥାଏ |ତାହେଲେ ଧନ ପ୍ରାପ୍ତି ହେବାର ଏକ ସହଜ ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଆପଣଙ୍କର ଧନ ର ଅଭାବ ରହିବ ନାହିଁ ବୋଲି କୁହାଯାଏ | ତେବେ ଏହି ଉପାୟ ହେଉଛି ଏକ ଫୁଲ ଯେଉଁ ଫୁଲ ଜଗତର ନାଥ ଜଗନ୍ନାଥ ଙ୍କୁ ଅତି ପ୍ରିୟ ଫୁଲ ହେଇଥାଏ ବୋଲି ଜଣା ଯାଏ | ଆଉ ଯାହା ସାହାଯ୍ୟରେ ଆମେ ଧନି ହୋଇ ପାରିବା ବୋଲି କୁହାଯାଏ |
ଯାହା କୁହାଯାଉଛି କି ସେହି ଫୁଲ କୁ ଯଦି ଆପଣ ଆପଣଙ୍କ ଟଙ୍କା ରଖିଥିବା ସ୍ଥାନରେ ରଖିବେ ତାହାଲେ ଆପଣଙ୍କର ସମସ୍ତ ପ୍ରକାର ସମସ୍ୟା ଦୂର ହେବ ବୋଲି କୁହାଯାଏ | ହଁ ଦର୍ଶକ ବନ୍ଧୁ ଯଦି ଆପଣଙ୍କ ଘରେ ଟଙ୍କା ପଇସା ର ଅଭାବ ଦେଖା ଦଉଛି ତାହାଲେ ଆପଣ ଏକ କାମ କରିବେ |ଆପଣ ଯେଉଁ ସ୍ଥାନ ରେ ଆପଣଙ୍କର ଟଙ୍କା ପଇସା ରଖୁଛନ୍ତି ସେହି ସ୍ଥାନ ରେ ଆପଣ କଣ କରିବେ ନା ନୀଳ ରଙ୍ଗ ର ଏକ ଅପରାଜିତା ଫୁଲ ଆଣି ଆପଣ ସକାଳେ ଉଠି ଗାଧେଇ ସାରି ସେହି ନୀଳ ରଙ୍ଗ ର ଅପରାଜିତା ଫୁଲ କୁ ଆପଣ ଟଙ୍କା ରଖିଥିବା ସ୍ଥାନ ରେ ସେହି ଫୁଲ କୁ ରଖନ୍ତୁ |
ତେବେ ଆମେ ଜାଣିଛୁ କି ଅପରାଜିତା ଫୁଲ ର ରଙ୍ଗ ହେଉଛି ନୀଳ | ଆଉ ନୀଳ ରଙ୍ଗର ଫୁଲ ହେଉଛି ଜଗନ୍ନାଥ ଙ୍କୁ ଅତି ପ୍ରିୟ ଫୁଲ ସେଥିପାଇଁ ଏହାକୁ ଆପଣଙ୍କ ଟଙ୍କା ରଖିବା ସ୍ଥାନରେ ରଖନ୍ତୁ | ତାହେଲେ ଆପଣ ଙ୍କର ଧନ ଯୋଗ ର ମଧ୍ୟ ସମ୍ଭାବନା ରହିବ | ତାହା ସହିତ ଧନ ଆପଣଙ୍କ ପାଖକୁ ଆସିବ ବୋଲି ମଧ୍ୟ କୁହାଯାଉଛି | ଯାହାକୁ ମାନିକି ଚଳିଲେ ଆମର ଉନ୍ନତି ହେବ ବୋଲି କୁହାଯାଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।