ସୂର୍ଯ୍ୟ ପରାଗ (25 October) ହାଣ୍ଡିଛାଡ ସଠିକ ସମୟ | ୪ଟି ରାଶିରେ ଖୁସିରବର୍ଷା – Vastu Shastra

ହଁ ଦର୍ଶକ ବନ୍ଧୁ ଆପଣ ମାନେ ମାନେ ଜାଣିଥିଲେ ବି ଏକ ଗ୍ରହ ଆଉ ନକ୍ଷତ୍ର ମାନଙ୍କର ଗତିବିଧି ଆଉ ଚଳନ କୁ ନେଇକି ଅମର ଜୀବବ ଉପରେ ତାହାର ପ୍ରଭାବ ପକାଇଥାଏ | ତେବେ ଆପଣ ମାନେ ଜାଣିଥିବେ ଆଗକୁ ଆସୁଥିବା 25 ଅକ୍ଟୋବର ବା ଦୀପାବଳି ଦିନ ବର୍ଷ ର ଅନ୍ତିମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି | ଏହି ସୂର୍ଯ୍ୟ ପରାଗ ଏକ ଆଂଶିକ ସୂର୍ଯ୍ୟ ପରାଗ ହେବ ଏହା ସହିତ ଏକ ଲମ୍ବା ସୂର୍ଯ୍ୟ ପରାଗ ହେବ | ତେବେ ଏହି ସୂର୍ଯ୍ୟ ପରାଗ ଓଡିଶା ସମତେ ଭାରତ ର ପ୍ରତ୍ୟେକ ସ୍ଥାନରେ ଦେଖା ଯିବ | ତେବେ ଏହି ସୁଯ୍ୟ ପରାଗ ରେ ସମୟ ସୀମା ଓ ଏହି ସୁଯ୍ୟ ପରାଗ ର ଗର୍ଭବତୀ ମହିଳା ମାନେ କଣ କରିବେ କଣ ନାହିଁ ତାହା ସହିତ ଯେଇଁ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ରହିବ ତାହା ବିଷୟରେ ଆଜି ଆମେ ଜାଣିବା |

ତେବେ ବନ୍ଧୁ ଗଣ ସାଧାରଣତଃ ଗ୍ରହଣ ଲାଗିବା ର 9 ଘଣ୍ଟା ବା 3 ପ୍ରହର ପୂର୍ବ ରୁ ଏବଂ ପରାଗ ଲାଗିବା ର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାପ ନେଷଧ ବା ହାଣ୍ଡି ଛାଡ କରାଯାଏ | ଏହି ସମୟ ସୀମା କୁ ସୁତକ ସମୟ ସୀମା ମଧ୍ୟ କୁହାଯାଏ | ଏହି ଗ୍ରହଣ ବା ପରାଗ ଲାଗିବା ସମୟରେ ଶାସ୍ତ୍ର ଅନୁସାରେ ଖାଦ୍ୟ ଗ୍ରହଣ କରିବା ଅନୁଚିତ | ସେଥିପାଇଁ ସୂର୍ଯ୍ୟ ପରାଗ ର 12 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ କରଯାଏ | ତେବେ ଏହି ସୂର୍ଯ୍ୟ ପରାଗ ର ପାକ ନିଷେଧ ବା ହାଣ୍ଡି ଛାଡ ସମୟ ହେଉଛି | 24 ଅକ୍ଟବର ସମବାର ରାତ୍ରି 9 ଟା 24 ମିନିଟ ରୁ 25 ଅକ୍ଟବର ମଙ୍ଗଳବାର ଦିନ 2 ଟା 31 ମିନିଟ ପର୍ଯ୍ୟନ୍ତ |

ସୁଯ୍ୟ ପରାଗ ଲାଗିବା ର ସମୟ ଓ ତାରିଖ :-

25 ଅକ୍ଟବର 2022 ମଙ୍ଗଳବାର,

ଆରମ୍ଭ ଦିନ 12.11 ମିନିଟ

ସର୍ବାଧିକ ସୂର୍ଯ୍ୟ ପରାଗ :-ଦିନ 1.21 ମିନଟ

ସର୍ବାଧିକ ସୂର୍ଯ୍ୟ ପରାଗ ର ଅବଧି :- ମାତ୍ରା 34 ସେକେଣ୍ଡ

ଶେଷ ବା ମୋକ୍ଷ ପ୍ରାପ୍ତି :-ଦିନ 2.21 ମିନଟ

ଅବଧି କାଳ :-2 ଘଣ୍ଟା 19 ମିନଟ ଏବଂ 26 ସେକେଣ୍ଡ |

ତେବେ ଏହି ସୂର୍ଯ୍ୟ ପରାଗ ସମୟ ରେ ଗର୍ଭବତୀ ମହିଳାଙ୍କ ପାଇଁ ଅଶୁଭ ହେଇଥିବାରୁ ସେମାନଙ୍କୁ ଏହା ଦେଖିବାକୁ ମଧ୍ୟ ମନା କରାଯାଇଛି | ଏହା ସହିତ ଏହି ସୁଯ୍ୟ ପରାଗ ରେ 8 ଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି 8 ଟି ଭାଗ୍ୟ ଶାଳୀ ରାଶି ବିଷୟରେ ଯାହାର ଭାଗ୍ୟ ଏହି ସୁଯ୍ୟ ପରାଗ ଦିନ ଠୁ ବଦଳିବାକୁ ଯାଉଛି | ତାହାଲେ ସେହି 8 ଟି ଭାଗ୍ୟ ଶାଳୀ ରାଶି ହେଉଛି ଯଥା ;(1) ମେଷ ରାଶି (2) ମିଥୁନ ରାଶି (3) ସିଂହ ରାଶି (4) ବିଛା ରାଶି (5) ଧନୁ ରାଶି (6) ମକର ରାଶି (7) କୁମ୍ଭ ରାଶି (8) କର୍କଟ ରାଶି |

Leave a Comment