ଦେଖନ୍ତୁ Shocking ଭିଡ଼ିଓ : ଡ୍ରେସ ପଇସା ଦେଲାନି ମାଆ , ପିଟି ପିଟି ମାରିଦେଲା ପୁଅ…

ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ ଭିଡ଼ିଓ ସବୁ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ଏଠାରେ ଜଣେ ଛୋଟ ପିଲା ଟି ଏମିତି କିଛି କରିଛି ନିଜ ମାଆ ଙ୍କ ସହିତ ଯାହା ଶୁଣିବା ପରେ ମୁଣ୍ଡରେ ହାତ ଦେବେ। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ଏବେ ଜୋର ରେ ଭାଇରଲ ହୋଇଛି।

ଏଠାରେ ଏକ ଭିଡ଼ିଓ ଜୋର ରେ ଭାଇରଲ ହୋଇଛି ଯେଉଁଠି ଜଣେ ନାବାଳକ ଏମିତି କିଛି ଚର୍ଚ୍ଚା କୁ ଆସିଛି। ଆଉ ଏହିଠାରେ ଜଣେ ଛୋଟ ପିଲାଟି ଏମିତି କିଛି କରିଛନ୍ତି ଯାହା ଆପଣ ମାନେ ବୋଧ ହୁଏ କେବେ ଦେଖି ନଥିବେ କି କେବେ ଶୁଣି ନଥିବେ। ଆଉ ଅନେକ ସମୟରେ ଭିଡ଼ିଓ ସବୁ ନଜରକୁ ଆସିଥାଏ ଯେଉଁଠି ପୁଅ ଓ ଝିଅ ମାନେ ନିଜ ମାଆ ଓ ବାପା ଙ୍କୁ ବହୁତ କିଛି କଷ୍ଟ ଦେଇ ଥାନ୍ତି ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚା କୁ ଆସି ଥାନ୍ତି। ଆଉ ବେଳେ ବେଳେ ପୁଅ ମାନେ ଅନେକ ସମୟରେ ନିଜ ର କିଛି ଅଧିକାର ପାଇଁ ବାପା ଓ ମାଆ ଙ୍କୁ ନିର୍ଯ୍ୟାତନା ଦେଇ ଥାନ୍ତି।

ଆଉ ଅନେକ ସମୟରେ ନଜରକୁ ଆସିଥାଏ ଯେ ପୁଅ ମାନେ ନିଜର କିଛି ସମ୍ପତ୍ତି ବାଡ଼ି ମଧ୍ୟ ମାଆ ଙ୍କୁ ମଧ୍ୟ ମାଡ଼ ମାରି ଥାନ୍ତି ଯାହାର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଆଉ କିନ୍ତୁ ଏବେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି କିଛି ଭିନ୍ନ ଧରଣର ଘଟଣା ସାମ୍ନା କୁ ଆସିଛି ଯାହା ଦେଖିବା ପରେ ସ୍ଥାନୀୟ ସମସ୍ତ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଏଠାରେ ଛୋଟ ପିଲା ଟି ଏମିତି ତାଙ୍କ ମାଆ ଙ୍କ ସହିତ କରିଛନ୍ତି ଯାହା ମାତ୍ର ୫୦୦ ବା ୧୦୦୦ ତାଙ୍କ ନେବା ପାଇଁ କରିଛନ୍ତି। ଆଉ ଜାଣିବାକୁ ମିଳିଛି ଯେ ଏହି ଛୋଟ ପିଲାଟି ମାଆ ଙ୍କୁ ପଇସା ମାଗିଥିଲା ହେଲେ ମାଆ ମନା କରି ଦେବାରୁ ମାରି ଦେଇଥିଲେ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଆଉ ଯେଉଁ ମାଆ ତାହାର ଏହି ଛୁଆ କୁ ଏତେ ଦିନ ଧରି କଷ୍ଟ ରେ ଜନ୍ମ ଦେଇଥିଲା ସେହି ଛୋଟ ପିଲା ଟି ବଡ଼ ହେବା ପରେ ନିଜ ମାଆର ଜୀବନ ନେଇଗଲା ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।ସେହି ପିଲା ଟିକୁ ମାଆ ତାର ବହୁତ କଷ୍ଟ କରି ଛୋଟ ରୁ ଏତେ ବଡ଼ କରିଛନ୍ତି ହେଲେ ସେହି ପିଲା ବଡ଼ ହୋଇ ଏମିତି କରି ଦେଲା ତାହା ଅତି ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ସେହି ଦିନ ଶେଷ ରଜ ହୋଇଥାଏ ଏବଂ ପିଲା ଟି ଡ୍ରେସ ଆଣିବା ପାଇଁ ମାଆ ଙ୍କୁ ଟଙ୍କା ମାଗିଥିଲେ ନ ଦେବାରୁ ଛୁରୀ ମାରିବା ସହିତ ଟାଙ୍ଗିଆ ଖିନବିନ କରି ହାଣିଥିଲେ ଯାହା ଏଠାରେ ସୂଚନା ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment