ଅପେକ୍ଷାର ଘଟିଲା ଅନ୍ତ, ଆସୁଛି ଦିନେଶ, ଖୁସିରେ ଦୀପିକା… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ରେ ଥିବା ଦୀନେଶ ଆଉ ଦୀପିକାଙ୍କ ପ୍ରେମ କାହାଣୀ କଥା ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିଲେ | ତେବେ ଯାହା ଦେଖା ଯାଉଛି ଦୀପିକା ଆଉ ଦୀନେଶ ଙ୍କ ମଧ୍ୟରେ ସମ୍ପର୍କ ରେ ପଡିଥିଲା ପୂର୍ଣ୍ଣଛେଦ |ଆଉ ଯାହା କୁହାଯାଉଛି କି ଦୀର୍ଘ ଦିନ ଧରିକି ଦୀପିକା ଆଉ ଦିନେଶ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆଉ ଦିନେଶ ଙ୍କ ପିଲା କୁ ନେଇକି ବିବାଦ ଚାଲିଥିବା ବେଳେ ଦୀପିକା ନିଜର ଓ ନିଜ ପୁଅ ର ନ୍ୟାୟ ପାଇଁ ଦିନେଶ ଙ୍କ ଘର ସାମ୍ନା ରେ ବସି ରହିଛନ୍ତି | କିନ୍ତୁ କିଛି ସୁଫଳ ନ ମିଳି ପାରି ନ ଥିଲା | କିନ୍ତୁ ବର୍ତ୍ତମାନ ସେମାନଙ୍କ ସମ୍ପର୍କ ପୁଣି ଥରେ ଯୋଡ଼ିବାକୁ ଯାଉଛି | ଆଉ ଯେଉଁଠି ଦୀପିକା ଙ୍କ ପାଖକୁ ଫେରୁଛନ୍ତି ଦିନେଶ | ତାହେଲେ ଆସନ୍ତୁ ବନ୍ଧୁଗଣ ସମ୍ପୂର୍ଣ୍ଣ ଘାଟଣ ଉପରେ ନଜର ପକାଇବା

ତେବେ ଯାହା ଜଣା ପଡିଛି କି ଦୀର୍ଘଦିନ ଧରିକି ଆପେକ୍ଷା ରେ ରହିଥିବା ଦୀପିକା ଙ୍କର ଅପେକ୍ଷା ର ବର୍ତ୍ତମାନ ଅନ୍ତ ଘଟିଛି | ଆଉ ଯେଉଁଠି ଦେଖା ଯାଇଛି କି ଦୀପିକା ଦୀପିକା ଙ୍କ ପାଖକୁ ଫେରିଛନ୍ତି ଦୀନେଶ ତାହା ପୁଣି ନିଜର ପୁଅ ପାଇଁ | ଆଉ ଯେଉଁଠି କୁହାଯାଇଛି କି ଦୀପିକା ମଧ୍ୟ ଦୀନେଶ କୁ ଦେଖିବା ପାଇଁ ବ୍ୟାକୁଳ ହୋଇ ପଡିଛନ୍ତି ଆଉ ଭୁବନେଶ୍ୱର କୁ ଦୌଡ଼ି ଯାଇଛନ୍ତି ଗଞ୍ଜାମ ରୁ |

ତେବେ ଯାହା ଜଣା ପଡିଛି କି ଦୀର୍ଘ ଦିନ ଧରିକି ପୋଲିସ କୋଟ କଚେରୀ ଦୌଡିବା ପରେ ମଧ୍ୟ କିଛି ବି ସୁଫଳ ମିଳି ନ ଥିଲା | ଆଉ ଏବେ ଯାହା ଜଣା ପଡିଛି କି ମହିଳା କମିଶନ ଙ୍କ ପାଖରେ ଅଭିଯୋଗ କରିବା ପରେ ଦ୍ଵିତୀୟ ଥର ପାଇଁ ଯାଇଥିଲେ ଭୁବନେଶ୍ୱର |ଆଉ ଯେଉଁଠି ମହିଳା କମିଶନ ଦୀପିକା ଆଉ ଦୀନେଶ ଙ୍କୁ ଡକାଇଥିଲା |ଆଉ ଯେଉଁଠି ଜଣା ପଡିଛି କି ଦୀନେଶ ମଧ୍ୟ ଆସୁଛନ୍ତି ଭୁବନେଶ୍ୱର | ଆଉ ଯେଉଁଠି ପୁଅ ର ଆଧାର କାର୍ଡ ତିଆରି ହେବ, ଆଉ ସେଥିରେ ବାପା ମା ଦୁଇଜଣଙ୍କୁ ଲାଗିବ |

ଆଉ ଯାହା ଫଳରେ ସେମାନଙ୍କ ପୁଅ ପାଠ ପଢିବ | ତେବେ ଏହି କଥା ରେ ଖୁସି ଅଛନ୍ତି ଦୀପିକା | ଆଉ ଯାହା ଜଣା ପଡିଛି କି ଦୀପିକା ସମାଜ ସେବୀ ପ୍ରମିଳା ଙ୍କ ସହିତ ଆଜି ମହିଳା କମିଶନ ଙ୍କ ପାଖରେ ପହଞ୍ଚିଛନ୍ତି | ଆଉ ଯାହା ଜଣା ପଡିଛି କି ସେଠାରେ ପହଂଚିବା ପରେ ଦୀନେଶ ଙ୍କ ସହିତ ତାଙ୍କର ଦେଖା ହେବ, ଆଉ ତାଙ୍କର ପରିବାର ପୁଣି ଖୁସି ରେ ଭରିଯିବ ବୋଲି କହିଛନ୍ତି ଦୀପିକା | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment