ଗୋଟିଏ ମା ପାଖରେ ସବୁ ଛୁଆ ସମାନ ,ମା’ ନଥିବା ବିଲେଇ ଛୁଆକୁ ନିଜ ପିଲାଙ୍କ ସହ କ୍ଷୀର ପିଆଇଲା ମା କୁକୁର… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ବିଷୟରେ ଆପଣ ମାନେ ଶୁଣିବାକୁ ପାଉଥିବେ ଆଉ ଦେଖୁଥିବେ ମଧ୍ୟ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନା କୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ | ଆଉ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଭାବିବେ ଜଣେ ମା ଆଗରେ ସବୁ ପିଲା ସମାନ ହୋଇଥାଏ | ତେବେ ସେ ମଣିଷ ହେଉ ବା ପଶୁ ମା ଶବ୍ଦ ର ଅର୍ଥ ସମାନ ଥାଏ | ସେଇଥିପାଇଁ ର ଜଣେ ମା କୁକୁର ପାଖରେ କ୍ଷୀର ଖାଇବା ପାଇଁ ଅଳି କରୁଛି ବିଲେଇ ଛୁଆଁ ଟି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଗୋଟିଏ ମା ଆଉ ଛୁଆଁ କୁ ନେଇକି କିଛି ଘଟଣା ବା ଦୃଶ୍ୟ | ଆଉ ଯେଉଁ ଦୃଶ୍ୟ କୁ ଦେଖିଲେ ଆପଣ ମାନେ ମଧ୍ୟ ଭାବିବେ କି କଣ ସତରେ ଏଭଳି କିଛି ଘଟି ପାରେ | ଆଉ ଯେଉଁଠି ପଶୁ ପାଖରେ ମଧ୍ୟ ମାନବିକତା ରହିଛି | ଆଉ ଯେଉଁଥିପାଇଁ ନିଜର ଛୁଆଁ ନ ହେଇକି ମଧ୍ୟ କୁକୁର ମା ଜଣଙ୍କ ପାଖକୁ ଆସିଛି ମା ର ସ୍ନେହ ପାଇବା ପାଇଁକି ବିଲେଇ ଛୁଆ ଟି | ଆଉ ମା କୁକୁର ଟି ମଧ୍ୟ ତାହାକୁ ହତାଦର ନ କରି ସ୍ନେହ କରୁଛି |

ତେବେ ଦେଖିବାକୁ ମିଳିଛି କି କୁକୁର ଛୁଆଁ ମାନେ କ୍ଷୀର ପିଇବା ପାଇଁକି ଏମିରି ଝଗଡା ଚଳାଇଛନ୍ତି କି ତାହା ଭିତରକୁ ବିଲେଇ ଛୁଆଁ ଟି ପଶି ପାରୁନି | ଆଉ ନିରବ ହୋଇ ରହି ଯାଉଛି ସେହି ମା କୁକୁର ପାଖରେ | ତେବେ ଏଠାରେ ଏହା ଶିଖିବାକୁ ମିଳିଛି କି ମା କହିଲେ ଆମେ ଅନେକ କଥା ବୁଝି ଥାଉ | ଆଉ ସେହି ମା ସନ୍ତାନ ମାନଙ୍କ ପାଇଁ ସବୁ କିଛି କରିପାରେ ବୋଲି କୁହାଯାଇଛି | ଆଉ ଯେଉଁଥିପାଇଁ ତ ଜଣେ କୁକୁର ହେଇକି ବି ତା ଭିତରେ ଭରି ରହିଛି ମମତା |

ସ୍ନେହ ରେ ବାନ୍ଧି ରଖିବାର ଶକ୍ତି ରହିଥାଏ ମା ପାଖରେ ଆଉ ପର ଆପଣ ନ କରି ସମସ୍ତଙ୍କୁ ତାହାର ସ୍ନେହ ର ପଣତ କାନିରେ ବନ୍ଧୀକି ରଖିଥାଏ ମା ଜଣଙ୍କ | ଆଉ ସେଇଥିପାଇଁ ର ଆମ ସଂସାରରେ ମା ର ସ୍ଥାନ ସବୁଠୁ ଉପରେ ରଖା ଯାଇଛି | ଆଉ ମା କୁ ସ୍ୱର୍ଗ ଠାରୁ ମଧ୍ୟ ବଡ଼ ବୋଲି କୁହାଯାଇଛି | ଯାହା ଏହି ଭିଡିଓ ଟିକୁ ଦେଖିବା ପରେ ବେଶ ଭଲ ଭାବରେ ଜାଣି ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment