ଯଦି ଆପଣ ମତେ ଭଲ ପାଉଛନ୍ତି ତେବେ ମୋ ଫିଲ୍ମ ଦେଖିବାକୁ ଆସନ୍ତୁ – କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଅଭିନେତ୍ରୀ ରାଣୀ ପଣ୍ଡା, ଦେଖନ୍ତୁ Video

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ, ଯାତ୍ରା ର ଆଇଟମ ଗାର୍ଲ ତଥା ସବୁବେଳେ ବିବାଦ ରେ ରହୁଥିବା ଆଲବମ କୁଇନ ରାଣୀ ପଣ୍ଡା ଙ୍କୁ ବେଶ ଭଲ ଭାବରେ ଜାଣିଥିବେ। ରାଣୀ ପଣ୍ଡା ଜଣେ ଏହିପରି କାଳକର ଅଟନ୍ତି ଯିଏକି ନିଜ ଅଭିନୟ ସହ ନିଜର ସମାଜ ସେବା ପାଇଁ ବେଶ ଚର୍ଚ୍ଚିତ ଅଟନ୍ତି। ତେବେ ସୋସିଆଲ ମିଡ଼ିଆ ରେ ମଧ୍ୟ ରାନୀ ପଣ୍ଡା ବେଶ ଆକ୍ଟିଭ ରହିଥାନ୍ତି ଆଉ ପ୍ରାୟ ଘଟଣା ରେ ସେ ଏହିପରି ରିଏଲ ମତ ଦେଇଥାନ୍ତି ଯାହାକି ଲୋକଙ୍କୁ ଖୁବ ପସନ୍ଦ ଆସିଥାଏ।ତେବେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣଚୁଡ ଯାତ୍ରା ପକ୍ଷରୁ ରାନୀ ପଣ୍ଡା ଙ୍କ ର ପୁରା ଜୀବନି କୁ ନେଇ ଯାତ୍ରା ଟେ ପ୍ରସ୍ତୁତ ହୋଇଛି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ରାନୀ ପଣ୍ଡା ଙ୍କ ର ଏକ ଭିଡ଼ିଓ ଖୁବ ଭାଇରାଲ ହେବା ରେ ଲାଗିଛି ଯାହାକୁ ଦେଖିଲା ପରେ ସମସ୍ତେ ଭାବ ବିହ୍ୱଳ ହୋଇ ଯାଇଛନ୍ତି। ତେବେ ଏହି ଭାଇରାଲ ଭିଡ଼ିଓ ଟିରେ ରାନୀ ପଣ୍ଡା ଲାଇଭ ଭିଡ଼ିଓ ରେ ଭୋ ଭୋ ହୋଇ କାନ୍ଦିବା କୁ ଲାଗିଛନ୍ତି। ତେବେ ସେ କାନ୍ଦି କାନ୍ଦି ଦର୍ଶକ ମାନ ଙ୍କୁ କହିଛନ୍ତି କି , “ପ୍ରଥମ ଥର ପାଇଁ ମୋ ନିଜ ଜୀବନ କାହାଣୀ କୁ ନେଇ ଏକ ସିନେମା ହୋଇଛି ଯାହାର ନାମ ରହିଛି ଘୋଡା ହାତୀ ଗଣ୍ଡା ଗଣ୍ଡା, ଏକା ଲଢ଼ିବ ରାନୀ ପଣ୍ଡା”।ଏହାକୁ ଆପଣ ମାନେ ସମସ୍ତେ ହଲ କୁ ନିଶ୍ଚିତ ଭାବ ରେ ଦେଖିବା ପାଇଁ ଆସନ୍ତୁ।

ତେବେ ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ନାମରେ ପ୍ରସ୍ତୁତ ହୋଇଛି ଏକ ସିନେମା ଯାହାକୁ ଦେଖିବା ଲାଗି ଲୋକଙ୍କ ର ଭିଡ଼ ଜମିଛି। କାରଣ ଏହି ଯାତ୍ରା ଟି କେବଳ ରାନୀ ଯେ ଅଭିନୟ କରିଛନ୍ତି ତାହା ନୁହେଁ ବରଂ ରାନୀ ପଣ୍ଡା ଙ୍କ ର ପ୍ରକୃତ ଜୀବନ କାହାଣୀ କୁ ନେଇ ପ୍ରସ୍ତୁତ ହୋଇଛି ଏହି ସମ୍ପୂର୍ଣ୍ଣ ଯାତ୍ରା ଟି ।ଯାହାର ନାମ ରହିଛି “ଘୋଡା ହାତୀ ଗଣ୍ଡା ଗଣ୍ଡା, ଏକା ଲଢ଼ିବ ରାନୀ ପଣ୍ଡା” ବୋଲି। ଯାହାକି ସମ୍ପୂର୍ଣ୍ଣ ରୂପରେ ରାନୀ ପଣ୍ଡା ଙ୍କ ର ଜୀବନି ଉପରେ ପର୍ଯ୍ୟବେସିତ ଅଟେ।

ତେବେ ରାନୀ ପଣ୍ଡା ଚାଁହୁଛନ୍ତି କି ସମସ୍ତେ ଦର୍ଶକ ମାନେ ଏହି ସିନେମା କୁ ଦେଖନ୍ତୁ ଯେଉଁ ଥିରେ ରାଣୀ ଙ୍କ ଜୀବନ କାହାଣୀ ବିଷୟ ରେ ରହିଛି। ତେବେ ସେ ଦର୍ଶକ ମାନ ଙ୍କୁ କହିଛନ୍ତି କି ଆପଣ ମାନେ ମୋତେ ଭଲ ପାଉଛନ୍ତି ମୁଁ ଜାଣିଛି , ମାତ୍ର ଯଦି ମୋତେ ଆପଣ ମାନେ ଭଲ ପାଉଥିବେ ତେବେ ମୋ ସିନେମା କୁ ଥରେ ନିଶ୍ଚିତ ଦେଖିବା ପାଇଁ ହଲ କୁ ଆସିବେ।ତେବେ ଏହା କହିବା ସମୟ ରେ ସେ ଭାବ ବିହ୍ୱଳ ହୋଇ କାନ୍ଦି ପକେଇଛନ୍ତି। ତେବେ ନିଶ୍ଚିତ ଭାବରେ ଆପଣ ମାନେ ରାନୀ ଙ୍କ ର ଏହି ସିନେମା ଦେଖିବା କୁ ଆସନ୍ତୁ ଏବଂ ଏହାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment