ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ର ଭିଡ଼ିଓ ଭାଇରାଲ ହେଇଥିବା ଆପଣ ଦେଖିଥିବେ | ହେଲେ ସେହି ଭିଡ଼ିଓ ଆପଣଙ୍କୁ କେତେବେଳେ ଦୁଃଖ ଦେଇଥାଏ ତୋ ପୁଣି କେତେବେଳେ ଆପଣଙ୍କୁ ଖୁସି ଦେଇଥାଏ | ତେବେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଭାଇରାଲ ହେବା ସହିତ ଏହା କାହାକୁ ଭଲ ଲାଗିଥାଏ ତୋ ପୁଣି କାହାକୁ ଖରାପ ଲାଗିଥାଏ | ତେବେ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି ଏକ ଭିଡ଼ିଓ ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି | ହଁ ବନ୍ଧୁ ଗଣ ତେବେ ସେହି ଭାଇରାଲ ଭିଡ଼ିଓ ଯାହା ଦେଖା ଯାଇଛି ତାହା କେବଳ ଥରେ ନୁହେଁ ଆଗରୁ ମଧ୍ୟ ଏମିତି ଘଟଣା ବହୁତ ଥର ଘଟିବା ରେ ଦେଖା ଯାଇଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ବିଷୟରେ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |
ତେବେ ବନ୍ଧୁଗଣ ଏବେ ଏବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ ରାସ୍ତା ମଝିରେ ନାଚୁ ନାଚୁ ଜଣେ ଯୁବକ ଙ୍କ ଜୀବନ ଚାଲିଯାଇଛି | ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଏକ ଅଞ୍ଚଳରେ | ତେବେ ସୂଚନା ଅନୁଯାୟୀ ରାସ୍ତା ମଝିରେ କିଛି ଯୁବ ମାନେ ହାତରେ ବାଡ଼ି ଧରି ଦାଣ୍ଡିଆ ନାଚ ନାଚୁ ଥିଲେ | ହେଲେ କିଏ ଜାଣିଥିଲା ସେ ଟିକିଏ ଖୁସି ରେ ତାଙ୍କ ଜୀବନ ପାଇଁ ଶେଷ ଖୁସି ଥିଲା ବୋଲି | ବହୁତ ଖୁସିରେ ସେ ନିଜେ ନାଚି ପାଖରେ ଛିଡା ହେଇଥିବା ଲୋକ ମାନଙ୍କୁ ତାଙ୍କର ନାଚରେ ବେଶ ଆନନ୍ଦିତ ହେଉଥିଲେ | ହେଲେ ହଠାତ ଯୁବକ ଜଣଙ୍କ ତଳେ ଟଳି ପଡିଥିଲେ ଓ ଲୋକମାନେ ତାଙ୍କୁ ଉଠାଇବା ଆଗରୁ ତାଙ୍କର ଜୀବନ ଚାଲିଯାଇଥିଲା ବୋଲି କୁହାଯାଇଛି |
ତେବେ କୁହାଯାଉଛି ଯେ ଏମିତି ହଠାତ ହୃଦଘାତ ଜନିତ ମୃତ୍ୟୁ ବହୁତ ଥର ଦେଖିବାକୁ ମିଳୁଛି | ଛୋଟ ପିଲା ଠୁ ଆରମ୍ଭ କରି ବୟସ୍କ ମାନଙ୍କ ଠାରେ ଏମିତି ରୋଗ ଏବେ ଦେଖାଦେବାର ଲାଗିଛି | ତାହେଲେ ସତ ରେ କଣ ଛୋଟ ରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ହାର୍ଟ ଏବେ ଦୁର୍ବଳ ହେବାରେ ଲାଗିଲାଣି | ଯଦି ଏହା ସତ ତାହାଲେ ଏହା ପାଇଁ କିଛି ଗୋଟେ ପରୀକ୍ଷା କରିବା ସହିତ ନିଜେ ମଧ୍ୟ ସତର୍କ ରହିବା ଆବଶ୍ୟକ | |ହଁ ଦର୍ଶକ କିଏ ଜାଣିଥିଲା ନାଚୁ ନାଚୁ ଯୁବକ ଜଣଙ୍କର ଏମିତି ହଠାତ ଜୀବନ ଚାଲିଯିବ ବୋଲି |
ତେବେ ଏହି ଭଳି ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି କୁହାଯାଉଛି | ତେବେ ମୃତ୍ୟୁ ଯେ କେତେବେଳେ କାହା ପାଖକୁ ଆସିବ ସେ କଥା କିଏ କହି ପାରିବ | ତେବେ ଖୁସି ରେ ନାଚୁଥିବା ବେଳେ ଏହି ଭଳି ମୃତ୍ୟୁ ଉପସ୍ଥିତ ଥିବା ସମସ୍ତଙ୍କ ମନ କୁ ଦୁଃଖ ପହଞ୍ଚାଇଛି |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଆଉ ଯାହା କୁ ଦେଖିବା ପରେ ସମସ୍ତେ ଦୁଃଖ ପ୍ରକାଶ ମଧ୍ୟ କରୁଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।